ଧାର୍ମିକ ନାମ-ପ୍ରତୀକ ବ୍ୟବହାର ନେଇ ସୁପ୍ରିମ୍କୋର୍ଟଙ୍କ କଠୋର ଆଭିମୁଖ୍ୟ, ଇସିଙ୍କୁ ନୋଟିସ୍…
ନୂଆଦିଲ୍ଲୀ, ୫।୯ : ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରକୃତରେ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର…
ଶିବସୈନିକ ସନ୍ତୁଷ୍ଟ କି ଅସନ୍ତୁଷ୍ଟ, ଶିନ୍ଦେ କରିବେ ସର୍ଭେ …
ମୁମ୍ବାଇ, ୫।୯ : ଉଦ୍ଧବ ଠାକରେଙ୍କ ଶିବସେନା ବିରୁଦ୍ଧରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ବର୍ତ୍ତମାନ ତାଙ୍କ ନିଷ୍ପତ୍ତିରେ ଶିବ ସୈନିକ କେତେ ସନ୍ତୁଷ୍ଟ ଅବା ଅସନ୍ତୁଷ୍ଟ ଅଛନ୍ତି ସେ ନେଇ ଚିନ୍ତିତ ଅଛନ୍ତି। ସମ୍ପ୍ରତିି ଆଦିତ୍ୟ ଠାକରେ…
ମେୟରଙ୍କୁ ବିବାହ କଲେ ବିଧାୟକ, ମୁଖ୍ୟମନ୍ତ୍ରୀ ଦେଲେ ଆଶୀର୍ବାଦ…
ଥିରୁଭାନନ୍ତପୁରମ୍, ୫।୯ : ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟ ରାଜେନ୍ଦ୍ରନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ କେରଳର କନିଷ୍ଠ ବିଧାୟକ କେ.ଏମ ସଚିନଙ୍କୁ ବିବାହ କରିଛନ୍ତି। ରାଜେନ୍ଦ୍ରନ ଥିରୁଭାନନ୍ତପୁରମର ମେୟର ହୋଇଥିବାବେଳେ କେ.ଏମ ସଚିନ ଦେବ ବାଲୁସେରୀର ବିଧାୟକ…
କଂଗ୍ରେସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି, ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଦୁର୍ନୀତିରେ ହେବ ଖୋଳତାଡ଼…
ବେଙ୍ଗାଲୁରୁ, ୫।୯ : ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କର୍ନାଟକରେ କଂଗ୍ରେସ ଶାସନ ସମୟରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ ହେବ। ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତାଙ୍କ ବିରୋଧରେ…
୨୦୪୭ରେ ଯେଉଁ ବ୍ୟକ୍ତି ବହିର୍ବ୍ୟାପାରମନ୍ତ୍ରୀ ହେବ ମୁଁ ତାଙ୍କୁ ଇର୍ଷା କରିବି: ଜୟଶଙ୍କର…
ଅହମଦାବାଦ,୫।୯ : ଗୁଜରାଟରେ ଏକ କାର୍ଯ୍ୟକ୍ରମରେ ଭାରତ ବିଷୟରେ କଥାବାର୍ତ୍ତା ବେଳେ ବହିର୍ବ୍ୟାପାରମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ମୁଁ ୨୦୪୭ରେ ବହିର୍ବ୍ୟାପାରମନ୍ତ୍ରୀ ଥିବା ବ୍ୟକ୍ତିଙ୍କ ପ୍ରତି ଇର୍ଷା କରିବି, କିନ୍ତୁ ମୁଁ ଆପଣଙ୍କୁ…
୫୪ ହଜାର ତଳେ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ୬ ହଜାରରୁ କମ୍…
ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୪ ହଜାର ତଳେ ରହିଛି। କେରଳ, ମହାରାଷ୍ଟ୍ର ଆଦି…
ହୋଟେଲ ଲେୱାନରେ ଭୟଙ୍କର ଅଗ୍ନିକାଣ୍ଡ, ଫସି ରହିଛନ୍ତି ଅନେକ ଲୋକ
ଲକ୍ଷ୍ନୌ,୫ ।୯: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଲେୱାନ ହୋଟେଲରେ ସୋମବାର ସକାଳୁ ନିଆଁ ଲାଗି ଯାଇଛି । ହୋଟେଲ ସହରର ଭିଆଇପି ଅଞ୍ଚଳ ହଜରତଗଞ୍ଜରେ ଅବସ୍ଥିତ । ଅନୁମାନ କରାଯାଉଛି ଏହି ହୋଟେଲ ନିଆଁରେ କେତେକ ଲୋକେ ଆହତ ହୋଇଛନ୍ତି…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କୁକୁରର ଶେଷକୃତ୍ୟ
ବେଙ୍ଗାଲୁରୁ, ୫ା୯: କର୍ନାଟକର ମାଙ୍ଗାଲୁରୁରେ ରବିବାର ପୋଲିସ କୁକୁର ଗୀତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ୧୧ ବର୍ଷ ବୟସରେ ଶନିବାର ଲାବ୍ରେଡର ପ୍ରଜାତିର ଏହି କୁକୁର ଆଖି ବୁଜିଥିଲା। ୨୦୧୧ ମେ ୨୧ରେ ଜନ୍ମିତ ଗୀତା ପୋଲିସ ବାହିନୀରେ ସେହିବର୍ଷ ଅଗଷ୍ଟ…
ଆଜି ଆସୁଛନ୍ତି ଶେଖ ହାସିନା
ନୂଆଦିଲ୍ଲୀ,୫।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସୋମବାର ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକର୍ଙ୍କୁ ସାକ୍ଷାତ କରିବେ। ଏହି ଅବସରରେ ହାସିନା ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର…
ଗଣେଶ ପେଣ୍ଡାଲରେ ହନୁମାନଙ୍କ ମୃତ୍ୟୁ
ଲକ୍ଷ୍ନୌ,୫।୯: ଗଣେଶ ଚତୁର୍ଥୀ ଅବସରରେ ଉତ୍ତରପ୍ରଦେଶର ମୈନପୁରରେ ଶନିବାର ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଉଥିଲା। ଭଜନ ଦଳ ସହ ରବି ଶର୍ମା (୩୫) ନାମକ ବ୍ୟକ୍ତି ଆସିଥିଲେ। ଭଜନ ପରିବେଷଣ ବେଳେ ସେ ଗଣେଶ ପେଣ୍ଡାଲରେ ହନୁମାନ ବେଶ ଧାରଣ କରି…
୧୧୦.୮୩ କୋଟିର ଦୁର୍ନୀତି ଧରିଲେ ଏଜି
ଭୋପାଳ,୫।୯: ମଧ୍ୟପ୍ରଦେଶରେ ମହିଳା ଓ ଶିଶୁଙ୍କ ପୋଷଣ ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ୧୧୦.୮୩ କୋଟି ଟଙ୍କାର ଖାଦ୍ୟଶସ୍ୟ ବଣ୍ଟନ ସମ୍ପର୍କରେ ଭୁଲ୍ ତଥ୍ୟ ଦିଆଯାଇଥିବା ରାଜ୍ୟ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅଡିଟ୍ରୁ ଧରାପଡ଼ିଛି। ୨୦୨୦ରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…
ମୋହାଲିର ଲଣ୍ଡନ ବ୍ରିଜ ମେଳାରେ ୫୦ ଫୁଟ ଉଚ୍ଚରୁ ଛିଡିଲା ଦୋଳି, ୧୫ ଆହତ
ମୋହାଲି,୫ ।୯: ପଞ୍ଜାବର ମୋହାଲିରେ ରବିବାର ଏକ ବଡ ଦୁର୍ଘଟଣା ହୋଇଛି । ସହରର ଫେଜ ୮ରେ ଦଶହରା ଗ୍ରାଉଣ୍ଡ ମେଳାରେ ଏକ ଦୋଳି ଖସି ପଡିବାରୁ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଅଧିକାଂଶ…
Archives


