ଜାତୀୟ

କେଜରିଓ୍ବାଲଙ୍କ ଘରେ ଅଟୋ ନେଇ ପହଞ୍ଚିଲେ ଭାଜପା ବିଧାୟକ…

ନୂଆଦିଲ୍ଲୀ, ୧୫।୯ : ଦିଲ୍ଲୀର ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଅଟୋ ଦଳ ସହିତ ପହଞ୍ଚିଛନ୍ତି। ଭାଜପା ବିଧାୟକ ରାମବୀର ସିଂ ବିଧୁଡି କହିଛନ୍ତି, ଯେତେବେଳେ କେଜରିଓ୍ବାଲ ଗୁଜରାଟକୁ ଯାଆନ୍ତି, ସେତେବେଳେ ପଞ୍ଜାବ ସରକାରଙ୍କ ବିମାନରେ ଯାଆନ୍ତି। ଯାହାର ଭଡ଼ା…

ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍‌ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍‌ ଏକ୍ସଚେଞ୍ଜରେ ବେଲ୍‌ ବଜାଇଛନ୍ତି ନବୀନ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ…

ସର୍ତ୍ତ ମାନିଲେ ନୀତୀଶଙ୍କ ସହ ମିଶିବି, କହିଲେ ପିକେ…

ପାଟନା, ୧୫।୯ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାର ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ନୀତୀଶଙ୍କୁ ଦୁଇ ଦିନ ପୂର୍ବରୁ ଭେଟିଥିଲେ। ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କେବଳ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରୋକିଲା ହାତୀ…

ଡେରାଡୁନ୍‌, ୧୫।୯ : ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଦଳକୁ ଏକ ହାତୀ ରୋକିଛି। ମୁଖ୍ୟମନ୍ତ୍ରୀ ଦଳ ସମ୍ମୁଖରେ ଏକ ହାତୀ ଆସିଥିଲା। ହାତୀ ଆଗକୁ ଆସି ଦଳକୁ ଅଟକାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଥିବା…

ମହାରାଷ୍ଟ୍ରକୁ ପୁଣି ଝଟ୍‌କା, ଏବେ ଔଷଧ ପ୍ରକଳ୍ପ ବି ହାତରୁ ଗଲା…

ମୁମ୍ବାଇ, ୧୫।୯ : ମହାରାଷ୍ଟ୍ର ହାତରୁ ସେମିକଣ୍ଡକ୍ଟର କାରଖାନା ଗୁଜୁରାଟକୁ ଯିବା ପରେ ଏବେ ପୁଣି ବଡ଼ ଝଟ୍‌କା ଲାଗିଛି। ଶିବସେନା ନେତା ଆଦିତ୍ୟ ଠାକରେ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ପ୍ରତିଷ୍ଠା ହେବାକୁ ଥିବା ୩ ହଜାର କୋଟି ଟଙ୍କା…

ପୂରଣ ହୋଇପାରିଲାନି ଅଙ୍ଗଦାନ କରି ପିତାଙ୍କୁ ବଞ୍ଚାଇବା ଆଶା, କୋର୍ଟଙ୍କ ଫଇସଲା ପୂର୍ବରୁ ପିତାଙ୍କ ମୃତ୍ୟୁ…

ନୂଆଦିଲ୍ଲୀ, ୧୫।୯ : ଜଟିଳ ନ୍ୟାୟିକ ପ୍ରକ୍ରିୟାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଜଣେ ନାବାଳକ ପୁଅର ଯନ୍ତ୍ରଣାଦାୟକ କାହାଣୀ ନେଇ ଏବେ ଚର୍ଚ୍ଚା ହେଉଛି। ଜଣେ ୧୭ ବର୍ଷୀୟ କିଶୋରଙ୍କ ବାପା ନୋଏଡାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୧୫।୯ : ଜମ୍ମୁ -କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ନୌଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।…

୫.୪୭ କୋଟି ଟଙ୍କାର ମଦ ଉପରେ ଚାଲିଲା ବୁଲଡୋଜର…

ହାଇଦ୍ରାବାଦ, ୧୫।୯ : ଆନ୍ଧ୍ରପ୍ରଦେଶ ପୋଲିସ ଏକ ବୁଲଡୋଜର ଚଲାଇ ତେଲେଙ୍ଗାନାରୁ ବେଆଇନ ଭାବେ ଆସିଥିବା ହୋଇଥିବା ୨.୪୩ ଲକ୍ଷ ମଦ ବୋତଲକୁ ନଷ୍ଟ କରି ଦେଇଛି। ପୋଲିସର ସୂଚନାନୁସାରେ, ଏହାର ଆନୁମାନିକ ମୂଲ୍ୟ ୫.୪୭ କୋଟି ଟଙ୍କା ହେବ। ଆନ୍ଧ୍ରପ୍ରଦେଶର…

ଜ୍ଞାନବାପି ପରେ ଏବେ ବିବାଦ ଘେରରେ ବଦାୟୁଁ ଜାମା ମସଜିଦ୍‌, ନୀଳକଣ୍ଠ ମହାଦେବ ମନ୍ଦିର ଥିବା ଦାବି…

ଲକ୍ଷ୍ନୌ, ୧୫।୯ : ଜ୍ଞାନବାପି ପରେ ଏବେ ବିବାଦ ଘେରରେ ବଦାୟୁଁ ଜାମା ମସଜିଦ୍‌ ରହିଛି। ଏଠାରେ ନୀଳକଣ୍ଠ ମହାଦେବ ମନ୍ଦିର ଥିବା ଦାବି ହୋଇଛି। ଗୁରୁବାର ଏହି ମାମଲାର ଶୁଣାଣି ହେବ। ଏହାପୂର୍ବରୁ ଉଭୟ ପକ୍ଷ ନିଜ ନିଜ ପ୍ରସ୍ତୁତିରେ…

ଝାଡ଼ଖଣ୍ଡରେ ସଂରକ୍ଷଣ ସୀମା ୭୭ ପ୍ରତିଶତକୁ ବୃଦ୍ଧି…

ରାଞ୍ଚି, ୧୫।୯ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦୁଇଟି ପ୍ରମୁଖ ନିଷ୍ପତ୍ତି ନେଇଛି। ୧୯୩୨ ଝାଡଖଣ୍ଡର ଖତିଆନ ଆଧାରିତ ସ୍ଥାନୀୟ ନୀତିର ଅନୁମୋଦନ କ୍ରମେ ଓବିସି, ଏସଟି ଏବଂ ଏସ୍‌ସିଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିବାକୁ ନିଷ୍ପତ୍ତି…

ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୬ ହଜାର ଉପରେ ରହିଛି। କେରଳରେ…

ଲଖିମପୁର ଘଟଣାକୁ ନେଇ ରାଜନୀତି ସରଗରମ, ଅଖିଳେଶଙ୍କ ପରେ ପ୍ରିୟଙ୍କା ଗାନ୍ଧୀ, ସଞ୍ଜୟ ସିଂ ଉଠାଇଲେ ପ୍ରଶ୍ନ

ଲକ୍ଷ୍ନୌ,୧୫ ।୯: ଉତ୍ତର ପ୍ରଦେଶର ଲଖିମପୁରରେ ଦୁଇ ଭଉଣୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ବୁଧବାର ଉଦ୍ଧାର କରାଯାଇଛି । ଏହି ମାମଲା ଲଖିମପୁର ଖେରିର ନିଘାସନ କୋତୱାଲିର ବୋଲି ଜଣାପଡିଛି । ଏହି ମାମଲାରେ ଏଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri