ତଦନ୍ତ ବାଟବଣା ନ ହେଉ
ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଅର୍ଚ୍ଚନା ନାଗ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ମଙ୍ଗଳବାର ଆନ୍ଦୋଳନର ସ୍ବରକୁ ଯୁବକଂଗ୍ରେସ ଅଧିକ ତେଜିଛି। ଅର୍ଚ୍ଚନାଙ୍କ ସମ୍ପର୍କରେ ରହିଥିବା ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ସମେତ ପ୍ରଭାବଶାଳୀ ଅଧିକାରୀଙ୍କ ପର୍ଦ୍ଦାଫାଶ ହେବା ଦରକାର। ଏହାସହ ଅର୍ଚ୍ଚନାଙ୍କୁ…
ମଦ ପାଇଁ ପୋଲିସକୁ ଟଙ୍କା ମାଗି ଜେଲ
ହାଇଦ୍ରାବାଦ୍, ୧୯ା୧୦: ହାଇଦ୍ରାବାଦ୍ ବେଗୁମପେଟର ଆନ୍ନା ନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନବୀନ ନାମକ ଜଣେ ଯୁବକ ପୋଲିସ ହେଲ୍ପଲାଇନ୍ ନମ୍ବର ୧୦୦କୁ ଫୋନ୍ କରି ମଦ ପାଇଁ ଟଙ୍କା ମାଗିଥିଲେ। ଯଦି ତାଙ୍କୁ ମଦ କିଣିବା ଲାଗି…
ଦୈନିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍…
ନୂଆଦିଲ୍ଲୀ, ୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ୍ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି ସବ୍…
ହିମାଚଳ ପ୍ରଦେଶ ନିର୍ବାଚନ ଲାଗି ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ଜାରି, ଏହି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର
ଧର୍ମଶାଳା,୧୯ ।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପ୍ରାର୍ଥି ତାଲିକା ଜାରି କରିଛି । ଭାଜପା ପକ୍ଷରୁ ଏହି ପ୍ରାର୍ଥି ତାଲିକାରେ ୬୨ ଜଣଙ୍କ ନାମ ରହିଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର…
ଶୋପିଆନରେ ସର୍ଚ୍ଚ ଅପରେଶନ ସମୟରେ ଆକ୍ରମଣ କଲେ ଆତଙ୍କବାଦୀ, ଅଣ କଶ୍ମୀର ଶ୍ରମିକଙ୍କୁ ହତ୍ୟା କରିଥିବା ଇମରାନ ଗନି ନିହତ
ଶ୍ରୀନଗର,୧୯ ।୧୦: ଜମ୍ମୁ-କଶ୍ମୀର ଶୋପିଆନରେ ସୋମବାର ୨ ଜଣ ଅଣ କଶ୍ମୀର ଶ୍ରମିକଙ୍କୁ ଗ୍ରେନେଡ ପକାଇ ହତ୍ୟା କରାଯାଇଥିଲା । ଏହି ହତ୍ୟା କରିଥିବା ଆତଙ୍କବାଦୀ ଇମରାନ ବଶିର ଗନି ସର୍ଚ୍ଚ ଅପରେଶନ ସମୟରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ଜଣାପଡିଛି…
୧୨ ବର୍ଷର ବାଳକ ଉପରେ ଲାଗିଲା ୨.୯ ଲକ୍ଷ ଟଙ୍କାର ଜରିମାନା
ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶରେ ଜଣେ ୧୨ ବର୍ଷର ବାଳକ ଉପରେ ରାମନବମୀରେ ଖରଗୋନରେ ହୋଇଥିବା ହିଂସା ସମୟରେ ଭଙ୍ଗାରୁଜା ଓ ସମ୍ପତ୍ତି ନଷ୍ଟ ଅଭିଯୋଗ ଆସିଛି । ଏହି କ୍ଷୟକ୍ଷତି ପାଇଁ ଉକ୍ତ ବାଳକଙ୍କୁ ୨.୯ ଲକ୍ଷ ଟଙ୍କାର କ୍ଷତି…
ପୁରସ୍କାର ପାଇଁ ନ୍ୟୁୟର୍କ ଯିବାକୁ ଦିଆଯାଇ ନ ଥିଲା
ନୂଆଦିଲ୍ଲୀ,୧୯ା୧୦: ପୁଲିଜର ପୁରସ୍କାର ବିଜେତା କଶ୍ମୀରୀ ଫଟୋଗ୍ରାଫର ସାନ୍ନା ଇର୍ସାଦ ମାଟ୍ଟୁଙ୍କୁ ଚଳିତ ବର୍ଷ ଦିଲ୍ଲୀ ବିମାନବନ୍ଦରରୁ ଦୁଇଥର ବିଦେଶ ଯିବାକୁ ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କର ବୈଧ ଆମେରିକା ଭିଜା ଏବଂ ଟିକେଟ ଥିବା ସତ୍ତ୍ୱେ…
ନିଜକୁ ବୟସ୍କ ଭାବୁଛନ୍ତି ଯୁବବର୍ଗ
ନୂଆଦିଲ୍ଲୀ, ୧୯ା୧୦: ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଥକ୍କାପଣ ବା କ୍ଲାନ୍ତି, ଶକ୍ତିହୀନତା ଆଦି ପାଇଁ ଭାରତରେ ୨୬ରୁ ୪୦ ବର୍ଷ ବୟସ ବର୍ଗ (ମିଲେନିଆଲ୍ସ)ର ୪୬% ନିଜକୁ ଅପେକ୍ଷାକୃତ ବୟସ୍କ ବିବେଚନା କରୁଛନ୍ତି। ସେହିପରି ୧୮ରୁ ୨୫ ବର୍ଷ ବୟସ…
ଆତଙ୍କବାଦ ବିରୋଧରେ ଏକଜୁଟ ହେଉ ବିଶ୍ୱ
ନୂଆଦିଲ୍ଲୀ, ୧୯ା୧୦: ୨୫ ବର୍ଷ ପରେ ଇଣ୍ଟରପୋଲ ସାଧାରଣ ସଭାର ୯୦ତମ ଅଧିବେଶନ ମଙ୍ଗଳବାର ଜାତୀୟ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହୋଇଛି। ୪ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୧୯୫ ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି।…
ସ୍ତ୍ରୀ ଓ ବାପଘରର ୪ ଜଣଙ୍କୁ ଜାଳିଦେଲେ ସ୍ବାମୀ
ଚଣ୍ଡିଗଡ଼,୧୯ା୧୦: ସ୍ତ୍ରୀ ବାପଘରୁ ଫେରିବାକୁ ମନା କରିଦେବାରୁ ଉତ୍କ୍ଷିପ୍ତ ସ୍ବାମୀ ବର୍ବର କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ସମେତ ତାଙ୍କ ବାପଘରର ୪ ସଦସ୍ୟଙ୍କୁ ଜାଳିଦେଇଛନ୍ତି। ପରମଜିତ କୌର ତାଙ୍କ ପୂର୍ବ ସ୍ବାମୀଙ୍କ ଦୁଇ ସନ୍ତାନଙ୍କୁ ନେଇ ପଞ୍ଜାବର ଜଳନ୍ଧରସ୍ଥିତ ବାପଘରେ…
ଦିପାବଳୀର ଭିନ୍ନ ଉପହାର: ୧୦ ଗ୍ରାମ ସୁନା, ମୋବାଇଲ, ମିକ୍ସର… ରୋଗୀ ଆଣ ଉପହାର ନିଅ
ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶର ଆଗର ମାଲୱା ଜିଲାରେ ଚିକିତ୍ସା ବିଭାଗ ଏକ ଭିନ୍ନ ଉପହାର ଘୋଷଣା କରିଛି । ଟିବି ରୋଗୀଙ୍କୁ ହସ୍ପିଟାଲ ଆଣୁଥିବା ବ୍ୟକ୍ତିଙ୍କୁ ୫୦୦ରୁ ୫୦ ହଜାର ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ସଂମ୍ପୃକ୍ତ…
ବଳାତ୍କାରୀଙ୍କୁ ମୁକ୍ତ କରାଯିବା ଯଥାର୍ଥ: କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୯ା୧୦: ବିଲ୍କିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ୧୧ ଜଣ ଅନେକ ବର୍ଷ ସଜା କାଟିସାରିଛନ୍ତି। ସେମାନଙ୍କୁ ଜେଲରୁ ମୁକ୍ତ କରାଯିବାର ବ୍ୟବସ୍ଥା ରହିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ…
Archives


