ଜାତୀୟ

ମମତାଙ୍କ ଦାବି: ଡିସେମ୍ବରରେ ସାଂପ୍ରଦାୟିକ ଦଙ୍ଗା କରିବାକୁ କରାଯାଉଛି ଷଡଯନ୍ତ୍ର, ଦୃଷ୍ଟି ରଖିଥାଆନ୍ତୁ

କୋଲକାତା,୧୦ ।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଂପ୍ରଦାୟିକ ଦଙ୍ଗା କରିବାକୁ କରାଯାଉଥିବା ଷଡଯନ୍ତ୍ରକୁ ନେଇ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି । ଏହାସହ ସୀମା ଆରପାରିରୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା କଥା ଉଠାଇଛନ୍ତି । ମମତା ବାନାର୍ଜୀ ଗୁରୁବାର ଅର୍ଥାତ୍ ନଭେମ୍ବର…

କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ ପାଓ୍ବାର

ମୁମ୍ବାଇ,୧୦।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସାମିଲ ହେବେ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ଶରଦ ପାଓ୍ବାର ଏହି ଯାତ୍ରାରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଗୁରୁବାର କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୂଚନା…

ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ

ତାମିଲନାଡୁ,୧୦।୧୧: ତାମିଲନାଡୁର ମଦୁରାଇ ଜିଲାର ଭାଡାକମ୍ପଟ୍ଟୀ ନିକଟରେ ଥିବା ବାଣ କାରଖାନାରେ ଗୁରୁବାର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ବିସ୍ଫୋରଣର…

ଇଡି ଉପରେ ଅଭିଯୋଗ ଆଣିଲେ ଜ୍ୟାକଲିନ

ନୂଆଦିଲ୍ଲୀ,୧୦ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରେଗୁଲାର ଜାମିନ ଆବେଦନ ଉପରେ ଗୁରୁବାର ପଟିଆଲା ହାଉସ କୋର୍ଟରେ ଶୁଣାଣି ଚାଲିଛି । ଏହାକୁ ନେଇ ଜ୍ୟାକଲିନ କୋର୍ଟରେ ପହଞ୍ଚି ସାରିଛନ୍ତି । କୋର୍ଟରେ ଶୁଣାଣି ସମୟରେ…

ହିମାଚଳ ପ୍ରଦେଶରେ ଅମିତ ଶାହା କହିଲେ ମିଥ୍ୟା ପ୍ରତିଶ୍ରୁତି ଦିଏ କଂଗ୍ରେସ, ଏବେ ପ୍ରତିଥର ଫେରିବ ଭାଜପା

ଶିମଲା,୧୦ ।୧୧: ହିମାଚଳ ପ୍ରଧୋ ବିଧାନସଭା ବାଇଁ ଗୁରୁବାର ହେଉଛି ପ୍ରଚାର ପାଇଁ ଶେଷ ଦିନ । ଏହି କ୍ରମରେ ଗୁରୁବାର ସ୍ୱରାଷ୍ଟୟ ମନ୍ତ୍ରୀ ଅମିତ ଶାହା ହିମାଚଳର ସୁଲହରେ ଏକ ଜନସଭାକୁ ସମ୍ବୋଧିତ କରଛନ୍ତି । ଏଥିରେ ସେ କଂଗ୍ରେସକୁ…

ଭଗବାନ କୃଷ୍ଣଙ୍କ ସହ ଝିଅକୁ ବିବାହ କରାଇଲେ ଏହି ବ୍ୟକ୍ତି: କାରଣ ଜାଣିଲେ କରିବେ ବାଃ ବାଃ

ଗ୍ବାଲିଅର,୧୦।୧୧: ନିକଟରେ ମଧ୍ୟପ୍ରଦେଶର ଗ୍ବାଲିଅର୍‌ ସହରରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ଝିଅ ବିବାହ କୌଣସି ସାଧାରଣ ଯୁବକଙ୍କ ସହ ନୁହେଁ ବରଂ ଭଗବାନ କୃଷ୍ଣଙ୍କ ସହ କରାଛନ୍ତି। ଗ୍ବାଲିଅର ଜିଲାର ମୋହାନାର ବାସିନ୍ଦା…

ମୈନପୁରୀରୁ ଲଢ଼ିବେ ଡିମ୍ପଲ…

ଲକ୍ଷ୍ନୌ,୧୦।୧୧ : ସମାଜବାଦୀ ପାର୍ଟି ପକ୍ଷରୁ ମୈନପୁରୀ ଲୋକସଭା ଉପ-ନିର୍ବାଚନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ଏସପି ତାଙ୍କ ନାମ ଘୋଷଣା କରିଛି। ଏସପି ପୃଷ୍ଠପୋଷକ…

ଦିଲ୍ଲୀ ଯାଇ ମୋଦିଙ୍କୁ ଭେଟିବି: ସଞ୍ଜୟ

ନୂଆଦିଲ୍ଲୀ,୧୦।୧୧: ପତ୍ରା ଚଲ ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଚୟ ରାଉତ ତିନି ମାସ ପରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ମୁକୁଳିବାର ଦିନକ ପରେ ସେ ଗଣମାଧ୍ୟମରେ ନିଜ ମତ ରଖିଛନ୍ତି। ସେ ନ୍ୟାୟପାଳିକା ଉପରେ ଆସ୍ଥା ପ୍ରକାଶ…

ଭାଜପାର ୧୬୦ ପ୍ରାର୍ଥୀ ତାଲିକାରେ ୩୮ ନୂଆ ଚେହେରା…

ଅହମଦାବାଦ,୧୦।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବହୁ ବିଚାର ବିମର୍ଷ ପରେ ଭାଜପା ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି ମୋଟ ୧୮୨ ଟି ଆସନ ମଧ୍ୟରୁ ୧୬୦ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ କ୍ରିକେଟର ରବିନ୍ଦ୍ର…

ଚ୍ୟାନେଲ ପାଇଁ କେନ୍ଦ୍ରର ନୂଆ ନିୟମ, ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ୩୦ ମିନିଟ ପ୍ରସାରଣ ଅନିବାର୍ଯ୍ୟ…

ନୂଆଦିଲ୍ଲୀ,୧୦।୧୧ :ଭାରତକୁ ଏକ ପ୍ରମୁଖ ଅପଲିଙ୍କିଂ ହବ ଭାବରେ ପ୍ରୋଜେକ୍ଟ କରିବାକୁ ସରକାର ଟେଲିଭିଜନ ଚ୍ୟାନେଲଗୁଡିକର ଅନୁପାଳନ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି ଏବଂ ମୁଖ୍ୟତଃ ମନୋରଞ୍ଜନ ଚ୍ୟାନେଲଗୁଡିକ ପାଇଁ ୩୦ମିନିଟର ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ଥିବା ପ୍ରସାରଣକୁ ବାଧ୍ୟତାମୂଳକ କରିଛନ୍ତି।…

ହିମାଳୟରେ ଆସିବ ବିନାଶକାରୀ ଭୂକମ୍ପ : ଚେତାବନୀ ଦେଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୧୦।୧୧ : ହିମାଳୟ ଅଞ୍ଚଳରେ ଏକ ବଡ଼ ଧରଣର ବିନାଶକାରୀ ଭୂକମ୍ପ ହେବାର ଆଶଙ୍କା ରହିଛି। ତେବେ ଏହା କେବେ ହେବ ତାହାର ପୂର୍ବାନୁମାନ କରାଯିବା କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଭୟଭୀତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ…

ଥରିଲା ଅରୁଣାଚଳ ପ୍ରଦେଶ

ଇଟାନଗର,୧୦।୧୧: ଗୁରୁବାର ଅରୁଣାଚଳ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ରେ ମାପ କରାଯାଇଥିଲା। ଭୂକମ୍ପ ଯୋଗୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଭୂମି ଥରିଥିଲା। ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ଏପର୍ଯ୍ୟନ୍ତ ଆସିନାହିଁ। ଏହାପୂର୍ବରୁ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?