Advertisement
Posted inଜାତୀୟ

ମୋତିଆବିନ୍ଦୁ ଅପରେଶନ୍‌ ପରେ ଚାଲିଗଲା ୬ଜଣଙ୍କ ଦୃଷ୍ଟି ଶକ୍ତି: ଯାଞ୍ଚ ନିର୍ଦ୍ଦେଶ ଦେଲେ ସିଏମ୍‌ଓ

କାନପୁର,୨୨।୧୧: ଉତ୍ତରପ୍ରଦେଶ କାନପୁରରେ ସ୍ବାସ୍ଥ୍ୟବିଭାଗର ଅବହେଳାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏକ ଘରୋଇ ନର୍ସିଂ ହୋମରେ ଆଇ କ୍ୟାମ୍ପ୍‌ରେ ମୋତିଆବିନ୍ଦୁ ଅପରେଶନ୍‌ ପାଇଁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି। ସୂଚନାଯୋଗ୍ୟ, ଶିବରାଜପୁରରେ ରହୁଥିବା ଉକ୍ତ ୬ଜଣ ବ୍ୟକ୍ତି ନଭେମ୍ବର ୨ରେ କାନପୁର ସାଉଥର ଆରାଧ୍ୟା ନର୍ସିଂ ହୋମରେ ନିଶୁଳ୍କ ଆଇ କ୍ୟାମ୍ପରେ ମୋତିଆବିନ୍ଦୁ ଅପରେଶନ୍‌ କରିଥିଲେ। ଅପରେଶନ୍‌ ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା। କିଛି ସମୟ ପରେ ତାଙ୍କ ଆଖିର ଦୃଷ୍ଟି ଶକ୍ତି ପଳାଇଥିଲା। ଏନେଇ ହସ୍ପିଟାଲରେ ଅଭିଯୋଗ କରିବାରୁ ଡାକ୍ତର ତାଙ୍କୁ ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ। ଶେଷରେ ଉକ୍ତ ବ୍ୟକ୍ତିମାନେ ସିଏମ୍‌ଓଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସିଏମ୍‌ଓ ତୁରନ୍ତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କାରଣ ଏହି କ୍ୟାମ୍ପ ସିଏମ୍‌ଓଙ୍କ ଅନୁମତିରେ ଡିବିସିଏସ୍‌ ଯୋଜନାରେ ଆୟୋଜିତ ହୋଇଥିଲା।

 

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି ସରକାର: ରାକେଶ ଟିକାଏତ

ମିରଠ,୪ ।୬: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାଏତ ମିରଠର କଙ୍ଗରଖେଡାରେ କୃଷକ ପଞ୍ଚାୟତରେ କୃଷକ ଓ କର୍ମୀଙ୍କୁ ସମ୍ବୋଧନ ଦେବା ଅବସରରେ...

ସୁପ୍ରିମକୋର୍ଟ ଗଲେ ସିନ୍ଧେ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୬: ଶିବସେନାର ଅସଲ ନେତା କିଏ ତାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ମଧ୍ୟରେ ଟଣାଓଟରା ଜାରି...

ବାଇକ୍‌ରେ ପକାଇ ପାରିବେ ନାହଁ ୫ ଲିଟରରୁ ଅଧିକ ତେଲ

ନୂଆଦିଲ୍ଲୀ, ୧୧।୮: ମିଜୋରାମ ସରକାର ମଙ୍ଗଳବାର ପ୍ରତି ଯାନ ପାଇଁ ଇନ୍ଧନ ପରିମାଣ ସ୍ଥିର କରିଛନ୍ତି। ବର୍ତ୍ତମାନ ମିଜୋରମରେ ସ୍କୁଟର ପ୍ରତି ୩ ଲିଟର, ଅନ୍ୟ...

ଜମ୍ମୁ-କଶ୍ମୀରର ପ୍ରଥମ ନାଗରିକ ଗିରିଶ

ଶ୍ରୀନଗର,୩୧।୧୦: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରିଶଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ୧୯୮୫ ଗୁଜରାଟ କ୍ୟାଡ଼ର ଆଇଏଏସ୍‌ ଅଫିସର ଗିରିଶଙ୍କୁ ଜମ୍ମୁ-କଶ୍ମୀର...

୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା…

ନୂଆଦିଲ୍ଲୀ,୧୨।୧୦: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇ ନେଇ ଦିଲ୍ଲୀରୁ ଖୁସି ଖବର ଆସିଛି। ଦେଶରେ ଏବେ ୨ ରୁ ୧୮ ବର୍ଷ ବୟସ୍କ...

ଉପରାଜ୍ୟପାଳଙ୍କ ସମସ୍ତ ନିର୍ଦ୍ଦେଶ ଅଣସାମ୍ବିଧାନିକ-ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ,ସିସୋଡିଆଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୪।୧୦ : ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢ଼ିିବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉପରାଜ୍ୟପାଳ ବିନୟ କୁମାର...

ଶାହରୁଖ୍‌ ଭାଜପାରେ ମିଶିଲେ ‘ଡ୍ରଗ୍ସ ହେବ ଚିନି’

ନୂଆଦିଲ୍ଲୀ,୨୭।୧୦: ଶାହରୁଖ୍‌ ଭାଜପାରେ ମିଶିଲେ ଡ୍ରଗ୍ସ ହେବ ଚିନି। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୂଜବଳ। ଭାଜପାର ଦୋମୁହାଁ ନୀତିକୁ ନେଇ ସେ...

୧ କେଜି ଇଡଲି-ଦୋସା ପିଠଉ ନେଲେ ୧ ବାଲ୍ଟି ପାଣି ମାଗଣା

ଚେନ୍ନାଇ, ୩୦।୬: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଭୀଷଣ ଜଳସଙ୍କଟ ଦେଖାଦେଇଛି। ଗ୍ରାମାଞ୍ଚଳରେ ସ୍ଥିତି ଭୟାବହ ଥିବାବେଳେ ସହରରେ ଲୋକେ ଚଢାଦରରେ ପାଣି କିଣି ପିଉଛନ୍ତି। ବ୍ୟବସାୟୀମାନେ...

Advertisement
Archives

Model This Week