ଜାତୀୟ

ଲଦାଖର ଜାମିଆ ମସଜିଦ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୬।୧୧: ଲଦାଖର ଡ୍ରାସସ୍ଥିତ ଜାମିଆ ମସଜିଦ୍‌ରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇବା ପରେ ସେନା ଏବଂ ପୋଲିସ କର୍ମଚାରୀମାନେ ମିଶି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ନିଆଁରେ ମସଜିଦ୍‌ର ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସାମ୍ନାକୁ ଆସିଥିବା…

ଥରିଲା ହିମାଚଳ ପ୍ରଦେଶ

କୁଲୁ,୧୬।୧୧: ହିମାଚଳ ପ୍ରଦେଶର କୁଲୁରେ ବୁଧବାର ରାତିରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରହିଥିବା ଜଣାପଡ଼ିଛି। ଭୂକମ୍ପକୁ ନେଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏଯାବତ ଭୂକମ୍ପରେ କୌଣସି ଧନଜୀବନ ହାନିର…

ଟିଏମ୍‌ସି ଏମ୍‌ପିଙ୍କ ଗାଡି ଧକ୍କାରେ ଶିଶୁ ମୃତ

କୋଲକତା,୧୬।୧୧: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏମ୍‌ପିଙ୍କ କାର ଧକ୍କାରେ ଜଣେ ଚାରି ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି କାରଟି ତୃଣମୂଳ କଂଗ୍ରେସ ଏମ୍‌ପି ଅବୁ ତାହେର ଖାନଙ୍କର ବୋଲି ଜଣାପଡିଛି। ସେ ମୁର୍ସିଦାବାଦର ଏମ୍‌ପି ଅଛନ୍ତି। ଦୁର୍ଘଟଣା ପରେ ସେ ତୁରନ୍ତ…

ଖାଲକୁ ଖସିଲା କାର୍‌: ଚାଲିଗଲା ୮ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀର କିଶ୍ୱତ୍‌ଓ୍ବାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଗଭୀର ଖସିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। କିଶ୍ୱତ୍‌ଓ୍ବାର ଡେପୁଟି କମିଶନର ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ସାମିଲ ଅଛନ୍ତି।…

‘ଦିନକ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି’

ପ୍ରୟାଗରାଜ,୧୬।୧୧: ଦିନକ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଜଣେ ବୃଦ୍ଧ। ଏପରି ଦାବି ସହ ସେ ପ୍ରୟାଗରାଜ ପୋଲିସ ଷ୍ଟେଶନ ବାହାରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି। ରାଜ୍ୟରେ ଅନେକ ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଯଦି ସେ…

ରାଜସ୍ଥାନ ପ୍ରଭାରୀ ପଦ ଛାଡିଲେ ଅଜୟ ମାକେନ

ଜୟପୁର,୧୬।୧୧: ରାଜସ୍ଥାନରେ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ମଧ୍ୟରେ କଂଗ୍ରେସ ନେତା ଅଜୟ ମାକେନ ରାଜ୍ୟ ପ୍ରଭାରୀ ପଦରୁ ଇସ୍ତାଫା ଦେଇଛନ୍ତି। ମାକେନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖି ରାଜସ୍ଥାନର ପ୍ରଭାରୀ…

ପଦାରେ ପଡିଲା ଆମ ଆଦମୀ ପାର୍ଟିର ମିଥ୍ୟା ଅଭିଯୋଗ

ଅହମ୍ମଦାବାଦ,୧୬।୧୧: ଗୁଜରାଟ ବିଧାନସଭା ନିର୍ବାଚନ ରୋଚକ ହେବାରେ ଲାଗିଛି। ଆମ ଆଦମୀ ପାର୍ଟି(ଏଏପି)ର ସୁରଟ (ପୂର୍ବ) ପ୍ରାର୍ଥୀ କାଞ୍ଚନ ଜରିୱାଲା ବୁଧବାର ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। କୌଣସି ଚାପରେ ନୁହେଁ ବରଂ ସ୍ବେଚ୍ଛାକୃତ ଭାବେ ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଛନ୍ତି।…

କେନ୍ଦ୍ର ସରକାରଙ୍କୁ ମାନଙ୍କ ନିବେଦନ: ଶହୀଦ ଭଗତ ସିଂଙ୍କୁ ଦିଆଯାଉ ଭାରତ ରତ୍ନ

ଚଣ୍ଡିଗଡ,୧୬।୧୧: ଶହୀଦ ଭଗତ ସିଂ ଏବଂ କରତାର ସିଂ ସରଭାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବୁଧବାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଲୁଧିଆନା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସରଭା ଗ୍ରାମରେ…

ଭାଜପାରେ ସାମିଲ ହେବା ପୂର୍ବରୁ ପୂର୍ବତନ ଜେଡିଏସ ନେତାଙ୍କୁ ନିର୍ମମ ହତ୍ୟା

ବେଙ୍ଗାଲୁରୁ,୧୬।୧୧: କର୍ନାଟକରେ ପୂର୍ବତନ ଜେଡିଏସ ନେତା ମଲ୍ଲିକାର୍ଜୁନ ମୁଥିଆଲଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ମୁଥିଆଲ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥିରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ମଧ୍ୟ ଯୋଗ ଦେଇଥିଲେ। ମୁଥିଆଲ କର୍ନାଟକର କାଲାବୁରାଗି…

ଏଣିକି ବିମାନ ଯାତ୍ରାବେଳେ ଆବଶ୍ୟକ ପଡିବନି ମାସ୍କ

ନୂଆଦିଲ୍ଲୀ,୧୬।୧୧: ବିମାନ ଯାତ୍ରା ସମୟରେ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯାତ୍ରୀମାନେ ଏହାକୁ ପ୍ରାଥମିକତା ଭାବରେ ବ୍ୟବହାର କରିବା ଉଚିତ୍‌। ବୁଧବାର ସରକାର ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଙ୍କଟ ବେଳେ ବିମାନ ଯାତ୍ରା ସମୟରେ ମାସ୍କଗୁଡିକ…

‘ତୁମେମାନେ ମୋ ସହ ଅଛ, ମୁଁ ଜଣ ଜଣଙ୍କୁ ଦେଖିନେବି’

ରାଞ୍ଚି,୧୬।୧୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଏକ କାର୍ଯ୍ୟକ୍ରମରେ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଝାଡଖଣ୍ଡ ଲୋକମାନଙ୍କୁ ସମ୍ବୋଧିତ କରି ସୋରେନ କହିଛନ୍ତି, ସେମାନେ ଆମକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ମୁଁ ଜାଣେ ଯଦି ମୁଁ ୫ ବର୍ଷ ରହିବି,…

ସନ୍ନି ଲିଓନ, ସ୍ବାମୀ ଡାନିଏଲ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୬ା୧୧: ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତିଙ୍କୁ କେରଳ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର କେରଳ ହାଇକୋର୍ଟ ସନ୍ନି ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ରୋକୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?