ଗୁଜରାଟର ବହୁ ସହରରେ କେଜରିଓ୍ବାଲଙ୍କ ବିବାଦୀୟ ପୋଷ୍ଟର, ଫେରିଯାଅ କେଜରିଓ୍ବାଲ…
ଅହମଦାବାଦ,୮।୧୦ : ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ଲଗାତାର ଗୁଜୁରାଟ ଗସ୍ତ କରୁଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବ ପରେ ଗୁଜରାଟରେ ମଧ୍ୟ ଦଳ ଜିତିବାକୁ ଚେଷ୍ଟା କରୁଛି। ସମ୍ପ୍ରତି…
ନ୍ୟୁମୋକୋକଲ ଟିକାର ଅଭାବ ଖବର ସମ୍ପୂର୍ଣ୍ଣ ମିଥ୍ୟା: କେନ୍ଦ୍ର ସରକାରଙ୍କ ଜବାବ…
ନୂଆଦିଲ୍ଲୀ,୮।୧୦ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନନ୍ୟୁମୋକୋକଲ ଟିକା ଅଭାବ ବିଷୟରେ ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତିକର। ଏହି ଖବର ଏପର୍ଯ୍ୟନ୍ତ କୌଣସି ତଥ୍ୟ ବିନା ପ୍ରକାଶ କରାଯାଉଛି। ସରକାର କହିଛନ୍ତି…
ମୁସଲମାନ ପ୍ରେମିକଙ୍କୁ ଜାଳିଦେଲେ, ଗାଁରେ ଉତ୍ତେଜନା
ରାଞ୍ଚି,୮।୧୦: ଝାଡ଼ଖଣ୍ଡ ମହୁଆତଣ୍ଡ ଥାନା ଅଧୀନ ଧଓ୍ବାଇଆ ଗ୍ରାମରେ ଏକ ବର୍ବରକାଣ୍ଡ ଘଟିଛି। ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମୁସଲମାନ ଯୁବକଙ୍କୁ କେତେ ଜଣ ଗ୍ରାମବାସୀ ପୋଡ଼ି ହତ୍ୟା କରିଛନ୍ତି। ଝାଡ଼ଖଣ୍ଡ ପୋଲିସ ଘଟଣାରେ…
ଆସିଲା ଆଉ ଏକ ଲଭ ଲେଟର: କେଜରିୱାଲ
ନୂଆଦିଲ୍ଲୀ,୮ ।୧୦: ଦିଲ୍ଲୀର ଉପରାଜ୍ୟପାଳ ବିନୟ ସାକ୍ସେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପତ୍ର ଲେଖିଛନ୍ତି । ଉକ୍ତ ଚିଠିରେ ଉପରାଜ୍ୟପାଳ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ମନ୍ତ୍ରୀ ଓ ନେତାଙ୍କ ବିଭ୍ରାନ୍ତିକର , ଅବ୍ୟବହୃତ ଏବଂ ଅସତ୍ୟ…
୩୦ ହଜାର ତଳେ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୦ ହଜାର ତଳେ ରହିଛି। ଗତ ୨୪…
ବାୟୁସେନା ଦିବସରେ ଏୟାରଫୋର୍ସର ନୂଆ କମବ୍ୟାଟ ୟୁନିଫର୍ମ ସହ ସ୍ୱଦେଶୀ ହେଲିକପ୍ଟର ‘ପ୍ରଚଣ୍ଡ’ର ଦମ୍
ଚଣ୍ଡିଗଡ଼,୮ ।୧୦: ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ କରାଯାଇଥାଏ ଭାରତୀୟ ବାୟୁସେନା ଦିବସ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତୀୟ ବାୟୁସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ଯୋଗଦାନକୁ ମନେପକାଇବା । ପ୍ରତିବର୍ଷ ଏହାକୁ ଖୁକ୍ ଧୁମଧାମରେ ପାଳନ କରାଯାଉଥିବା ବେଳେ…
ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା
ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ, ହରିଆଣା ସମେତ ୬ଟି ରାଜ୍ୟରେ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ନିଜର ବିଜୟ ହାସଲ ପାଇଁ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା…
କର୍ନାଟକ ରାସ୍ତାରେ ଚାଲିବନି ଆଉ ଓଲା ଅଟୋ
ବେଙ୍ଗାଲୁରୁ,୮।୧୦: ଓଲା, ଉବେର ଏବଂ ରାପିଡୋ କମ୍ପାନୀକୁ ଝଟକା। ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କ ସେବା ବନ୍ଦ କରିବାକୁ କର୍ନାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀ ଆଉ ବେଙ୍ଗାଲୁରୁରେ ଅଟୋ ଚଳାଇ ପାରିବେ ନାହିଁ। ଯାତ୍ରୀମାନଙ୍କଠାରୁ ଅଧିକ ଭଡା…
ଅନୁଧ୍ୟାନ ପାଇଁ କମିଟି ଗଠନ କଲା କେନ୍ଦ୍ର
ନୂଆଦିଲ୍ଲୀ,୮ା୧୦: ଅଣହିନ୍ଦୁ ଦଳିତଙ୍କୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ଲାଗି ଦୀର୍ଘଦିନରୁ ହେଉଥିବା ଦାବି ଉପରେ ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସରକାର ପୂର୍ବତନ ସିଜେଆଇ କେ.ଜି. ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଛନ୍ତି। ଏହି ୩ ଜଣିଆ କମିଶନ୍ର…
୧,୨୦୦ କୋଟିର ହେରୋଇନ ଜବତ
କୋଚି,୮ା୧୦: ଇରାନର ଏକ ବୋଟ୍ରେ ଆସୁଥିବା ୨୦୦ କିଲୋଗ୍ରାମ ହେରୋଇନ୍ ଜବତ ହୋଇଛି। ଏହି ହେରୋଇନ୍ର ମୂଲ୍ୟ ୧,୨୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଉକ୍ତ ହେରୋଇନ୍ ଆଫଗାନିସ୍ତାନରୁ ପ୍ରଥମେ ପାକିସ୍ତାନ ଆସି ସେଠାରୁ ଇରାନୀୟ ବୋଟ୍ରେ ଭାରତ ଅଣାଯାଉଥିଲା।…
ସିଜେଆଇଙ୍କୁ ଉତ୍ତରାଧିକାରୀ ବାଛିବାକୁ କହିଲା କେନ୍ଦ୍ର
ନୂଆଦିଲ୍ଲୀ, ୮ା୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତଙ୍କୁ କେନ୍ଦ୍ର ସରକାର ତାଙ୍କ ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି। ସିଜେଆଇ ଲଲିତ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସ୍ପଷ୍ଟ କରିବା ପରେ ନୂଆ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ୍ର ବୈଠକ…
‘ହିନ୍ଦୁ ନ ଥିଲେ ଚୋଳବଂଶୀ’
ଚେନ୍ନାଇ,୮ା୧୦: ଚୋଳବଂଶୀ ରାଜାମାନେ ହିନ୍ଦୁ ନ ଥିଲେ କି ସେମାନଙ୍କ ଶାସନ କାଳରେ ହିନ୍ଦୁ ନାମରେ କୌଣସି ଧର୍ମ ନ ଥିଲା ବୋଲି ଅଭିନେତା କମଲ ହାସନ କହିଛନ୍ତି, ଯାହାକୁ ନେଇ ବିବାଦ ଉଠିଛି। କମଲ ହାସନଙ୍କ ମତରେ ଭଇନାଭମ୍, ଶୈବମ୍…
Archives


