Advertisement
Posted inଜାତୀୟ

କେଜ୍‌ରିଓ୍ବାଲ୍‌ଙ୍କ ସଭାରେ ମୋଦି ମୋଦି ନାରା: ରାଗିକି ମୁଖ୍ୟମନ୍ତ୍ରୀ କହିଲେ…

ଅହମ୍ମଦାବାଦ,୨୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ପ୍ରଚାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆମ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପଞ୍ଚମହଲ ଅଞ୍ଚଳରେ ପହଞ୍ଚିଥିଲେ। ଏହି ସମୟରେ ଭାଜପା କର୍ମୀମାନେ ମଧ୍ୟ ତାଙ୍କ ରୋଡ ଶୋ’ରେ ପହଞ୍ଚି ମୋଦି-ମୋଦି ଏବଂ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇଥିଲେ।
କେଜ୍‌ରିୱାଲ ପଞ୍ଚମହଲର ହାଲୋଲ ଅଞ୍ଚଳରେ ଏକ ରୋଡ ଶୋ’ କରୁଥିବା ସମୟରେ ଏହି ଘଟଣା ଘଟିଥିଲା।
ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲ କହିଛନ୍ତି, ଯେଉଁମାନେ ଗୁଣ୍ଡାଗର୍ଦ୍ଦି କରିବାକୁ ଚାହୁଁଛନ୍ତି ସେମାନେ ଅନ୍ୟ ଦଳକୁ ଯିବା ଉଚିତ୍‌। ଅନ୍ୟପକ୍ଷରେ, ଯେଉଁମାନେ ନିଜ ଅଞ୍ଚଳରେ ଭଲ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି, ସେମାନେ ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ଉଚିତ୍‌। ବିଧାନସଭା ନିର୍ବାଚନ ଜିତିବା ପରେ ସେ ଗୁଜରାଟକୁ ଚମକାଇ ଦେବେ।
ସୂଚନାଯୋଗ୍ୟ, ଗୁଜରାଟ ବିଧାନସଭାର ୧୮୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୫ ଡିସେମ୍ବରରେ ହେବାକୁ ଯାଉଛି। ଡିସେମ୍ବର ୮ ଫଳାଫଳ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସରେ ବି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୫।୮: ପାକିସ୍ତାନ ତା’ର ପୂର୍ବ ପ୍ରକୃତି ଭୁଲି ପାରୁ ନାହିଁ। ଭାରତ ଗୁରୁବାର ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ପାଳନ କରୁଥିବା ବେଳେ ସେପଟେ...

୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେନା ଯବାନଙ୍କୁ ପୋଷାକ-ଖାଦ୍ୟ ସାମଗ୍ରୀ ମିଳିବାରେ ହୋଇଥିଲା ଅନିୟମିତତା: ସିଏଜି ରିପୋର୍ଟ

ନୂଆଦିଲ୍ଲୀ,୪।୨: ଦେଶର ସୁରକ୍ଷା ସେନା ଯବାନଙ୍କ ହାତରେ ରହିଛି। ତେବେ ସେମାନଙ୍କୁ ମଧ୍ୟ ୩ ବର୍ଷ ଧରି ନିୟମିତ ପୋଷାକ ଏବଂ ଆବଶ୍ୟକ ଖାଦ୍ୟ ସାମଗ୍ରୀ...

ରାଷ୍ଟ୍ରପତି ନିର୍ବାଚନ, ଭୋଟ୍‌ ଗଣତି ଆରମ୍ଭ

ନୂଆଦିଲ୍ଲୀ,୨୧ା୭: କଡ଼ା ସୁରକ୍ଷା ମଧ୍ୟରେ ପାର୍ଲାମେଣ୍ଟ ହାଉସର ୬୩ ନଂ ରୁମ୍‌ରେ ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଏହି ଗଣତି...

ସୁସ୍ଥ ହେଲେ ୩୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୬।୫: ଦେଶରେ ୨୪ ଘଣ୍ଟାରେ ୪ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ...

ସ୍କୁଲ ବସ୍‌ ଝରକା ବାଟେ ବାହାରକୁ ମୁଣ୍ଡ କରିଥିଲେ ଛାତ୍ର, ଲୁହା ଖୁଣ୍ଟ ବାଜି ଚାଳିଗଲା ଜୀବନ

ଗାଜିଆବାଦ୍‌,୨୧।୪: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାର ମୋଦିନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ମୁଲ ବସ୍‌ରେ ଜଣେ ଛାତ୍ର ଝରକା ପଟେ ବାହାରକୁ ଚାହଁଥିବାବେଳେ ବିଦ୍ୟୁତ୍‌ ଖୁଣ୍ଟରେ...

ପଶ୍ଚିମବଙ୍ଗରେ ୧୧୨ ଜୀବନ୍ତ ବୋମା ଉଦ୍ଧାର: ୩୯୯ଜଣ ଗିରଫ

କୋଲକାତା,୭।୭: ପଶ୍ଚିମବଙ୍ଗରେ କିଛିଦିନ ହେବ ଲାଗି ରହିଥିବା ରାଜନୈତିକ ହିଂସା ଥମୁ ନ ଥିବା ବେଳେ ପୋଲିସ ଶନିବାର ସୁଦ୍ଧା ପ୍ରାୟ ୧୧୨ଟି ଜୀବନ୍ତ ବୋମା...

ଶ୍ରୀନଗରରେ ରାଜ୍ୟପାଳଙ୍କୁ ଭେଟିଲେ ଡୋଭାଲ

ଶ୍ରୀନଗର,୯।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶୁକ୍ରବାର ଶ୍ରୀନଗର ସ୍ଥିତ ରାଜଭବନରେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିିକଙ୍କୁ ଭେଟିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରରେ ଥିବା...

କଂଗ୍ରେସ ହିଁ କେବଳ କରିପାରେ ରକ୍ତରେ ଚାଷ: କୃଷିମନ୍ତ୍ରୀ

ନୂଆଦିଲ୍ଲୀ,୫ ।୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର ରାଜ୍ୟ ସଭାରେ କୃଷି ଆଇନୁ ନେଇ ନିଜର ମତ ରଖିଛନ୍ତି । ସେ ଗାଁ,...

Advertisement
Archives

Model This Week