ହିମାଚଳ ପ୍ରଦେଶରେ ଅମିତ ଶାହା କହିଲେ ମିଥ୍ୟା ପ୍ରତିଶ୍ରୁତି ଦିଏ କଂଗ୍ରେସ, ଏବେ ପ୍ରତିଥର ଫେରିବ ଭାଜପା
ଶିମଲା,୧୦ ।୧୧: ହିମାଚଳ ପ୍ରଧୋ ବିଧାନସଭା ବାଇଁ ଗୁରୁବାର ହେଉଛି ପ୍ରଚାର ପାଇଁ ଶେଷ ଦିନ । ଏହି କ୍ରମରେ ଗୁରୁବାର ସ୍ୱରାଷ୍ଟୟ ମନ୍ତ୍ରୀ ଅମିତ ଶାହା ହିମାଚଳର ସୁଲହରେ ଏକ ଜନସଭାକୁ ସମ୍ବୋଧିତ କରଛନ୍ତି । ଏଥିରେ ସେ କଂଗ୍ରେସକୁ…
ଭଗବାନ କୃଷ୍ଣଙ୍କ ସହ ଝିଅକୁ ବିବାହ କରାଇଲେ ଏହି ବ୍ୟକ୍ତି: କାରଣ ଜାଣିଲେ କରିବେ ବାଃ ବାଃ
ଗ୍ବାଲିଅର,୧୦।୧୧: ନିକଟରେ ମଧ୍ୟପ୍ରଦେଶର ଗ୍ବାଲିଅର୍ ସହରରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ଝିଅ ବିବାହ କୌଣସି ସାଧାରଣ ଯୁବକଙ୍କ ସହ ନୁହେଁ ବରଂ ଭଗବାନ କୃଷ୍ଣଙ୍କ ସହ କରାଛନ୍ତି। ଗ୍ବାଲିଅର ଜିଲାର ମୋହାନାର ବାସିନ୍ଦା…
ମୈନପୁରୀରୁ ଲଢ଼ିବେ ଡିମ୍ପଲ…
ଲକ୍ଷ୍ନୌ,୧୦।୧୧ : ସମାଜବାଦୀ ପାର୍ଟି ପକ୍ଷରୁ ମୈନପୁରୀ ଲୋକସଭା ଉପ-ନିର୍ବାଚନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ଏସପି ତାଙ୍କ ନାମ ଘୋଷଣା କରିଛି। ଏସପି ପୃଷ୍ଠପୋଷକ…
ଦିଲ୍ଲୀ ଯାଇ ମୋଦିଙ୍କୁ ଭେଟିବି: ସଞ୍ଜୟ
ନୂଆଦିଲ୍ଲୀ,୧୦।୧୧: ପତ୍ରା ଚଲ ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଚୟ ରାଉତ ତିନି ମାସ ପରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। ଜେଲ୍ରୁ ମୁକୁଳିବାର ଦିନକ ପରେ ସେ ଗଣମାଧ୍ୟମରେ ନିଜ ମତ ରଖିଛନ୍ତି। ସେ ନ୍ୟାୟପାଳିକା ଉପରେ ଆସ୍ଥା ପ୍ରକାଶ…
ଭାଜପାର ୧୬୦ ପ୍ରାର୍ଥୀ ତାଲିକାରେ ୩୮ ନୂଆ ଚେହେରା…
ଅହମଦାବାଦ,୧୦।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବହୁ ବିଚାର ବିମର୍ଷ ପରେ ଭାଜପା ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି ମୋଟ ୧୮୨ ଟି ଆସନ ମଧ୍ୟରୁ ୧୬୦ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ କ୍ରିକେଟର ରବିନ୍ଦ୍ର…
ଚ୍ୟାନେଲ ପାଇଁ କେନ୍ଦ୍ରର ନୂଆ ନିୟମ, ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ୩୦ ମିନିଟ ପ୍ରସାରଣ ଅନିବାର୍ଯ୍ୟ…
ନୂଆଦିଲ୍ଲୀ,୧୦।୧୧ :ଭାରତକୁ ଏକ ପ୍ରମୁଖ ଅପଲିଙ୍କିଂ ହବ ଭାବରେ ପ୍ରୋଜେକ୍ଟ କରିବାକୁ ସରକାର ଟେଲିଭିଜନ ଚ୍ୟାନେଲଗୁଡିକର ଅନୁପାଳନ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି ଏବଂ ମୁଖ୍ୟତଃ ମନୋରଞ୍ଜନ ଚ୍ୟାନେଲଗୁଡିକ ପାଇଁ ୩୦ମିନିଟର ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ଥିବା ପ୍ରସାରଣକୁ ବାଧ୍ୟତାମୂଳକ କରିଛନ୍ତି।…
ହିମାଳୟରେ ଆସିବ ବିନାଶକାରୀ ଭୂକମ୍ପ : ଚେତାବନୀ ଦେଲେ ବୈଜ୍ଞାନିକ…
ନୂଆଦିଲ୍ଲୀ,୧୦।୧୧ : ହିମାଳୟ ଅଞ୍ଚଳରେ ଏକ ବଡ଼ ଧରଣର ବିନାଶକାରୀ ଭୂକମ୍ପ ହେବାର ଆଶଙ୍କା ରହିଛି। ତେବେ ଏହା କେବେ ହେବ ତାହାର ପୂର୍ବାନୁମାନ କରାଯିବା କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଭୟଭୀତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ…
ଥରିଲା ଅରୁଣାଚଳ ପ୍ରଦେଶ
ଇଟାନଗର,୧୦।୧୧: ଗୁରୁବାର ଅରୁଣାଚଳ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ରେ ମାପ କରାଯାଇଥିଲା। ଭୂକମ୍ପ ଯୋଗୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଭୂମି ଥରିଥିଲା। ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ଏପର୍ଯ୍ୟନ୍ତ ଆସିନାହିଁ। ଏହାପୂର୍ବରୁ ଆଜି…
ଗୁଜରାଟ ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା, କ୍ରିକେଟର ଜାଡେଜାଙ୍କ ସ୍ତ୍ରୀଙ୍କୁ ଟିକଟ…
ଅହମଦାବାଦ,୧୦।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘାଟଲୋଡିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥି…
ଝିଅ ରୋହିଣୀ ଲାଲୁଙ୍କୁ ଦେବେ କିଡନୀ, ସିଙ୍ଗାପୁରରେ ଚଳିତ ମାସରେ ହେବ ପ୍ରତିରୋପଣ…
ପଟନା,୧୦।୧୧ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ କିଡନୀ ପ୍ରତିରୋପଣ କରିବେ। ତାଙ୍କ ଝିଅ ରୋହିନୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଦେବେ । ଲାଲୁ ଯାଦବ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ସେ ଶୀଘ୍ର…
ସବୁ କାମରେ ହସ୍ତକ୍ଷେପ କରୁଛନ୍ତି ଉପରାଜ୍ୟପାଳ, ଏଏପି ସରକାରଙ୍କ ଅଭିଯୋଗ…
ନୂଆଦିଲ୍ଲୀ,୧୦।୧୧ : ଦିଲ୍ଲୀରେ ଉପରାଜ୍ୟପାଳ ଭି.କେ ସାକ୍ସେନା ଏବଂ ଆମ ଆଦମୀ ପାର୍ଟି (ଏଏପି) ସରକାର ମଧ୍ୟରେ ବିବାଦ ଥମିବାର ନା ଧରୁନି। ମୁଖ୍ୟନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ସରକାର ବର୍ତ୍ତମାନ ସୁପ୍ରିମକୋର୍ଟରେ ଉପରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି…
ଋଣ ବୋଝ ହେଳା କାଳ: ବିଷ ପିଇଲେ ଗୋଟିଏ ପରିବାରର ୬ ସଦସ୍ୟ
ପାଟନା,୧୦।୧୧: ବିହାରର ନୱାଡା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ବୋଝ ଯୋଗୁ ଗୋଟିଏ ପରିବାର ୬ ସଦସ୍ୟ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଏଥିମଧ୍ୟରୁ ଜଣଙ୍କ ଜୀବନ ବଞ୍ଚିଯାଇଥିବାଥିବାବେଳେ ବାକି ୫ ଜଣଙ୍କ ମୃତ୍ୟୁ ହୋଇଛି। ପରିବାରର ମୁଖ୍ୟ…
Archives


