ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ଆକ୍ଟିଭ ହେଲା ଜି-୨୩ ଗ୍ରୁପ, ମନିଷ ତିୱାରୀ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ,୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ବହୁତ କିଛି ଘଟଣା ଘଟିବାରେ ଲାଗିଛି । ଗୋଟିଏ ପଟେ ରାଜସ୍ଥାନରେ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ କିଏ ହେବେ କଂଗ୍ରେସ ଅଧ୍ୟକ୍ଷ ତାହା ସ୍ପଷ୍ଟ ହୋଇପାରୁ ନାହିଁ…

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନ, ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୩୦ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଶୁକ୍ରବାର ଏହାର ଦ୍ୱିତୀୟ ଦିନ । ଗୁରୁବାର ଖୁବ୍ ବ୍ୟସ୍ତ କାର୍ଯ୍ୟକ୍ରମ ସହ ଶେଷ ହୋଇଛି ତାଙ୍କ ପ୍ରଥମ ଦିନର ଗସ୍ତ । ଶୁକବ୍ରାର ବି…

ସ୍ବଳ୍ପ ସଞ୍ଚୟ ଜମା ସୁଧହାର ବଢ଼ିଲା

ନୂଆଦିଲ୍ଲୀ,୩୦।୯: କେନ୍ଦ୍ର ସରକାର ଗୁରୁବାର କିଷାନ ବିକାଶ ପତ୍ର, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସମେତ ୫ଟି ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି କରିଛନ୍ତି। ଏହି ସୁଧହାର ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଚଳିତ ଆର୍ଥତ୍କ ବର୍ଷର ତୃତୀୟ…

ଆତଙ୍କବାଦ ନିରୋଧୀ ଲଢ଼େଇରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୯(ପି.ଟି.): ବିଭିନ୍ନ କ୍ଷେତ୍ରରେ ଭାରତର ନେତୃତ୍ୱ ଏବେ ଚ୍ୟାଲେଞ୍ଜବିହୀନ ହୋଇଛି ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଆଗୁଆ ରାଷ୍ଟ୍ର ଭାବେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କହିଛନ୍ତି। ରାଷ୍ଟ୍ରପତି ଭବନରେ ୨୦୨୧ ବ୍ୟାଚ୍‌ର…

ବିଚାରପତିଙ୍କ ପ୍ରଦର୍ଶନ ଭିତ୍ତିରେ ସୁପ୍ରିମକୋର୍ଟକୁ ପଦୋନ୍ନତି

ନୂଆଦିଲ୍ଲୀ,୩୦ା୯:ହାଇକୋର୍ଟ ବିଚାରପତିମାନଙ୍କ ପ୍ରଦର୍ଶନ ଆଧାରରେ ସେମାନଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦିଆଯିବ। ବିଚାରପତିମାନେ କେତେ ସଂଖ୍ୟକ ମାମଲାର ଫଇସଲା କିଭଳି ଭାବେ କରିଛନ୍ତି ତାହା ଦେଖାଯିବ। ସିଜେଆଇ ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କଲେଜିୟମ୍‌ରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି…

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ମଲ୍ଲିକାର୍ଜୁନ ଖଡଗେ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ,୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ରେସରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ବି ସାମିଲ ହୋଇପାରନ୍ତି ବୋଲି ଜଣାପଡିଛି । ଏହା ଜଣାପଡିବା ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଆହୁରି ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ଦଳର…

ବ୍ୟାପମ୍‌ ଦୁର୍ନୀତିରେ ୫ ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡ

ଭୋପାଳ,୨୯।୯: ବ୍ୟାପମ୍‌ ଦୁର୍ନୀତି ମାମଲାରେ ଭୋପାଳର ଏକ ସ୍ବତନ୍ତ୍ର ସିିବିଆଇ କୋର୍ଟ ଗୁରୁବାର ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୭ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ କୋର୍ଟ ୧୦ ହଜାର ଟଙ୍କା ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।…

ସୋନିଆଙ୍କୁ ଭେଟିଲେ ପାଇଲଟ: କହିଲେ, ସମସ୍ତଙ୍କୁ ମିଳିମିଶି କରିବାକୁ ପଡ଼ିବ କାମ

ନୂଆଦିଲ୍ଲୀ, ୨୯।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଜାରି ରହିଛି। ଇତିମଧ୍ୟରେ ଗୁରୁବାର ସନ୍ଧ୍ୟାରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ୧୦ ଜନପଥରେ ଦୀର୍ଘ ୧ଘଣ୍ଟା ଧରି…

‘ଚିକିତ୍ସା ସୁବିଧା ପାଇବା ବନ୍ଦୀଙ୍କ ମୌଳିକ ଅଧିକାର’

ନୂଆଦିଲ୍ଲୀ, ୨୯।୯: ଏଲ୍‌ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ଜେଲ୍‌ରେ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମୁମ୍ବାଇର ଯଶଲୋକ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ଗୁରୁବାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସା ସୁବିଧା ପାଇବା ବନ୍ଦୀମାନଙ୍କ…

ଭାଜପାରେ ମିଶିଲେ ଜେକେପିପିର ପୂର୍ବତନ ବିଧାୟକ

ନୂଆଦିଲ୍ଲୀ, ୨୯।୯: ଦିନକୁ ଦିନ ଭାଜପାର ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁଜରାଟର ହୀରା ବ୍ୟବସାୟୀ ଭାଜପାରେ ଯୋଗଦେବାର ଗୋଟିଏ ଦିନ ପରେ ଜେକେପିପିର ପୂର୍ବତନ ବିଧାୟକ ବଲୱନ୍ତ ସିଂ ମାନକୋଟିଆ ମଧ୍ୟ ଏହି ଦଳରେ ଯୋଗଦେଇଛନ୍ତି। ଗୁରୁବାର ବଲଓ୍ବନ୍ତ ଭାଜପାରେ…

ରାଜଧାନୀରେ ବଢ଼ୁଛି ମଙ୍କିପକ୍ସ ମାମଲା: ପୁଣି ୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୯: କରୋନା ପରେ ଏବେ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ କାୟା ମେଲାଇଲାଣି। ଗୁରୁବାର ନୂଆ ୩ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ…

ବିଜୟା ଦଶମୀରେ କେସିଆର୍‌ କରିପାରନ୍ତି ବଡ଼ ଘୋଷଣା

ହାଇଦ୍ରାବାଦ,୨୯।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଆସନ୍ତା ଅକ୍ଟୋବର ୫ ବିଜୟା ଦଶମୀରେ ତାଙ୍କର ଜାତୀୟ ଦଳ ଶୁଭାରମ୍ଭ କରିବେ ବୋଲି ଆଶା କରାଯାଉଛି। ସେଦିନ ଟିଆର୍‌ସି ବିଧାୟକ ଦଳ ବୈଠକ ବସି କେସିଆର୍‌ଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri