Advertisement
Posted inଜାତୀୟ

ବାଣ ଫୁଟାଇ ନାବଳକ ସମେତ ୧୦ ଗୁରୁତର

ହାଇଦ୍ରାବାଦ,୨୫।୧୦: ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିଲେ ସୁଦ୍ଧା ନିୟମ ଉଲ୍ଲଙ୍ଘନ କରି ଅନେକ ସହରରେ ଲୋକେ ବାଣ ଫୁଟାଇଥିଲେ। ଇତି ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି। ବାଣ ଫୁଟାଇ ଜଣେ ନାବାଳକ ସହ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣାରେ ନାବାଳକର ଆଖି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏଥିସହ ୩ ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋମରେ ଥିବା ୨୬୩ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଚାଇନାର ମୃତ୍ୟୁହାରକୁ ଟପି ଗଲାଣି ଇଟାଲିର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର। ଏବେ...

ବ୍ୟବସାୟୀଙ୍କ କ୍ରୋଧ: ଜାଳିଦେଲେ ଚାଇନା ସାମଗ୍ରୀ

ନୂଆଦିଲ୍ଲୀ,୨୨।୬: ଭାରତ-ଚାଇନା ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ଏବେ ଦିଲ୍ଲୀରେ ବ୍ୟବସାୟୀଙ୍କ କ୍ରୋଧ ଦେଖିବାକୁ ମିଳିଛି। କରୋଲ ବାଗରେ କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ...

ଛତିଶଗଡ଼ରେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ, ଭାଜପାରେ ଯୋଗଦେଲେ ଶହ ଶହ କଂଗ୍ରେସ କର୍ମୀ

ରାୟପୁର,୨୧ ।୧୧: ଛତିଶଗଡ଼ରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆହୁରି ପ୍ରାୟ ବର୍ଷେ ସମୟ ରହିଛି । ହେଲେ ଏବେଠାରୁ ନେତା ଓ କର୍ମୀମାନେ...

ସିଡିଏସ୍‌ ପଦବୀ ବିଭାଜନ ମସୁଧା

ନୂଆଦିଲ୍ଲୀ,୧୬ା୫: ପ୍ରାୟ ଅଢ଼େଇ ବର୍ଷ ତଳେ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି...

ଆଜି ଆସିପାରେ ଜ୍ଞାନବାପି ରାୟ

ବାରାଣସୀ,୨୪।୫:ବାରାଣସୀ ଜିଲା ଜଜ୍‌ ଜ୍ଞାନବାପି ମସ୍‌ଜିଦ ବିବାଦ ମାମଲାର ଶୁଣାଣି ସୋମବାର ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ମଙ୍ଗଳବାର ରାୟ ପ୍ରକାଶ ପାଇବା...

ଛତିଶଗଡରେ ଭୂକମ୍ପ ଝଟ୍‌କା

ରାୟପୁର,୪।୮: ଛତିଶଗଡର ସୁରଜପୁର ଅଞ୍ଚଳରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୦ ଥିଲା। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି...

ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ: ଭାଜପା ନେତା

ଲକ୍ଷ୍ନୌ,୨।୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ। ସେ କହିଛନ୍ତି, ଅଖିଳେଶ ପାକିସ୍ତାନ...

ଏସ୍‌ଏନ୍‌ ଶ୍ରୀବାସ୍ତବ ହେଲେ ଦିଲ୍ଲୀର ନୂଆ ପୋଲିସ କମିଶନର

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀରେ ହିଂସା ଓ ଉତ୍ତେଜନା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀର ନୂଆ ପୋଲିସ କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା...

Advertisement
Archives

Model This Week