ଜାତୀୟ

ସିଦ୍ଧରମୈୟା-ଭାଜପା ଏମ୍‌ପି ମୁହାଁମୁହିଁ, ଧାର୍ମିକ ନିର୍ମାଣ ଭାଙ୍ଗିବାକୁ କହିବା ନେଇ ବିବାଦ…

ବେଙ୍ଗାଲୁରୁ,୧୬।୧୧ : କର୍ନାଟକ ଭାଜପା ଏମ୍‌ପି ପ୍ରତାପ ସିହ୍ମା ଏକ ଧାର୍ମିକ ନିର୍ମାଣକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏହାକୁ ସୋସିଆଲ ମିଡିଆରେ ଦେଖିଛି। ବସ ଷ୍ଟାଣ୍ଡରେ ତିନୋଟି ଗମ୍ବୁଜ ଅଛି। ସେଥିମଧ୍ୟରେ ଗୋଟିଏ ବଡ଼…

ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ତାଙ୍କର ଦାୟିତ୍ୱ ନେବା ଆବଶ୍ୟକ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧୧ : ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ତାଙ୍କର ଦାୟିତ୍ୱ ନେବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ଏନେଇ ବମ୍ବେ ହାଇକୋର୍ଟଙ୍କର ନାଗପୁର ବେଞ୍ଚ୍‌ ପକ୍ଷରୁ ବୁଲା କୁକୁରଙ୍କୁ ଖାଇବାକୁ ନେଇ ଜାରି ହୋଇଥିବା…

ଭାରତ-ଆମେରିକା ସମରାଭ୍ୟାସ ଆରମ୍ଭ, ଚାଇନାର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୧୧ : ଲଦାଖରେ ଚାଇନାର ଅନୁପ୍ରବେଶ ଏବଂ ବିସ୍ତାରବାଦୀ ଯୋଜନାକୁ ଚେତାବନୀ ଦେବା ପାଇଁ ଭାରତୀୟ ଏବଂ ଆମେରିକୀୟ ସୈନ୍ୟମାନେ ଉତ୍ତରାଖଣ୍ଡର ଔଲି ଏବଂ ବଙ୍ଗୋପସାଗରରେ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ନଭେମ୍ବର ୧୫ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଭାରତ ଏବଂ…

ଭାଜପା ଏଏପି ପ୍ରାର୍ଥୀଙ୍କୁ କରିଛି ଅପହରଣ: ସିସୋଡିଆ…

ନୂଆଦିଲ୍ଲୀ,୧୬।୧୧ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମନୀଷ ସିସୋଡିଆ ବୁଧବାର କହିଛନ୍ତି ଯେ ଗୁଜରାଟରେ ନିର୍ବାଚନରେ ଭାଜପା ହାରିବାକୁ ଯାଉଛି। ଭାଜପା ଆମ ଆଦମୀ ପାର୍ଟିର ସୁରଟ ପୂର୍ବ…

ଶ୍ରଦ୍ଧାଙ୍କ ହତ୍ୟାକାରୀଙ୍କୁ ସର୍ବସମ୍ମୁଖରେ ଦିଆଯାଉ ଫାଶୀ, କହିଲେ ସଞ୍ଜୟ ରାଉତ…

ମୁମ୍ବାଇ,୧୬।୧୧ : ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲା ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି। ବିରୋଧୀ ତଥା ଶାସକ ଦଳର ବହୁ ନେତା ଏନେଇ କଠୋର ଦଣ୍ଡ ଦାବି କରୁଛନ୍ତି। ଏହି…

ଗୋଡ଼ ତଳେ ପଡ଼ି ମାଗିବି କି

କୋଲକାତା,୧୬ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ଭାଜପା ସରକାର ପଶ୍ଚିମବଙ୍ଗକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦ ବକେୟା ଅର୍ଥ ଦେଉନାହାନ୍ତି। କେବଳ ଏତିକି ନୁହେଁ, ରାଜ୍ୟକୁ ଅନେକ କେନ୍ଦ୍ରୀୟ ଯୋଜନାର ପାଣ୍ଠି ମିଳୁନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଅବୁ ଆଜମିଙ୍କ ସହଯୋଗୀଙ୍କ ଘର ସମେତ ୩୦ ସ୍ଥାନରେ ଆଇଟି ଚଢ଼ାଉ

ମୁମ୍ବାଇ,୧୬ା୧୧: ବେନାମୀ ସମ୍ପତ୍ତି ଏବଂ କଳାଧନ ମାମଲାରେ ଆୟକର ବିଭାଗ ମଙ୍ଗଳବାର ସମାଜବାଦୀ ପାର୍ଟି ନେତା ଅବୁ ଆଜମିଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। ଅବୁଙ୍କ ସହଯୋଗୀ ସ୍ବର୍ଗତ ଗଣେଶ ଗୁପ୍ତାଙ୍କ ସ୍ତ୍ରୀ ଆଭା ଗୁପ୍ତାଙ୍କ ଘର ସମେତ ମୁମ୍ବାଇ, ବାରାଣସୀ,…

୭,୫୧୬ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳର ଏକକାଳୀନ ହେବ ସୁରକ୍ଷା ପରିଚାଳନା…

ନୂଆଦିଲ୍ଲୀ,୧୬।୧୧ : ଦୁଇ ଦିନିଆ ଉପକୂଳ ପ୍ରତିରକ୍ଷା ସମରାଭ୍ୟାସ ସାଗର ଭିଜିଲ ଏବଂ ଟ୍ରୋପେକ୍ସ (ଥିଏଟର ସ୍ତରର ପ୍ରସ୍ତୁତି ଅପରେଶନ ଅଭ୍ୟାସ) ଭାରତୀୟ ନୈସେନାର ନେତୃତ୍ୱରେ ଆରମ୍ଭ ହୋଇଛି। ୭,୫୧୬ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳର ଏକକାଳୀନ ସୁରକ୍ଷା ପରିଚାଳନା ହେବ। ଏହା…

ଦୈନିକ ସଂକ୍ରମଣ ୫୦୧…

ନୂଆଦିଲ୍ଲୀ, ୧୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

୫୧ ଏମ୍‌ପି-୭୧ ଏମଏଲଏ-ଏମଏଲସିଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା…

ନୂଆଦିଲ୍ଲୀ,୧୫।୧୧ : ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୫୧ ପୂର୍ବତନ ତଥା ସିଟିଂ ଏମ୍‌ପି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ମନି ଲଣ୍ଡରିଂ ଆକ୍ଟ ମାମଲାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥିମଧ୍ୟରୁ କେତେଜଣ ସିଟିଂ ତଥା ପୂର୍ବତନ…

ମନ୍ତ୍ରୀଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଲଗାଯାଇ ପାରିବ କି ପ୍ରତିବନ୍ଧ, ରାୟ ସଂରକ୍ଷିତ…

ନୂଆଦିଲ୍ଲୀ,୧୫।୧୧ : ସାର୍ବଜନୀନ କାର୍ଯ୍ୟକର୍ତ୍ତାଙ୍କ ଅଭିବ୍ୟକ୍ତିର ସ୍ବାଧୀନତାକୁ ରୋକାଯାଇପାରିବ କି ନାହିଁ ଏହି ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ଅବଦୁଲ ନାଜିର,ବିଆର ଗଭାଇ, ଏସ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ ଏବଂ ବି.ଭି ନାଗରାତ୍ନାଙ୍କ ନେତୃତ୍ୱରେ ଗଠିତ…

ଡବଲ୍‌ ଇଞ୍ଜିନ କୋଇଲାର ଥିଲା, କଳଙ୍କି ଲାଗି ଗଲାଣି; ଆମର ବିଦ୍ୟୁତଯୁକ୍ତ ନୂଆ ଇଞ୍ଜିନ: କେଜ୍‌ରିଓ୍ବାଲ

ଅହମ୍ମଦାବାଦ,୧୫।୧୧: ଆଗାମୀ ଗୁଜରାଟ ଉପନିର୍ବାଚନରେ ବାଜିମାତ କରିବା ଲାଗି ଅଣ୍ଟା ଭିଡିଛି ଆମ୍‌ ଆଦମୀ ପାର୍ଟୀ(ଏଏପି)। ଅନେକ ପ୍ରସଙ୍ଗ ଉଠାଇ ଦଳ ଶାସକ ଭାଜପାକୁ ଟାର୍ଗେଟ କରୁଛି। ଏହି କ୍ରମରେ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଏଏପି ମୁଖ୍ୟ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?