ଜାତୀୟ

ବିମୁଦ୍ରୀକରଣ ରେକର୍ଡ ଦାଖଲ ପାଇଁ କେନ୍ଦ୍ର-ଆରବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୧୨ : ବିମୁଦ୍ରୀକରଣ ରେକର୍ଡ ଦାଖଲ ପାଇଁ ବୁଧବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ରେ ୧୦୦୦ ଏବଂ ୫୦୦୦ ଟଙ୍କିଆ ନୋଟ ଅଚଳ କରିବାକୁ ସରକାରଙ୍କ ନିଷ୍ପତ୍ତି…

ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ଦୈନିକ ସଂକ୍ରମଣ…

ବିଜୟ ପରେ  ବି ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ଖେଳିବାକୁ ପଡିବ ପର୍ଦ୍ଦାପଛରେ ଖେଳ…

ନୂଆଦିଲ୍ଲୀ,୭।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନରେ ୨୫୦ ଟି ଆସନ ପାଇଁ ଭାଜପା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଏଏପି ଭାଜପାକୁ ୧୫ ବର୍ଷର କ୍ଷମତାରୁ ହଟାଇଛି। ଏମସିଡିରେ ମେୟର ହେବାକୁ ୧୨୬ଟି…

ଏମସିଡି ନିର୍ବାଚନ: ୧୫ ବର୍ଷର ଭାଜପା କ୍ଷମତା ଉପରେ ଏଏପିର ଝାଡୁ ପାହାର…

ନୂଆଦିଲ୍ଲୀ,୭।୧୨ : ଏମସିଡି ନିର୍ବାଚନର ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ଆସନ ମଧ୍ୟରୁ ୧୯୬ ଟି ଆସନର ଫଳାଫଳ ଆସିଛି। ସେଥିମଧ୍ୟରୁ ଆମ ଆଦମୀ ପାର୍ଟି ୧୦୬ ଟି ଆସନ, ଭାଜପା ୮୪, କଂଗ୍ରେସ ୫ ଏବଂ…

ହନିଟ୍ରାପ୍‌ ଜରିଆରେ ବ୍ୟବସାୟୀଙ୍କଠୁଁ ଲୁଟିଛନ୍ତି ୮୦ ଲକ୍ଷ: ୟୁଟ୍ୟବରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୭।୧୨: ହନିଟ୍ରାପ୍‌ ମାଧ୍ୟମରେ ଜଣେ ୟୁଟ୍ୟୁବର ଜଣେ ବ୍ୟବସାୟୀଙ୍କଠାରୁ ୮୦ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ଗୁରୁଗ୍ରାମ୍‌ ପୋଲିସ ସୋମବାର ବିଳମ୍ବିତ ରାତିରେ ୟୁଟ୍ୟୁବରଙ୍କୁ ଦିଲ୍ଲୀରୁ ଗିରଫ କରିଛି। ୨୨ବର୍ଷୀୟ ନାମ୍‌ରା କାଦିରଙ୍କୁ ପୋଲିସ…

ପାଣ୍ଠି ସଂଗ୍ରହ ପାଇଁ ବିଜ୍ଞାପନରେ ଶିଶୁଙ୍କ ଦୟନୀୟ ସ୍ଥିତି ଦେଖାଇବାକୁ ବାରଣ କଲା ଏନ୍‌ସିପିସିଆର

ନୂଆଦିଲ୍ଲୀ,୭।୧୨: ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର୍‌) ପକ୍ଷରୁ ବୁଧବାର ଏକ ନୋଟିସ୍‌ ଜାରି କରାଯାଇଛି। ଅଣ-ସରକାରୀ ସଂଗଠନଗୁଡିକୁ (ଏନ୍‌ଜିଓ) ପାଣ୍ଠି ସଂଗ୍ରହ ପାଇଁ ବିଜ୍ଞାପନରେ ଶିଶୁଙ୍କର ଦୟନୀୟ ସ୍ଥିତି ନ ଦେଖାଇବାକୁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ସଂସଦରେ…

ସାଧାରଣ ଲୋକଙ୍କୁ ଝଟ୍‌କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି।…

ଘରକୁ ଘର ପ୍ରଚାର ଲାଗି ଭାଜପା ନେତାଙ୍କୁ କହିଲେ ନଡ୍ଡା

ନୂଆଦିଲ୍ଲୀ,୭।୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରକୁ ଘର ଯାଇ ଲୋକଙ୍କ ସହ ଭାବାତ୍ମକ ସମ୍ପର୍କ ରଖିବାକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଙ୍ଗଳବାର ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।…

୩୧% ମହିଳାଙ୍କ ପାଖରେ ଫୋନ୍‌

ନୂଆଦିଲ୍ଲୀ,୭।୧୨: ଭାରତରେ ୩୧% ମହିଳାଙ୍କ ନିକଟରେ ନିଜସ୍ବ ଫୋନ୍‌ ରହିଛି। ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍‌ ସଂଖ୍ୟାରେ ଫୋନ୍‌ ବ୍ୟବହାର କରୁଥିବା ଅକ୍ସଫାମ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦେଶରେ ମୋଟ ୬୦% ପୁରୁଷଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ୍‌…

୮ଟାରୁ ଆରମ୍ଭ ହେବ ଏମ୍‌ସିଡି ନିର୍ବାଚନ ଭୋଟ ଗଣନା

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନ ପାଇଁ ବୁଧବାର ଭୋଟ ଗଣନା ହେବ। ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ। ୧୦ ହଜାରରୁ ଅଧିକ କର୍ମଚାରୀ ୪୨ଟି ମତଦାନ କେନ୍ଦ୍ରରେ ଭୋଟ ଗଣନା କରିବେ। ସମସ୍ତ ୱାର୍ଡରେ…

୩୩ ସପ୍ତାହରେ ଗର୍ଭପାତକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୭।୧୨(ପି.ଟି.): ଭ୍ରୂଣର ମସ୍ତିଷ୍କରେ ଅସ୍ବାଭାବିକତା ଥିବାରୁ ଜଣେ ୨୬ ବର୍ଷୀୟା ମହିଳା ଗର୍ଭପାତ କରିବା ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। ଭ୍ରୂଣରେ ସମସ୍ୟା ଯୋଗୁ ତାଙ୍କର ମାନସିକ ଏବଂ ସାମାଜିକ ସ୍ବାସ୍ଥ୍ୟ ତଥା ଶିଶୁର ସ୍ବାସ୍ଥ୍ୟକୁ ଚିନ୍ତା କରି ସେ…

ଓ୍ବାଇଏସ୍‌ଆର୍‌ସି ନେତାଙ୍କୁ ଛୁରିଭୁସି ହତ୍ୟା

ଶ୍ରୀକାକୁଲମ,୭।୧୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ନେତାଙ୍କୁ ମଙ୍ଗଳବାର ହତ୍ୟା କରାଯାଇଛି। ବରତମ ରାମଶେଶୁ(୫୨) ଗାରା ଏମ୍‌ପିପିର ଉପସଭାପତି ଏବଂ ଶ୍ରୀକାକୁଲମ ଗ୍ରାମର ପୂର୍ବତନ ସରପଞ୍ଚ। ବିଭିନ୍ନ ବ୍ୟବସାୟ ସହ ସେ ସମ୍ପୃକ୍ତ ଥିଲେ। ସେ ପ୍ରାତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?