ଜାତୀୟ

ସଚିନଙ୍କୁ କର ମୁଖ୍ୟମନ୍ତ୍ରୀ: ରାହୁଲଙ୍କୁ ଗୁର୍ଜର ନେତାଙ୍କ ଚେତାବନୀ…

ଜୟପୁର,୨୩।୧୧ : ରାଜସ୍ଥାନ କଂଗ୍ରେସ ପାଇଁ ଏକ ସମସ୍ୟା ପାଲଟିଛି। ଜଣକୁ ବୁଝାଇବା ପରେ, ଅନ୍ୟ ଜଣେ ଆଖି ଦେଖାଇବା ଆରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇରେ କଂଗ୍ରେସ…

ଆଫ୍‌ତାବଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଇଲା ପୋଲିସ

ନୂଆଦିଲ୍ଲୀ,୨୩।୧୧: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ପୋଲିସ ହାଜତରେ ଥିବା ଆଫ୍‌ତାବ ପୁନାଓ୍ବାଲାଙ୍କ ମଙ୍ଗଳବାର ସନ୍ଧ୍ୟାରେ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି। ଇତିମଧ୍ୟରେ ଦିଲ୍ଲୀ ପୋଲିସ ପୂର୍ବରୁ ଦୁହେଁ ରହୁଥିବା ମେହରୁଲିସ୍ଥିତ ଭଡ଼ାଘର ବାଥ୍‌ରୁମ୍‌ରେ ରକ୍ତଦାଗ ସମେତ…

ଏସବୁ ୬୫ ଖେଳରେ ପଦକ ମିଳିଲେ ସରକାରୀ ଚାକିରି ପକ୍କା…

ନୂଆଦିଲ୍ଲୀ,୨୩।୧୧ : ଖେଳାଳିଙ୍କୁ ଚାକିରି ଏବଂ ପଦୋନ୍ନତି ଦେବା ପାଇଁ ଭାରତ ସରକାର ନିୟମ ଜାରି କରିଛନ୍ତି। ଗତ ସପ୍ତାହରେ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଏହି ନିୟମ ଅନୁଯାୟୀ କ୍ରୀଡ଼ାବିତଙ୍କୁ ଚାକିରି କିମ୍ବା ପଦୋନ୍ନତି ଦେବାକୁ କୁହାଯାଇଛି। ଯଦି କୌଣସି…

ମହାରାଷ୍ଟ୍ରରେ ଭୂକମ୍ପ ଝଟକା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରର ନାସିକ ଅଞ୍ଚଳରେ ବୁଧବାର ସକାଳ ୪.୪ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଭୂକମ୍ପର ଗଭୀରତା ଭୂମିଠାରୁ ୫ କିମି ତଳେ ଥିଲା। ଭୂକମ୍ପ ଯୋଗୁ କୌଣସିି କ୍ଷୟକ୍ଷତି ଘଟି…

ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ରାଜକୀୟ ଭୋଜନ ନେଇ ଏଏପିକୁ ଘେରିଲା ଭାଜପା, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୨୩।୧୧ : ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଖାଦ୍ୟ ଖାଉଥିବା ନଜର ଆସିଛନ୍ତି ଏବଂ ଅନ୍ୟ କେହି ଜଣେ ତାଙ୍କୁ ଖାଦ୍ୟ ପରଷୁଛନ୍ତି।…

ଦୈନିକ ସଂକ୍ରମଣ ୩୬୦…

ନୂଆଦିଲ୍ଲୀ, ୨୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧…

ଫିଫା ଓ୍ବାଲର୍‌ଡକପ୍‌ରେ ଜାକିର ନାଏକ

ନୂଆଦିଲ୍ଲୀ/ପଣଜୀ,୨୩।୧୧: ବିବାଦୀୟ ଇସ୍‌ଲାମୀୟ ବିଦ୍ୱାନ ଜାକିର ନାଏକଙ୍କୁ ଫିଫା ଓ୍ବାଲର୍‌ଡକପ୍‌କୁ ବକ୍ତୃତା ଦେବା ପାଇଁ କାତାର ପକ୍ଷରୁ ନିମନ୍ତ୍ରଣ କରାଯିବା ଉପରେ ଭାରତରେ ଉଦ୍‌ବେଗ ପ୍ରକାଶ ପାଇଛି। ଇଣ୍ଡିଆନ୍‌ ଫୁଟ୍‌ବଲ୍‌ ଆସୋସିଏଶନ୍‌ ଏବଂ ଖେଳ ଦେଖିବାକୁ ଯାଉଥିବା ଭାରତୀୟମାନେ ବିଶ୍ୱକପ୍‌କୁ ବର୍ଜନ…

୧୦୦ ବିଲିୟନ ଡଲାର ହରାଇଲେଣି ମସ୍କ

ନୂଆଦିଲ୍ଲୀ,୨୩।୧୧(ପି.ଟି.): ଟେସ୍‌ଲା ସହପ୍ରତିଷ୍ଠାତା ଏଲନ୍‌ ମସ୍କ ଚଳିତ ବର୍ଷ ୧୦୦.୫ ବିଲିୟନ ଡଲାର ହରାଇଲେଣି। ତଥାପି ସେ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ। ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ସୂଚକାଙ୍କ ଅନୁଯାୟୀ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୧୬୯.୮ ବିଲିୟନ ଡଲାର। ବର୍ଷେରୁ ଉର୍ଦ୍ଧ୍ୱ…

ମହାରାଷ୍ଟ୍ର ରାଜ୍ୟପାଳଙ୍କ ବହିଷ୍କାର ଲାଗି ହାଇକୋର୍ଟରେ ପିଟିଶନ

ମୁମ୍ବାଇ, ୨୩।୧୧: ଛତ୍ରପତି ଶିବାଜୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ବହିଷ୍କାର ଲାଗି ବମ୍ବେ ହାଇକୋର୍ଟରେ ପିଟିଶନ ଦାଏର ହୋଇଛି। ଶିବାଜୀଙ୍କୁ ପୁରୁଣା ଦିନର ଆଇକନ୍‌ ବୋଲି ରାଜ୍ୟପାଳ କହିଥିଲେ। ତାଙ୍କ ବିରୋଧରେ ଏତଲା…

ବିଦ୍ୟୁତ୍‌ ନାହିଁ, ବିଲ୍‌ ୬୦ ହଜାର

ଶାମ୍‌ଲି,୨୩।୧୧: ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। କିନ୍ତୁ ଘର ପିଛା ୩୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିସିଟି ବିଲ୍‌ ଆସୁଛି। ଉତ୍ତର ପ୍ରଦେଶର ଶାମ୍‌ଲି ଜିଲା ଅନ୍ତର୍ଗତ ଝିନ୍‌ଝାନା ଅଞ୍ଚଳର ୧୨ ଗ୍ରାମରେ ଏଭଳି ଦେଖିବାକୁ ମିଳିଛି। ଏହାକୁ ନେଇ…

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ୨ ପାଦ ଉଠିଲା ଭାରତ

ନୂଆଦିଲ୍ଲୀ,୨୩।୧୧(ଆଇଏଏନ୍‌ଏସ୍‌): ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ-୨୦୨୩)ରେ ଭାରତ ୨ ପାଦ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛି। ଜର୍ମାନ ଓ୍ବାଚ୍‌, ନ୍ୟୁ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ କ୍ଲାଇମେଟ୍‌ ଆକ୍ସନ ନେଟ୍‌ଓ୍ବର୍କ ପକ୍ଷରୁ ମଙ୍ଗଳବାର ଜାରି ସୂଚକାଙ୍କରେ ଏହି ବିଷୟ ପ୍ରକାଶ…

ବିଟ୍‌କଏନ୍‌ କାରବାର କରୁଥିଲେ ମାଙ୍ଗାଲୁରୁ ବିସ୍ଫୋରଣ ଅଭିଯୁକ୍ତ

ମାଙ୍ଗାଲୁରୁ ,୨୩।୧୧: ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ଅଭିଯୁକ୍ତ ଶରିକ୍‌ଙ୍କ ସହ ଆତଙ୍କବାଦ ସମ୍ପୃକ୍ତିର ପ୍ରମାଣ ମିଳିଥିବାବେଳେ ସେ ବିଟ୍‌କଏନ କାରବାର ଚଳାଇଥିଲେ ବୋଲି ଜଣାପଡ଼ିଛି। ଜାଲ୍‌ ପରିଚୟରେ ମହୀଶୂରରେ ରହୁଥିବା ଶରିକ୍‌ଙ୍କ ଘର ଶିବମୋଗା ଜିଲାର ଥିର୍ଥହାଲି ସହରର ସୋପୁଗୁଡ୍ଡେ ଅଞ୍ଚଳରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?