ଜାତୀୟ

ବିମାନବନ୍ଦରରେ ବୋମା ଆତଙ୍କ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦରରେ ବୋମା ଆତଙ୍କ। ଏହି ବୋମା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଳମ୍ବିତ ରାତିରେ ମସ୍କୋରୁ ଦିଲ୍ଲୀକୁ ଆସୁଥିବା ବିମାନରେ ବୋମା ମାଡ଼ ହେବାର ଖବର ଆସିଥିଲା।…

କଣ୍ଟାକ୍ଟ ଲେନ୍ସ ବିକ୍ରି ପାଇଁ ଦରକାର ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୪ ।୧୦: ଏବେ ଆଉ କଣ୍ଟାକ୍ଟ ଲେନ୍ସ ସବୁ ଚଷମା ଦୋକାନରେ ଦେଖିବାକୁ ମିଳିବ ନାହିଁ । କେନ୍ଦ୍ର ସରକର କଣ୍ଟାକ୍ଟ ଲେନ୍ସ ବିକ୍ରେତାଙ୍କୁ ଲାଇସେନ୍ସ ପ୍ରକ୍ରିୟା ଅଧିନରେ ନେଇ ଆସିଛନ୍ତି । ଏହାପରେ ବିନା ଲାଇସେନ୍ସରେ କଣ୍ଟାକ୍ଟ ଲେନ୍ସ ବିକ୍ରି…

ଦୋଷୀଙ୍କ ମୁକ୍ତି ସପକ୍ଷରେ ଷ୍ଟାଲିନ୍‌

ଚେନ୍ନାଇ, ୧୪ା୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଦଣ୍ଡାଦେଶ ଭୋଗୁଥିବା ୨ ଜଣ ବନ୍ଦୀଙ୍କ ପିଟିଶନକୁ ତାମିଲନାଡ଼ୁର ଡିଏମ୍‌କେ ସରକାର ସମର୍ଥନ କରିଛନ୍ତି। ଦୋଷୀ ଏସ୍‌. ନଳିନୀ ଏବଂ ଆର୍‌. ପି. ରାମଚନ୍ଦ୍ରନ୍‌ଙ୍କ…

ଝୁଲିଲା ଭାରତ, ବ୍ରିଟେନ ଏଫ୍‌ଟିଏ

ନୂଆଦିଲ୍ଲୀ/ଲଣ୍ଡନ,୧୪ା୧୦:ବ୍ରିଟେନରେ ବସବାସ କରୁଥିବା ଉଚ୍ଚ ଦକ୍ଷତାସମ୍ପନ୍ନ ପ୍ରବାସୀଙ୍କ ମଧ୍ୟରେ ଭାରତୀୟମାନେ ଲଗାତର ସର୍ବାଗ୍ରେ ରହିଆସିଛନ୍ତି। ସଦ୍ୟ ତଥ୍ୟାନୁସାରେ ଚଳିତବର୍ଷ ପ୍ରାୟ ୧,୧୮,୦୦୦ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନର ଷ୍ଟୁଡେଣ୍ଟ ଭିଜା ପାଇଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ୮୯% ଅଧିକ। ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ…

ଶିକ୍ଷକଙ୍କ ମାଡ଼ରେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୪।୧୦ (ଆଇଏଏନ୍‌ଏସ୍‌):ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ଜଣେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବେଡ୍‌ ନ ମିଳିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାରେ ବିଳମ୍ବ ହୋଇଥିଲା। ଫଳରେ ତାଙ୍କର…

ହିଜାବ ମାମଲାରେ ବିଭାଜିତ ରାୟ

ନୂଆଦିଲ୍ଲୀ,୧୪।୧୦(ପି.ଟି.):କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ନିଷେଧ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଫଳରେ ଏକ ବୃହତ୍ତର ପୀଠରେ ମାମଲାର ବିଚାର ଲାଗି ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପାଖକୁ ପଠାଯାଇଛି। ବୃହତ୍ତର ପୀଠରେ ବିଚାର ଶେଷ ନ ହେବା…

ଆଶ୍ଚର୍ଯ୍ୟଜନକ ମତଦାତା ସୂଚୀ, ୧୦୦ ଭୋଟର ଆଇଡିରେ ଜଣେ ମହିଳାଙ୍କ ଫଟୋ, ସାତ ବର୍ଷ ହେଲା ଠିକ କରିବାକୁ ଚାଲିଛି ପ୍ରୟାସ

ଅମ୍ବାଲା,୧୪ ।୧୦: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅମ୍ବାଲାର ଢକୌଲା ଗାଁରେ ୱାର୍ଡ ନମ୍ବର ୬ର ମତଦାତା ସୂଚୀରେ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଏଠାରେ ଚରଣଜିତ କୌର ନାମକ ଜଣେ ୭୫ ବର୍ଷୀୟା ମହିଳାଙ୍କର ଫଟୋ ୧୦୦ ଭୋଟର ଆଇଡିରେ…

ପରୀକ୍ଷାରେ ଫେଲ୍‌ ହେବାରୁ ଶିକ୍ଷକଙ୍କ ମାଡ଼ରେ ଚାଲିଗଲା ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ,୧୩।୧୦: ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଜଣେ ୧୨ ବର୍ଷ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ହସ୍ପିଟାଲରେ ବେଡ୍‌ ନ ମିଳିବାରୁ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଫଳରେ ନାବାଳକଙ୍କ ମୃତ୍ୟୁ…

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ୬ ଘଣ୍ଟା ଜେରା କଲା ଇଡି

ନୂଆଦିଲ୍ଲୀ,୧୩।୧୦: ନାଗାଲାଣ୍ଡର ରାଜଧାନୀ କୋହିମାରେ ହାଇକୋର୍ଟ ବିଲ୍ଡିଂ ନିର୍ମାଣ ଲାଗି ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ବିଲ୍ଡିଂ ନିର୍ମାଣ ହୋଇପାରି ନାହିଁ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ନିଫିଉ ରିଓଙ୍କୁ ଗୁରୁବାର ୬ ଘଣ୍ଟା ଜେରା…

ପୋଲିସ ଗୁଳିରେ ଭାଜପା ନେତାଙ୍କ ସ୍ତ୍ରୀ ମୃତ

ମୋରାଦାବାଦ/ଡେରାଡୁନ୍‌,୧୩।୧୦: ଉତ୍ତରପ୍ରଦେଶ ପୋଲିସ ଟିମ୍‌ ଏବଂ ଉତ୍ତରାଖଣ୍ଡ ସୀମାନ୍ତ ଗ୍ରାମର ଅଧିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ସ୍ଥାନୀୟ ଭାଜପା ନେତାଙ୍କ ସ୍ତ୍ରୀ ପ୍ରାଣ ହରାଇବା ସହ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣ ପୋଲିସ କର୍ମଚାରୀ। ସେମାନଙ୍କ…

ଉଦ୍ଧବ ଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ତି: ଉପନିର୍ବାଚନରେ ଦେଇପାରିବେ ପ୍ରାର୍ଥୀ

ମୁମ୍ବାଇ,୧୩।୧୦: ମୁମ୍ବାଇ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ଶିବସେନାର ଉଦ୍ଧବ ଗୋଷ୍ଠୀ ପ୍ରାର୍ଥୀ ଋତୁଜା ଲାଟ୍‌କେଙ୍କୁ ଅଦାଲତ ଅନୁମତି ଦେଇଛନ୍ତି। ପୌର ନିଗମରୁ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନେବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଉଦ୍ଧବ ଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।…

ସାମ୍ବାଦିକଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ,୧୩।୧୦: ମନିଲଣ୍ଡରିଂ ମାମଲାରେ ସାମ୍ବାଦିକ ରାଣା ଆୟୁବଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗାଜିଆବାଦର ଏକ ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଛି। ‘କେଟ୍ଟୋ’ ଅନ୍‌ଲାଇନ କ୍ରାଉଡ୍‌ ଫଣ୍ଡିଂ ପ୍ଲାଟ୍‌ଫର୍ମ ଜରିଆରେ ସେ ଏକ ଚ୍ୟାରିଟି ନାମରେ ଲୋକଙ୍କଠାରୁ ବେଆଇନ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri