ଜାତୀୟ

ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୨୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣଙ୍କ ସହ ବିଶ୍ୱର ଅନେକ ପ୍ରସଙ୍ଗକୁ ନେଇ କାମ କରବାକୁ ଉତ୍ସାହିତ…

ଦୀପାବଳି ପରେ ବଢିଲା ଦିଲ୍ଲୀ-ଏନସିଆରର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୫ ।୧୦: ଦୀପାବଳି ଉତ୍ସବ ପାଳନ ପରେ ଦିଲ୍ଲୀ ସମେତ ଅନେକ ସହରର ବାୟୁ ବିଷାକ୍ତ ହୋଇଯାଇଛି । ବାଣ ଫୁଟିବା ଫଳରେ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ହୋଇଯାଇଛି । ଏହାର ପ୍ରଭାବରେ ଆଗାମୀ ଦିନରେ ରାଜଧାନୀର ବାୟୁ ଆହୁରି…

‘ସିତ୍ରାଙ୍ଗ’ର ତାଣ୍ଡବ ବାଂଲାଦେଶରେ ୭ ମୃତ, ମେଘାଳୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୧୦: ବଙ୍ଗୋପସାଗରେ ସୃଷ୍ଟ ଘୁର୍ଣ୍ଣିବଳୟ ‘ସିତ୍ରାଙ୍ଗ’ର ପ୍ରଭାବ ପଶ୍ଚିମବଙ୍ଗରେ ଧୀରେ ଧୀରେ ଦେଖିବାକୁ ମିଳିଛି । କୋଲକାତା ସମେତ କିଛି ଜିଲାରେ ମେଘୁଆ ପାଗ ରହିଥିବା ବେଳେ ପୂର୍ବ ମେଦିନାପୁରର କିଛି ସ୍ଥାନରେ ହାଲକା ବର୍ଷା ବି ହୋଇଛି ।…

ଏସିଆର ୧୦ଟି ପ୍ରଦୂଷିତ ସହର ତାଲିକାରୁ ବାଦ୍‌ ପଡ଼ିଲା ଦିଲ୍ଲୀ: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୨୪।୧୦: ଦୀପାବଳି ଦିନ ଦିଲ୍ଲୀରେ ଅତ୍ୟଧିକ ଖରାପ ବାୟୁ ସତ୍ତ୍ୱେ ଏସିଆର ପ୍ରଦୂଷିତ ୧୦ଟି ସହର ତାଲିକାରେ ରାଜଧାନୀବାଦ୍‌ ପଡ଼ିଛି। କୁହାଯାଉଛି, ଦୀପାବଳି ରାତିରେ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇପାରେ। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି କରି…

ବିରିୟାନୀ ଖାଇଲେ କମୁଛି ପୁରୁଷଙ୍କ ପ୍ରଜନନ କ୍ଷମତା: ଦୋକାନ ବନ୍ଦ କରାଇଲେ ଟିଏମ୍‌ସି ନେତା

କୋଲକାତା,୨୪।୧୦: ବିରିୟାନୀ ପାଇଁ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। କିଛି ଏଭଳି ଯୁକ୍ତି ବାଢ଼ିଛନ୍ତି ଜଣେ ନେତା। କେବଳ ସେତିକି ନୁହେଁ ନେତା ଜଣକ ଜୋର ଜବରଦସ୍ତ ବିରିୟାନୀ ଦୋକାନ ମଧ୍ୟ ବନ୍ଦ କରିଦେଇଛନ୍ତି। କିଛି ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗରେ।…

ସିତ୍ରାଙ୍ଗ ପ୍ରଭାବ: ଭୁଶୁଡିଲା ମା’ଙ୍କ ତୋରଣ

କୋଲକାତା,୨୪।୧୦: ପଶ୍ଚିମବଙ୍ଗର କୋଚ ବେହାରଠାରେ କାଳୀ ପୂଜା ପାଇଁ ସ୍ଥାପିତ ହୋଇଥିବା ପୂଜା ତୋରଣ ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ସୋମବାର ସକାଳୁ କୋଚ ବେହାରରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି। ଏହାପରେ…

ଦୀପାବଳିରେ ଯବାନଙ୍କ ସହ ବନ୍ଦେ ମାତରମ୍‌ ଗୀତରେ ଝୁମିଲେ ମୋଦି

କାର୍ଗିିଲ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାରତୀୟ ଯବାନମାନଙ୍କ ସହ କାର୍ଗିିଲରେ ଦୀପାବଳି ପାଳନ କରିଛନ୍ତି। ସେନାଙ୍କୁ ମିଠା ଖୁଆଇବା ସହ ସେନାଙ୍କ ମଝିରେ ସହ ଠିଆ ହୋଇ ବନ୍ଦେ ମାତରମ୍‌ ଗୀତରେ ଝୁମିଥିଲେ। ଗତ ଆଠ ବର୍ଷ ଧରି କାର୍ଗିଲରେ…

ଦୀପାବଳିରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ

ଶ୍ରୀନଗର,୨୪।୧୦: ସାରା ଦେଶରେ ଦୀପାବଳୀ ପର୍ବ ବହୁ ହସ ଉଲ୍ଲାସରେ ପାଳନ କରାଯାଉଛି। ଗତ ୨ବର୍ଷ ହେଲା କରୋନା ଯୋଗୁ କୌଣସି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇନାହିଁ। କରୋନା ବିପଦ କମି ନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ…

ପ୍ରାକ୍ଟିକାଲ ଉତ୍ତର ଖାତାରେ ଭୋଜ୍‌ପୁରୀ ଗୀତ ଲେଖିଲେ ଛାତ୍ର

ପାଟନା,୨୪।୧୦: ପରୀକ୍ଷା ସମୟରେ ଉତ୍ତର ଖାତାରେ ଛାତ୍ରୀଛାତ୍ରମାନେ ଅନେକ ଅଜବ କଥା ଲେଖୁଥିବାର ନଜିର ରହିଛି। କିଏ ଗପ ତ କିଏ ନିଜ କାହାଣୀ ଆଉ କିଏ ପ୍ରଶ୍ନର ଉତ୍ତର ବଦଳରେ ଗୀତ ଲେଖି ପଳେଇ ଆସନ୍ତି। କିଛି ଏଭଳି ଏକ…

ନଭେମ୍ବର ୭ରେ ମହାରାଷ୍ଟ୍ରରେ ପହଞ୍ଚିବ ଭାରତ ଯୋଡୋ ଯାତ୍ରା

ମୁମ୍ବାଇ,୨୪।୧୦: ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ଅଭିଯାନ ଜାରି ରହିଛି। ରବିବାର ଏହି ଯାତ୍ରା ତେଲେଙ୍ଗାନାରେ ପ୍ରବେଶ କରିଛି। ଏହି ରାଜ୍ୟରେ ପହଞ୍ଚିବା ପରେ ତେଲେଙ୍ଗାନାର କଂଗ୍ରେସ ନେତାମାନେ ତେଲେଙ୍ଗାନା ଓ କର୍ନାଟକ…

ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୪।୧୦: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ଅର୍ଥାତ୍‌ ଅକ୍ଟୋବର ୨୪ରେ ରବିବାର ତୁଳନାରେ ଦିଲ୍ଲୀ ଓ ନୋଏଡାରେ ପ୍ରଦୂଷଣ ସ୍ତର ଅଧିକ ବୃଦ୍ଧି ପାଇଛି। ଦିଲ୍ଲୀର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୨୭୬…

ପୋଲିସ ନ ଶୁଣିବାରୁ ଇଚ୍ଛାମୃତ୍ୟୁ ପାଇଁ ଚିଠି ଲେଖିଲେ ପୀଡ଼ିତା

ଲକ୍ଷ୍ନୌ,୨୪।୧୦: ଦୀର୍ଘମାସ ଧରି ବଳାତ୍କାରର ଶିକାର ହୋଇଥିବା ଉତ୍ତରପ୍ରଦେଶ ପିଲିଭିଟ୍‌ ଅଞ୍ଚଳର ଜଣେ ମହିଳା ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରାଣପୁର କୋଟ୍‌ଓ୍ବାଲି ପୋଲିସ ଗତ ୯ ତାରିଖରେ ମହିଳାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri