ଜାତୀୟ

ଭାରତର ପ୍ରଥମ ଘରୋଇ ରକେଟ୍‌ ଲଞ୍ଚ୍‌ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୯।୧୧: ହାଇଦ୍ରାବାଦର ଘରୋଇ କମ୍ପାନୀ ସ୍କାଏରୁଟ୍‌ ଏରୋସ୍ପେସ୍‌ ପ୍ରସ୍ତୁତ ପ୍ରଥମ ରକେଟ ବିକ୍ରମ-ଏସ୍‌ ଆସନ୍ତା ୧୨ରୁ ୧୬ ତାରିଖ ମଧ୍ୟରେ ମହାକାଶକୁ ଛଡ଼ାଯିବ। ଏହି ମିଶନ୍‌ର ନାଁ ‘ପ୍ରାରମ୍ଭ’ ରଖାଯାଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଲଞ୍ଚ୍‌ପ୍ୟାଡ୍‌ରୁ ୩ଟି…

୧୪ରେ ଜ୍ଞାନବାପି ରାୟ

ବାରାଣସୀ,୯।୧୧: ଜ୍ଞାନବାପି ମସ୍‌ଜିଦ ପରିସରରେ ମିଳିଥିବା ଶିବଲିଙ୍ଗକୁ ପୂଜା କରିବା ଲାଗି ଅନୁମତି ଦେବା ନିମନ୍ତେ ଦାଏର ପିଟିଶନ ଉପରେ ରାୟ ଘୋଷଣାକୁ ବାରାଣସୀର ଫାଷ୍ଟଟ୍ରାକ୍‌ କୋର୍ଟ ନଭେମ୍ବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗତ ଅକ୍ଟୋବର ୨୭ରେ ଅଦାଲତ ଉଭୟ…

ଭୂକମ୍ପ ଝଟ୍‌କାରେ ଥରିଲା ରାଜଧାନୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ,୯।୧୧: ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତି ୧ଟା ୫୭ରେ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ରହିଛି। ଏହି ଝଟ୍‌କା କେବଳ ଦିଲ୍ଲୀ-ଏନ୍‌ସିଆରରେ ନୁହେଁ ବରଂ ପୁରା ଉତ୍ତର…

ଶିକ୍ଷା ଲାଭଦାୟକ ବ୍ୟବସାୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୧୧(ପି.ଟି.): ଲାଭ ଉପାର୍ଜନ ଲାଗି ଶିକ୍ଷା ଏକ ବ୍ୟବସାୟ ନୁହେଁ, ଟ୍ୟୁଶନ ଫି ସର୍ବଦା ଲୋକଙ୍କ ସାମର୍ଥ୍ୟ ଯୋଗ୍ୟ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିବା ସହ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ମେଡିକାଲ କଲେଜଗୁଡ଼ିକରେ ବାର୍ଷିକ ଟ୍ୟୁଶନ ଫି…

ଲିଙ୍ଗ ବଦଳାଇ ଛାତ୍ରୀଙ୍କୁ ବାହାହେଲେ ଶିକ୍ଷୟିତ୍ରୀ

ଜୟପୁର, ୯ା୧୧: ନିଜ ପ୍ରେମିକାଙ୍କୁ ଜୀବନସାଥୀ କରିବା ପାଇଁ ରାଜସ୍ଥାନର ଜଣେ ଶିକ୍ଷୟିତ୍ରୀ ନେଇଛନ୍ତି ଏକ ଭିନ୍ନ ଢଙ୍ଗର ନିଷ୍ପତ୍ତି। ପିଇଟି (ଫିଜିକାଲ ଏଜୁକେଶନ୍‌ ଟିଚର୍‌) ମୀରା ନିଜ ଲିଙ୍ଗ ପରିବର୍ତ୍ତନ କରି ପ୍ରେମିକା କଳ୍ପନାଙ୍କୁ ଜୀବନସାଥୀ ଭାବେ ଆପଣାଇଛନ୍ତି। ଏବେ…

ବିଦ୍ରୋହ-ଇତିହାସ-ପେନସନ ଯୋଗୁ ହିମାଚଳରେ ଭାଜପାର ବଢୁଛି ଚିନ୍ତା…

ଶିମଲା,୮।୧୧ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମାତ୍ର ଅଳ୍ପ ଦିନ ବାକି ଅଛି। ପାହାଡି ରାଜ୍ୟରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ତେବେ ଏଥର ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ…

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା, ୩ ଡାକ୍ତର- ପୋଲିସ ଅଧିକାରୀ ଗିରଫ…

ଗୁଆହାଟି,୮।୧୧ : ଆସାମର ଡାରଙ୍ଗ ଜିଲାରେ ଜଣେ ୧୩ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପାଇଁ ଜଣେ ପୋଲିସ ସେବା ଅଧିକାରୀ ଏବଂ ତିନିଜଣ ସରକାରୀ ଡାକ୍ତରଙ୍କୁ ସିଆଡି ପକ୍ଷରୁ ଗିରଫ କରାଯାଇଛି। ଘରୋଇ…

ଗୁରୁପର୍ବ ପାଇଁ ୨୪୨୦ ଶିଖ୍‌ ତୀର୍ଥଯାତ୍ରୀଙ୍କର ପାକିସ୍ତାନ ଯାତ୍ରା…

ନୂଆଦିଲ୍ଲୀ,୮।୧୧ : ଗୁରୁପର୍ବ ପାଇଁ ୨୪୨୦ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିଛନ୍ତି। ଏସମ୍ପର୍କରେ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତୀର୍ଥଯାତ୍ରୀମାନେ ବିଭିନ୍ନ ଧାର୍ମିକସ୍ଥଳରେ ଗୁରୁନାନକ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବେ। ୪୩୩ ଜଣ ଭାରତୀୟ…

ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି କରିଥିଲେ ବିମୁଦ୍ରୀକରଣ: ରାହୁଲ …

ନୂଆଦିଲ୍ଲୀ,୮।୧୧ : ବିମୁଦ୍ରୀକରଣର ୬ ବର୍ଷ ପୂରଣ ଅବସରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି ଏହା କରିଥିଲେ।…

ମହାମାରୀର ସବୁଠାରୁ ଭୟାବହ ସମୟ ଏବେ ବିତି ଯାଇଛିି…

ନୂଆଦିଲ୍ଲୀ,୮।୧୧ : ଆମେରିକା ସରକାରଙ୍କ କୋଭିଡ-୧୯ ପ୍ରତିକ୍ରିୟା ସଂଯୋଜକ ଡାକ୍ତର ଆଶିଷ କୁମାର ଝା କହିଛନ୍ତି ଯେ ମହାମାରୀ ସମାପ୍ତ ହୋଇ ନଥାଇ ପାରେ କିନ୍ତୁ ସବୁଠାରୁ ଭୟାବହ ଦିନଗୁଡ଼ିକ ଏବେ ବିତି ଯାଇଛି। ମଙ୍ଗଳବାର ସେ କହିଛନ୍ତି ଯେ ବିଶ୍ୱର…

ନିର୍ବାଚନ ପୂର୍ବରୁ ଭାଜପା ମେଣ୍ଟକୁ ଝଟ୍‌କା, ଆଇପିଏଫଟି ବିଧାୟକ ଦେଲେ ଇସ୍ତଫା…

ଅଗରତାଲା,୮।୧୧ : ଆସନ୍ତା ବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ଭାଜପା ମେଣ୍ଟକୁ ଝଟ୍‌କା ଲାଗିଛି। ଭାଜପାର ସହଯୋଗୀ ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା (ଆଇପିଏଫଟି) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଇପିଏଫଟିର…

ହିନ୍ଦୁ ଶବ୍ଦକୁ ନେଇ ପୁଣି କହିଲେ ବିଧାୟକ, ଭୁଲ କହିଥିବା ପ୍ରମାଣିତ ହେଲେ ପଦରୁ ଦେବି ଇସ୍ତଫା …

ବେଙ୍ଗାଲୁରୁ,୮।୧୧ : ହିନ୍ଦୁ ଶବ୍ଦକୁ ନେଇ କର୍ନାଟକ କଂଗ୍ରେସର କାର୍ଯ୍ୟରତ ରାଜ୍ୟ ଅଧ୍ୟକ୍ଷ ସତୀଶ ଜରକିହୋଲିଙ୍କ ମନ୍ତବ୍ୟକୁ ନେଇ ଉଠାଯାଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ବିବୃତ୍ତି ପରେ, କଂଗ୍ରେସ ସତୀଶଙ୍କଠାରୁ ନିଜକୁ ଦୂରେଇ ରଖିଛି। ଏଥି ସହିତ ଭାରତୀୟ ଜନତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri