ଆରୋପ-ପ୍ରତ୍ୟାରୋପ ମଧ୍ୟରେ ପିକେଙ୍କୁ ଭେଟିଲେ ନୀତୀଶ
ପାଟନା,୧୪।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପାଟନାରେ ସାକ୍ଷାତ କରିଛନ୍ତି। ନୀତୀଶ କୁମାର ନିଜେ ବୁଧବାର ଏହା ନିଶ୍ଚିତ କରି କହିଛନ୍ତି, ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଅଛି, ତେଣୁ ମୁଁ ତାଙ୍କୁ…
‘ଚିତାବାଘଠାରୁ ବି ଦ୍ରୁତ ପ୍ରଧାନମନ୍ତ୍ରୀ ମୋଦି’
ଜୟପୁର,୧୪।୯: ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ତଥା ହାଇଦ୍ରାବାଦ ଏମ୍ପି ଅସଦୁଦ୍ଦିନ ଓୱାଇସି ବୁଧବାର ରାଜସ୍ଥାନରେ ପହଞ୍ଚିଛନ୍ତି। ଏଠାରେ ଖବରଦାତାଙ୍କ ସହ କଥାବାର୍ତ୍ତା ବେଳେ ସେ ଅନେକ ପ୍ରସଙ୍ଗରେ ନିଜର ମତ ଦେଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ…
‘ନବନ୍ନା ଅଭିଯାନ’ ପାଇଁ ବାହାରୁ ଗୁଣ୍ଡା ଆଣିଥିଲା ଭାଜପା: ମମତା
କୋଲକାତା,୧୪।୯: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପା ‘ନବନ୍ନା ଅଭିଯାନ’ ଆରମ୍ଭ କରିଥିଲା। ଏହି ସମୟରେ ବିକ୍ଷୋଭକାରୀଙ୍କ ସହିତ ପୋଲିସ ସହିତ ସଂଘର୍ଷ ଘଟି ଅନେକ ଲୋକ ଆହତ ହୋଇଛନ୍ତି। ଏହି ପ୍ରଦର୍ଶନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ପାକିସ୍ତାନ ଡଙ୍ଗାରୁ ୨୦୦ କୋଟିର ହେରୋଇନ୍ ଜବତ: ୬ ଗିରଫ
ଅହମ୍ମଦାବାଦ,୧୪।୯: ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ଏବଂ ଏଟିଏସ ଗୁଜୁରାଟ ଟିମ୍ ମିଳିତ ଅପରେଶନ କରି ଏକ ପାକିସ୍ତାନୀ ଡଙ୍ଗାରୁ ୨୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରଛନ୍ତି। ଏଟିଏସ ଟିମ ଗୋଇନ୍ଦା…
ଜମ୍ମୁ-କଶ୍ମୀର ଉପରେ ଇସଲାମିକ ରାଷ୍ଟ୍ରଙ୍କ ମନ୍ତବ୍ୟକୁ ଖଣ୍ଡନ କଲା ଭାରତ…
ନୂଆଦିଲ୍ଲୀ, ୧୪।୯ : ଇସଲାମିକ ରାଷ୍ଟ୍ରର ଗୋଷ୍ଠୀଙ୍କ ଦ୍ୱାରା ଜମ୍ମୁ-କଶ୍ମୀର ଉପରେ ପ୍ରଦାନ କରାଯାଇଥିବା ଭୁଲ ଏବଂ ଅନୁପଯୁକ୍ତ ସନ୍ଦର୍ଭକୁ ଭାରତ ଖଣ୍ଡନ କରିଛି। ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଏହାର ଅଧିକାରର ଉତ୍ତର ବ୍ୟବହାର କରି ଇସଲାମିକ ରାଷ୍ଟ୍ରର ଏକ…
ଭାରତ ଯୋଡ ଯାତ୍ରା ବିରୋଧରେ ଅପରେଶନ କାଦୁଅ ଷଡ଼ଯନ୍ତ୍ର ରଚିଛି ଭାଜପା, କଂଗ୍ରେସର କଟାକ୍ଷ…
ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ଅଭିଯୋଗ କରିଛି ଯେ ଏହାର ଆଠ ଜଣ ବିଧାୟକ ଗୋଆରେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେବା ନେଇ ଭାଜପା ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ବିରୋଧରେ ଭାଜପା…
ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ରାଷ୍ଟ୍ରପତି…
ନୂଆଦିଲ୍ଲୀ, ୧୪।୯ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ୧୭ରୁ ୧୯ ସେପ୍ଟେମ୍ବର ୨୦୨୨ରେ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଯାଇ ଭାରତୀୟ ଦଳ ସହ ଯୋଗଦେବେ ଏବଂ ଭାରତ ସରକାରଙ୍କ ତରଫରୁ…
ମହାରାଷ୍ଟ୍ର ବଦଳରେ ଗୁଜରାଟ କିପରି ଗଲା ସେମିକଣ୍ଡକ୍ଟର କାରଖାନା, ସରକାରଙ୍କୁ ଘେରିଲେ ବିରୋଧୀ …
ମୁମ୍ବାଇ, ୧୪।୯ : ମହାରାଷ୍ଟ୍ର ବଦଳରେ ଗୁଜରାଟରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ ଘୋଷଣା ପରେ ରାଜନୀତି ପୁଣି ଥରେ ଉଷ୍ଣ ହୋଇଛି। ବିରୋଧୀ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଯେ ମହାରାଷ୍ଟ୍ର ସହିତ ହୋଇଥିବା ସମସ୍ତ…
୬ ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଛାଡ଼, ସୁବ୍ୟମଣ୍ୟମ ସ୍ବାମୀଙ୍କୁ ହାଇକୋର୍ଟ ନୋଟିସ୍…
ନୂଆଦିଲ୍ଲୀ, ୧୪।୯ : ଭାଜପା ନେତା ତଥା ପୂର୍ବତନ ରାଜ୍ୟସଭା ଏମ୍ପି ସୁବ୍ୟମଣ୍ୟମ ସ୍ବାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ୬ ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ଅଧିକାରୀଙ୍କୁ ବାସଭବନ ଚାବି…
ମୋଦି ସରକାର ନିର୍ବାଚନୀ ଫାଇଦା ପାଇଁ କରୁଛନ୍ତି ଧ୍ରୁବୀକରଣ: ସୋନିଆ…
ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଏକ ଇଂଲିଶ୍ ଖବର କାଗଜର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ହୋଇଥିବା ପ୍ରବନ୍ଧରେ ସେ ଅଭିଯୋଗ କରିଛନ୍ତି ଯେ…
ମାଗଣା ବିଦ୍ୟୁତ୍ ବିଲ୍ ଉପରେ ନୂଆ ନିୟମ: କେଜ୍ରିଓ୍ବାଲଙ୍କ ଘୋଷଣା
ନୂଆଦିଲ୍ଲୀ,୧୪।୯: ଦିଲ୍ଲୀରେ ବିଦ୍ୟୁତ ସବ୍ସିଡି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ଯେଉଁମାନେ ବିଦ୍ୟୁତ୍ ସବ୍ସିଡି ଚାହୁଁଛନ୍ତି, ସେମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ବିଦ୍ୟୁତ୍ ବିଲ୍ ସହିତ ଏକ ଫର୍ମ ଦିଆଯିବ…
ଗୋଆ କଂଗ୍ରେସରେ ସଙ୍କଟ: ୮ ବିଧାୟକ ବାଡ଼ ଡେଇଁ ଧରିଲେ ପଦ୍ମ…
ପଣଜୀ, ୧୪।୯ : ଗୋଆରେ କଂଗ୍ରେସ ଏକ ବଡ଼ ଝଟ୍କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ ବାଡ଼ ଡେଇଁ ଭାଜପା ଶିବିରରେ ଯୋଗ ଦେଇଛନ୍ତି।…
Archives


