ଜାତୀୟ

ଘରୋଇ କମ୍ପାନୀ ଭାରତୀୟ ସେନା ପାଇଁ ନିର୍ମାଣ କରିବେ ହେଲିକପ୍ଟର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବେ ଅନୁମତି…

ନୂଆଦିଲ୍ଲୀ,୧୭।୭ : ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି)ର ମାନୁଆଲରେ ପରିବର୍ତ୍ତନ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ସେନାଙ୍କ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ମଧ୍ୟ ଅନୁମତି ଦିଆଯିବ। ଏହା ସାମରିକ ହାର୍ଡୱେର୍‌…

ଗାଁରେ ଅନୁଷ୍ଠିତ ହେବ ମହିଳା ଅଦାଲତ…

ନୂଆଦିଲ୍ଲୀ,୧୭।୭ : ମହିଳା ସୁରକ୍ଷା ଏବଂ ଅଧିକାର ସହ ଜଡିତ ସମସ୍ୟାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତରେ ମହିଳା ଅଦାଲତ ଅନୁଷ୍ଠିତ ହେବ। ସାତରୁ ୧୧ ଜଣ ମହିଳା ସଦସ୍ୟଙ୍କ ଏକ ଗୋଷ୍ଠୀ, ମହିଳାମାନଙ୍କର ଅଧିକାର ଏବଂ ଆଇନ ପ୍ରଣାଳୀ ବିଷୟରେ…

ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗ,ଆଜି ୧୬ତମ କମାଣ୍ଡର ସ୍ତରୀୟ ବୈଠକ …

ଲଦାଖ,୧୭।୭ : ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗରେ ରବିବାର ଦିନ ଭାରତ ଏବଂ ଚାଇନା ମଧ୍ୟରେ ୧୬ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଶା କରାଯାଉଛି ଯେ ଡେପସାଙ୍ଗ ଏବଂ ଡେମୋକୋକରେ ସମସ୍ୟାର ସମାଧାନ ବ୍ୟତୀତ…

ଲକ୍ଷେ ୪୩ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୧୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଚିରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୧୭।୭: ଶାରଜାହାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଯାତ୍ରୀବାହୀ ବିମାନ ରବିବାର କରାଚିରେ ଜରୁରୀ ଅବତରଣ କରିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟିକୁ କରାଚିରେ ଅବତରଣ କରାଇବାକୁ  ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ କରାଚି ବିମାନବନ୍ଦରରେ ବିମାନଟିର ଯାଞ୍ଚ କରାଯାଉଛି। ତେବେ ସମସ୍ତ…

ମଣିପୁରରେ ଭୂକମ୍ପ ଝଟକା

ଇମ୍ଫାଲ: ମଣିପୁରରେ ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୯୪ କିମି ରହିଥିଲା। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟି.ଏସ୍‌ ସିଂ ଦେଓ

ରାୟପୁର,୧୭।୭: ଛତିଶଗଡ ମନ୍ତ୍ରୀ ଟି.ଏସ୍‌ ସିଂ ଦେଓ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ତେବେ…

ରବିବାର ଅପରାହ୍ନ ୫ଟାରେ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ…

ନୂଆଦିଲ୍ଲୀ, ୧୬।୭ : ରବିବାର (ଜୁଲାଇ ୧୭)ଅପରାହ୍ନରେ ଆଇସିଏସ୍‌ଇ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷା ଫଳ ପରୀକ୍ଷାର୍ଥୀମାନେ ଅଧିକୃତ ଓ୍ବେବସାଇଟ୍‌ cisce.org ରେ ଏବଂ results.cisce.org ରେ ଦେଖିପାରିବେ।…

ପଚରାଉଚରା ପାଇଁ ଥାନାକୁ ଡକାଇବା ବ୍ୟକ୍ତିଗତ ଅଧିକାରର ଉଲଂଘନ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୬।୭ : କାହାକୁ ଉପଦ୍ରବ କରୁଥିବା କହି ବର୍ଗୀକୃତ କରିବା। ପଚରା ଉଚରା ପାଇଁ ପୋଲିସ ଥାନାକୁ ଡକାଇବା ଅବା ସମ୍ପୃକ୍ତ ବ୍ୟକ୍ତି ଘରକୁ ତଦନ୍ତ ପାଇଁ ପୋଲିସ ଟିମ୍‌ ଯିବା ଆଦି ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ। ସେହିପରି ସମ୍ପୃକ୍ତ…

ଭଡ଼ାଘରେ ରହୁଥିବା ଲୋକଙ୍କୁ ଉପହାର, ଏଗ୍ରିମେଣ୍ଟ ଷ୍ଟାମ୍ପ୍‌ ଡ୍ୟୁଟି ଛାଡ କରିବେ ଯୋଗୀ ସରକାର…

ଲକ୍ଷ୍ନୌ, ୧୬।୭ : ଉତ୍ତରପ୍ରଦେଶରେ ଭଡ଼ାଘରେ ରହୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହାର ଦେବାକୁ ଯାଉଛନ୍ତି। ୧୦ ହଜାର ପର୍ଯ୍ୟନ୍ତ ଘରଭଡ଼ା ଦେଉଥିବା ଲୋକଙ୍କ ଏଗ୍ରିମେଣ୍ଟରେ ବାର୍ଷିକ ୨୦୦ ଟଙ୍କାର ଛାଡ ପ୍ରଦାନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।…

ରାଜନୈତିକ ବିରୋଧରୁ ଶତ୍ରୁତା ଗଣତନ୍ତ୍ର ପାଇଁ ଭଲ ନୁହେଁ, କହିଲେ ସିଜେଆଇ …

ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନା ଶନିବାର କହିଛନ୍ତି ଯେ ରାଜନୈତିକ ବିରୋଧକୁ ଶତ୍ରୁତାରେ ପରିଣତ କରିବା ଏକ ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ। ସେ କହିଛନ୍ତି ଯେ ସରକାର ଏବଂ ବିରୋଧୀ ମଧ୍ୟରେ ଥିବା…

ଜଗଦୀପ୍‌ ଧନଖର ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ…

ନୂଆଦିଲ୍ଲୀ, ୧୬।୭ : ଭାଜପାର ସଂସଦୀୟ ବୋର୍ଡ ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ  ଜଗଦୀପ ଧନଖରଙ୍କୁ ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ଏହି ସଂସଦୀୟ ବୋର୍ଡର ଏହି ବୈଠକରେ ଭାଜପାର ବହୁ ବଡ ନେତା ଅଂଶଗ୍ରହଣ କରିଥିଲେ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri