ଜାତୀୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୨୩।୧୧: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। ଏହି ଯାତ୍ରା ଜମ୍ମୁ କଶ୍ମୀରରେ ପହଞ୍ଚିଲେ ସେ ଏଥିରେ ଯୋଗ ଦେବେ। ଦେଶର ଏକତା ଏବଂ ଅଖଣ୍ଡତା ବଜାୟ…

ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ଗୁରୁତର

ବମ୍ବେ: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ଗୁରୁତର। କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁସ୍ଥ ହେବା ପରିବର୍ତ୍ତେ ତାଙ୍କ ଅବସ୍ଥା ବେଳକୁ ବେଳ ବିଗୁଡୁଥିବା ଜଣାପଡ଼ିଛି। ଏନେଇ ଖବର ଜଣାପଡ଼ିବା ପରେ ତାଙ୍କ…

‘ଆମେ ଜିତିଲୁ, ଭାଜପା ବିଧାୟକଙ୍କୁ କିଣିନେଲା’

ଭୋପାଳ,୨୩।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମଧ୍ୟପ୍ରଦେଶରେ ଅଛି। ଏଠାରେ ସେ ବୁରହାନପୁରରେ ଏକ ରାଲିରେ ସମ୍ବୋଧିତ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମଧ୍ୟପ୍ରଦେଶରେ ଆମେ ନିର୍ବାଚନରେ ଜିତିଥିଲୁ, ଆମର ସରକାର ଥିଲା,…

ଭାଜପା ଏମ୍‌ପି ପଳାତକ ଘୋଷିତ

ଲକ୍ଷ୍ନୌ,୨୩।୧୧: ଉତ୍ତର ପ୍ରଦେଶର ଶାହାଜାହାନପୁର ଜିଲା କୋର୍ଟ ବୁଧବାର ଭାରତୀୟ ଜନତା ପାର୍ଟିର ଲୋକ ସଭା ଏମ୍‌ପି ଅରୁଣ ସାଗରଙ୍କୁ ପଳାତକ ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ ନିର୍ବାଚନ ସାମଗ୍ରୀ ଆଣିବା…

ଏବେ ସଦାମ ହୁସେନଙ୍କ ଭଳି ଦେଖାଯାଉଛନ୍ତି ରାହୁଲ ଗାନ୍ଧୀ: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୨୩।୧୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ ହୁସେନ ଭଳି ଦେଖାଯାଉଛନ୍ତି ବୋଲି ହିମନ୍ତ କହିଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନ…

କଂଗ୍ରେସ ଦେଶକୁ ବରବାଦ କରିଦେଇଛି: ମୋଦି

ନୂଆଦିଲ୍ଲୀ, ୨୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦୋହାଦ ଜିଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆଦିବାସୀମାନେ ଆମର ଭାଇ ଓ ଭଉଣୀ। ଦେଶର ସ୍ବାଧୀନତା କ୍ଷେତ୍ରରେ ତାଙ୍କର ବହୁତ ଅବଦାନ ରହିଛି।…

ବାଂଲାଦେଶୀ ଶରଣାର୍ଥୀ ଭାରତର ନାଗରିକ : ମମତା…

କୋଲକାତା,୨୩।୧୧ : ଦେଶରେ ସିଏଏ ଲାଗୁ ହେବା ନେଇ ଚର୍ଚ୍ଚା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବାଂଲାଦେଶରୁ ଆସିଥିବା ଶରଣାର୍ଥୀମାନେ ଭାରତର ନାଗରିକ। ସିଏଏ ନାମରେ ଲୋକଙ୍କୁ…

କର୍ମଚାରୀ ଛଟେଇ ନେଇ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କଲା ଶ୍ରମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୩।୧୧ : କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରୁଥିବାରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କରାଯାଇଛି। ବୁଧବାର ବେଙ୍ଗାଲୁରୁରେ ଡେପୁଟି ଲେବର କମିଶନରଙ୍କ ନିକଟରେ ହାଜର ହେବାକୁ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତିରେ ଲେଖିଛି, ତୁମକୁ…

ବରିଷ୍ଠତା ଆଧାରରେ ହୋଇଥାଏ ସିଇସିଙ୍କ ନିଯୁକ୍ତି : ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୨୩।୧୧ : ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରତ୍ୟେକ ଥର ବରିଷ୍ଠତା ଆଧାରରେ ଏହି ନିଯୁକ୍ତି କରାଯାଇଥାଏ। ଆମକୁ କେବଳ ସିଇସି…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଫାରୁକ ଅବଦୁୁଲ୍ଲା

ନୂଆଦିଲ୍ଲୀ,୨୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା। ଯେତେବେଳେ ଏହି ଯାତ୍ରା ଲଖନପୁର ଅର୍ଥାତ୍‌ ଯେଉଁଠି ଜମ୍ମୁ-କଶ୍ମୀର ଆରମ୍ଭ ହେଉଛି ସେଠାରେ ପହଞ୍ଚିବା…

ସିଭି ଆନନ୍ଦ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନେଲେ ଶପଥ…

କୋଲକାତା,୨୩।୧୧ : ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ସିଭି ଆନନ୍ଦ ବୋଷ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ମଧ୍ୟ ସିଏମ ମମତାଙ୍କୁ ଭେଟିଥିଲେ।…

ଡ୍ୟୁଟିରେ ନିଦ: ନିଲମ୍ବିତ ସିଆଇଏସଏଫ୍‌ ଗାର୍ଡଙ୍କ ଆବେଦନ ଖାରଜ…

ମୁମ୍ବାଇ,୨୩।୧୧ : ଡ୍ୟୁଟିରେ ଥିବାବେଳେ ଶୋଇବା କାରଣରୁ ନିଲମ୍ବିତ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଗାର୍ଡଙ୍କ ଦଣ୍ଡାଦେଶ କୋହଳ କରିବାକୁ ବମ୍ବେ ହାଇକୋର୍ଟ ମନା କରି ଦେଇଛନ୍ତି। ତାଙ୍କୁ ନାଗପୁରର ମାଉଡା ଥର୍ମାଲ ପାୱାର ପ୍ଲାଣ୍ଟରେ ପୋଷ୍ଟ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?