ଜାତୀୟ

ବିହାର ବୈଶାଳୀରେ ବସ୍ତି ଭିତରେ ପଶିଲା ଟ୍ରକ୍ ମହିଳା ଶିଶୁ ସମେତ ୧୨ ମୃତ, ଶୋକ ପ୍ରକାଶ କଲେ ମୋଦି

ପାଟନ,୨୧ ।୧୧: ବିହାର ବୈଶାଳୀ ଜିଲାର ମହନାରରେ ରବିବାର ରାତିରେ ଏକ ଅନିୟନ୍ତ୍ରିତ ଟ୍ରକ୍ ରାସ୍ତା କଡରେ ଥିବା ଏକ ବସ୍ତିରେ ପଶିିଯିବା ଫଳରେ ଏଥିରେ ୭ ଶିଶୁଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ…

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୨୦।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ରବିବାର ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏଥିପାଇଁ ୬୪ ବର୍ଷୀୟ ମୁର୍ମୁ ଦିଲ୍ଲୀର ଆର୍ମି ରେଫରାଲ ଆଣ୍ଡ୍‌ ରିସର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।…

ଶ୍ରଦ୍ଧାଙ୍କ ମୁଣ୍ଡକୁ ପୋଖରୀରେ ପକାଇଛନ୍ତି ଅଭିଯୁକ୍ତ ଅଫ୍‌ତାବ!

ନୂଆଦିଲ୍ଲୀ,୨୦।୧୧: ଶ୍ରଦ୍ଧା ୱାଲ୍‌କର ହତ୍ୟା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଫ୍‌ତାବ ପୁନାୱାଲାଙ୍କୁ ପଚରାଉଚରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ରବିବାର ଦକ୍ଷିଣ ଦିଲ୍ଲୀର ମଇଦାନ ଗଢିରେ ଅବସ୍ଥିତ ଏକ ପୋଖରୀକୁ ପୋଲିସ ଶୁଖାଉଛି। ଅଫ୍‌ତାବ…

ପୁଣି ବଢିଲା କ୍ଷୀର ଦର

ନୂଆଦିଲ୍ଲୀ,୨୦।୧୧: ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କ୍ଷୀରର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ମଦର ଡାଏରୀ କ୍ଷୀରର ମୂଲ୍ୟ ୧ ଟଙ୍କା ବୃଦ୍ଧି କରିଛି। ଫୁଲ କ୍ରିମ କ୍ଷୀର…

ହାତ ଛାଡି ଝାଡୁ ଧରିଲେ ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ପୂର୍ବତନ ଏମ୍‌ପି ମହାବଳ ମିଶ୍ରା ଦଳ ଛାଡି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ପାହାଡଗଞ୍ଜରେ ଏକ ନିର୍ବାଚନୀ ରାଲିରେ ଏଏପି ସୁପ୍ରିମୋ ତଥା ଦିଲ୍ଲୀ…

ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍‌

ମାଙ୍ଗାଲୁରୁ,୨୦।୧୧: କର୍ନାଟକ ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍‌ ରହିଥିବା ଜଣାପଡିଛି। କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍‌ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣ ସାଧାରଣ ନ ଥିଲା। ଏଥିରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ରହିଥିବା ପାଲିସର ପ୍ରାଥମିକ…

ସୈନିକଙ୍କ ପାଇଁ ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ୍‌ କିଣିବ ସେନା

ନୂଆଦିଲ୍ଲୀ,୨୦।୧୧: ଆତଙ୍କବାଦୀ ଘଟଣା ଏବଂ ସୀମାରେ ଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ବଡ ପଦକ୍ଷେପ ନେଇଛି। ସୈନିକମାନଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ (ବିପିଜେ) କିଣିବା ପାଇଁ ଟେଣ୍ଡର ଜାରି କରିଛି। ଏହି…

ମୋଦି କହିଥିଲେ ‘ବନବାସୀ’, ରାହୁଲ ବୁଝାଇଲେ ‘ଆଦିବାସୀ’ର ଅର୍ଥ

ନୂଆଦିଲ୍ଲୀ,୨୦ ।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଆଦିବାସୀ’କୁ ‘ବନବାସୀ’ କହିଥିବା କଥାକୁ ନେଇ ଟାର୍ଗେଟ କରିଛନ୍ତି । ରହୁଲ ମହାରାଷ୍ଟ୍ରରେ କହିଛନ୍ତି ଆଦିବାସୀ ଦେଶର ପ୍ରକୃତ ମାଲିକ । ରାହୁଲ ଗାନ୍ଧୀ ବୁଲଢାଣା ଜିଲାରେ ଆଦିବାସୀ ମହିଳା…

କୁମାର ବିଶ୍ୱାସଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୦।୧୧: ଗୁଜରାଟ ବିଧାନସଭା ଏବଂ ଦିଲ୍ଲୀ ଏମସିଡି ନିର୍ବାଚନ ମଧ୍ୟରେ ପୂର୍ବତନ ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା କବି କୁମାର ବିଶ୍ୱାସଙ୍କୁ ହତ୍ୟା ଧମକ ମିଳିଛି। ଏଥିସହ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଉପରେ କୌଣସି ମନ୍ତବ୍ୟ ନଦେବାକୁ…

ଭଗବାନ ରାମ କେବଳ ହିନ୍ଦୁଙ୍କର ନୁହେଁ, ସମସ୍ତଙ୍କର: ଫାରୁକ ଅବଦ୍ଦୁଲ୍ଲା

ଶ୍ରୀନଗର,୨୦।୧୧: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ସାଧାରଣ ସଭାରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଜମ୍ମୁ କଶ୍ମୀରର ଅଖନୁର ଜିଲାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅବଦୁଲ୍ଲା କହିଛନ୍ତି, ନିର୍ବାଚନ ସମୟରେ ଭାଜପା ‘ହିନ୍ଦୁ ବିପଦରେ’ ବ୍ୟବହାର…

ଅଜା ହେଲେ ମୁକେଶ ଅମ୍ବାନୀ: ଯମଜ ସନ୍ତାନ ଜନ୍ମ ଦେଲେ ଝିଅ ଇଶା

ମୁମ୍ବାଇ,୨୦।୧୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ଦ୍ୱାରା ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଇଶା ୧୯ ନଭେମ୍ବରରେ ଯମଜ…

ବେଶ କିଛିଦିନ ପରେ ଗୋଟିଏ ମଞ୍ଚରେ ଏକାଠି ହେଲେ ଅଖିଳେଶ-ଶିବପାଲ, କାକାଙ୍କ ପାଦ ଛୁଇଁଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଇଟାୱା,୨୦ ।୧୧: ଦାଦା ପୁତୁରାଙ୍କ ମଧ୍ୟରେ ସେମିତି କୌଣସି ଦୂରତା ନ ଥିଲା । କେବଳ ରାଜନୈତିକ ଦୂରତା ରହିଥିଲା ଯାହା ଏବେ ଦୂର ହୋଇଯାଇଛି । ଏହା ରବିବାର ଏସଏସ ମେମୋରିଆଲ ଇଣ୍ଟର କଲେଜରେ ହୋଇଥିବା ସମ୍ମିଳନୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?