Posted inଜାତୀୟ

୩ ମାସ ପରେ ଜେଲ୍‌ରୁ ମୁକୁଳିଲେ ସଞ୍ଜୟ

ମୁମ୍ବାଇ,୯।୧୧: ପାତ୍ରା ଚୌଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବୁଧବାର ୩ ମାସ୍‌ ପରେ ଜେଲରୁ ମୁକୁଳିଛନ୍ତି। ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ ୩ ମାସ ପରେ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ଆଜି ଜାମିନ ଦେଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ସଞ୍ଜୟ ବେଶ୍‌ ଖୁସି ଜଣାପଡୁଥିଲେ। ଆର୍ଥର ରୋଡ ଜେଲ୍‌ରେ ବାହାରେ ସଞ୍ଜୟଙ୍କୁ ସ୍ବାଗତ ପାଇଁ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଭିଡ ଜମିଥିଲା।
ପାତ୍ରା ଚାୱାଲ ଦୁର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀଙ୍କୁ ପ୍ରବୀଣ ରାଉତଙ୍କୁ ମଧ୍ୟ କୋର୍ଟରୁ ଜାମିନ ମିଳିଛି। ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଇଡି ୧୦୩୪ କୋଟି ପାତ୍ରା ଚୌଲ ଦୁର୍ନୀତି ଘଟଣାରେ ପ୍ରାୟ ୬ ଘଣ୍ଟା ଜେରା କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ଶିଶୁଙ୍କ ଥଇଥାନ ରିପୋର୍ଟ ଲୋଡିଲେ ସୁପ୍ରିମ୍‌କୋର୍ଟ, ସମସ୍ତ ରାଜ୍ୟକୁ ନୋଟିସ୍‌…

ନୂଆଦିଲ୍ଲୀ,୩୧।୧୦: କରୋନା ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁମାନଙ୍କର ଥଇଥାନ ରିପୋର୍ଟ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଲୋଡା ଯାଇଛି। ସୁପ୍ରିମକୋର୍ଟ ରାଜ୍ୟଗୁଡିକରୁ ସ୍ଥିତି ସମ୍ପର୍କରେ ରିପୋର୍ଟ ସମସ୍ତ...

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ: ଖରାପ ସ୍ଥିତିରେ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୨୪ା୮: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ଗୁରୁବାର ବିସ୍ଫୋରକ ବୟାନ...

ୟେଦୁରପ୍ପାଙ୍କୁ ଆମେ ସହଯୋଗ କରିବୁ: କୁମାରସ୍ବାମୀ

ବେଙ୍ଗାଲୁରୁ,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବହୁମତରେ ବିଜୟୀ ହୋଇ ଶାସନ କରନ୍ତୁ ଯେଦୁରପ୍ପା, ଆମେ ତାଙ୍କୁ ସହଯୋଗ କରିବୁ ବୋଲି...

ଅବନ୍ତିପୋରାରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୬।୪: ଜମ୍ମୁ-କଶ୍ମୀର ଅବନ୍ତିିପୋରାର ତ୍ରାଲରେ ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ପୋଲିସର ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।...

ସିସୋଡିଆ ପଛରେ ଏଏପି ଆଗରେ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ନିର୍ବାଚନ ଫଳାଫଳକୁ ଦେଖି ମହାରାଷ୍ଟ୍ର ଓ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କର୍ମୀମାନେ ବିଜୟ ପର୍ବ ପାଳନ କରିବା ଆରମ୍ଭ କରି ଦେଲେଣି।...

ମୁସଲମାନ୍‌ ଆଇପିଏସ୍‌ ଅଫିସର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କଲେ ପୂଜାର୍ଚ୍ଚନା

ଲଳିତପୁର,୨୫।୮: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ଜଣେ ମୁସଲମାନ୍‌ ଆଇପିଏସ୍‌ ଅଫିସର ସାମ୍ପ୍ରଦାୟିକ ସଦ୍‌ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।...

ହସ୍ପିଟାଲରେ ଓସ୍କାର ଫର୍ନାଣ୍ଡିଜ୍‌

ବେଙ୍ଗାଲୁରୁ, ୧୧ା୬: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ନାଣ୍ଡିଜ୍‌ ବୁଧବାର ମାଙ୍ଗାଲୋର୍‌ର କୋଡିଆଲ୍‌ବେଲସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ...

ବିନା ଡିଶ୍‌ରେ ଦେଖିହେବ ୨୦୦ ଚ୍ୟାନେଲ୍‌, ଦେବାକୁ ପଡିବନି ଗୋଟିଏ ବି ଟଙ୍କା

ନୂଆଦିଲ୍ଲୀ,୧୪।୨: ଟେଲିଭିଜନ ସମ୍ବନ୍ଧରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ଏଣିକି ଲୋକମାନେ ସେଟ-ଟପ ବକ୍ସ କିମ୍ବା ଫ୍ରି ଡିଶ୍‌ରେ...

Advertisement
Archives

Model This Week