ଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ

ଅହମ୍ମଦାବାଦ,୭।୧୨: ଅର୍ଥନୀତିଜ୍ଞ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯୋଗିନ୍ଦର କେ. ଅଲାଘ ମଙ୍ଗଳବାର ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ୮୩ ବର୍ଷୀୟ ଯୋଗିନ୍ଦର ବାର୍ଦ୍ଧକ୍ୟ କାରଣରୁ ବହୁବିଧ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବେ ସର୍ଦ୍ଦାର ପଟେଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍‌ ଆଣ୍ଡ୍‌ ସୋସିଆଲ…

ବରଣମାଳା ପିନ୍ଧାଇଲା ବେଳେ କନ୍ୟାଙ୍କ ମୃତ୍ୟୁ

ଲକ୍ଷ୍ନୌ,୭।୧୨: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଶିବାଙ୍ଗୀ ନାମ୍ନୀ ଜଣେ ଯୁବତୀଙ୍କର ବିବାହ ମଣ୍ଡପରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବାହାଘର ଦିନ ବିବାହ ମଣ୍ଡପରେ ବର, କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଉଥିବାବେଳେ ଶିବାଙ୍ଗୀ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଘରଲୋକେ ତାଙ୍କୁ…

ଭାରତ ମହାସାଗରରେ ଚାଇନା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ, ୭।୧୨: ଭାରତ ବଙ୍ଗୋପସାଗରରେ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷା କରିବାକୁ ଥିବାବେଳେ ଏହା ପୂର୍ବରୁ ବିଭିନ୍ନ ଟ୍ରାକିଂ ଏବଂ ପର୍ଯ୍ୟବେକ୍ଷଣ ଉପକରଣ ସଂଯୋଗ ହୋଇଥିବା ଚାଇନାର ଗୁପ୍ତଚର ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌-୫ ଭାରତ ମହାସାଗର ଅଞ୍ଚଳରେ ପ୍ରବେଶ କରିଛି।…

ଲୁଡ଼ୁ ନିଶାରେ ରେଣୁ ସର୍ବସ୍ବାନ୍ତ

ଲକ୍ଷ୍ନୌ,୭ା୧୨: ଜୁଆ ଖେଳିଲେ ସର୍ବସ୍ବାନ୍ତ ହେବା ଥୟ ବୋଲି ମହାଭାରତ ଆମକୁ ଶିଖାଇଛି। ଏଭଳି ଅନେକ ଦୃଷ୍ଟାନ୍ତ ଥାଇ ମଧ୍ୟ ସଚେତନ ନ ହେବାର ମାନେ ହେଉଛି, ବିପତ୍ତିକୁ ଡାକିବା। ଉତ୍ତରପ୍ରଦେଶର ରେଣୁଙ୍କ ପାଖକୁ ଜୟପୁରରେ ଥିବା ତାଙ୍କ ସ୍ବାମୀ ଟଙ୍କା…

‘ଖାଲି ପେଟରେ କେହି ନିଦ୍ରା ନ ଯାଆନ୍ତୁ’

ନୂଆଦିଲ୍ଲୀ,୭ା୧୨(ପି.ଟି.): କେହି ଯେପରି ଖାଲି ପେଟରେ ନିଦ୍ରା ନ ଯାଆନ୍ତି, ତାହା ସୁନିଶ୍ଚିତ କରିବା ଆମ ସଂସ୍କୃତି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ଖାଦ୍ୟଶସ୍ୟ ଯେପରି ଶେଷ ବ୍ୟକ୍ତି ପାଖରେ ପହଞ୍ଚତ୍ବ ତାହା ଦେଖିବାକୁ…

ଆଜିଠୁ ଶୀତ ଅଧିବେଶନ

ନୂଆଦିଲ୍ଲୀ,୭ା୧୨: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୬ଟି ବିଲ୍‌ ପାରିତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଅଧିବେଶନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପାର୍ଲାମେଣ୍ଟର ଲାଇବ୍ରେରୀ ହଲ୍‌ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ…

ସଂସଦର ଶୀତକାଳୀନ ଅଧିବେଶନ: ଶାସକ-ବିରୋଧୀ ପ୍ରସ୍ତୁତ…

ନୂଆଦିଲ୍ଲୀ,୬।୧୨ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭, ବୁଧବାର ଠାରୁ ଆରମ୍ଭ ହେଉଛି । ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନର ଫଳାଫଳ ମଧ୍ୟ ଏହି ଦିନ ଆସିବ। ଡିସେମ୍ବର ୮ରେ ହିମାଚଳ ଏବଂ ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ…

କେହି ଖାଲି ପେଟରେ ନ ଶୁଅନ୍ତୁ: କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୨ : କରୋନା ମହାମାରୀ ପରେ ଲୋକଙ୍କ ରୋଜଗାର ଏବଂ ଖାଇବା ପିଇବାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଏକ ଆବେଦନ ଉପରେ ବିଚାର କରି ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, କେହି ଖାଲି ପେଟରେ ନ…

ସାବରିମାଲାରେ ହେଲିକପ୍ଟର ସେବା ବନ୍ଦ: ଭିଆଇପି ସେବା ବନ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଥିରୁଭାନନ୍ତପୁରମ୍‌,୬।୧୨ : କେରଳ ହାଇକୋର୍ଟ ସାବରିମାଲା ମନ୍ଦିରରେ ହେଲିକପ୍ଟର ସେବା ବନ୍ଦ ଲାଭତ ନିର୍ଦ୍ଦୋ ଜାରି କରିଛନ୍ତି। କୌଣସି ଭିଆଇପି ସେବା ଉପଲବ୍ଧ ନକରାଇବାକୁ କୋର୍ଟ ବିଚାରପତି ଅନୀଲ କେ ନରେନ୍ଦ୍ରନ ଏବଂ ପିଜି ଅଜିତ କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ…

ରାଷ୍ଟ୍ରପତିଙ୍କୁ ଭେଟିଲେ ମିଲିଣ୍ଡା ଗେଟ୍ସ …

ନୂଆଦିଲ୍ଲୀ,୬।୧୨ : ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନର ଉପାଧ୍ୟକ୍ଷା ମିଲିଣ୍ଡା ଫ୍ରେଞ୍ଚ ଗେଟ୍ସ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ମିଲିଣ୍ଡାଙ୍କୁ ସ୍ବାଗତ କରି ରାଷ୍ଟ୍ରପତି ଗତ ଦୁଇ ଦଶନ୍ଧି ମଧ୍ୟରେ ବିଲ ଆଣ୍ଡ ମିଲିଣ୍ଡା…

ସିଭିଲ ସର୍ଭିସେସ ମେନ ପରୀକ୍ଷା -୨୦୨୨ର ଫଳ ପ୍ରକାଶ…

ନୂଆଦିଲ୍ଲୀ,୬।୧୨ : ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ସିଭିଲ ସର୍ଭିସେସ ମେନ ପରୀକ୍ଷା ୨୦୨୨ ର ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ upsc.gov.in ରେ ଫଳାଫଳ ଯାଞ୍ଚ କରିପାରିବେ। ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୧୬…

ଆଇସିଏମ୍‌ଆର ଓ୍ବେବସାଇଟ୍‌ ହ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହ୍ୟାକର, ୨୪ ଘଣ୍ଟାରେ ୬ ହଜାର ଥର ହ୍ୟାକ୍‌ ଉଦ୍ୟମ…

ନୂଆଦିଲ୍ଲୀ,୬।୧୨ : ବର୍ତ୍ତମାନ ଦେଶରେ ସାଇବର ଆକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ନିକଟରେ ଦିଲ୍ଲୀ ଏମ୍ସ୍‌ର ସର୍ଭରରେ ଏକ ସାଇବର ଆଟାକ କରାଯାଇଥିଲା। ସର୍ଭର ଡାଉନ ଯୋଗୁ ସମସ୍ତ କାର୍ଯ୍ୟ ଅନେକ ଦିନ ପାଇଁ ମାନୁଆଲରେ କରାଯାଇଥିଲା। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?