ଜାତୀୟ

ନିଜକୁ ଗୁଳି ମାରିଲେ ବ୍ୟକ୍ତି: ସୁଇସାଇଡ୍‌ ନୋଟ୍‌ ଭାଜପା ବିଧାୟକଙ୍କ ସମେତ ୬ ଜଣଙ୍କ ନାଁ

ବେଙ୍ଗାଲୁରୁ,୨।୧:କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ୪୭ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଛାଡି ଦିଆଯାଇଥିବା ସୁଇସାଇଡ୍‌ ନୋଟ୍‌ରେ ମୃତ ବ୍ୟକ୍ତି ଜଣଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଅରବିନ୍ଦ ଲିମ୍ବାବାଲିଙ୍କ ସମେତ ୬ ଜଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ…

୨୦୨୪ ଲୋକସଭା ନିର୍ବାଚନର ସେମିଫାଇନାଲ ହେବ ୯ ରାଜ୍ୟର ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ,୨।୧ : ଚଳିତ ବର୍ଷ ଦେଶର ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନର ସେମିଫାଇନାଲ ଭାବରେ ବିବେଚନା କରାଯାଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି। ଉତ୍ତର-ପୂର୍ବ ରାଜ୍ୟ…

ଇଡ଼ିର କାର୍ଯ୍ୟ ପ୍ରଣାଳୀ ହେବ ତ୍ୱରାନ୍ବିତ : ସିଇଡିଓଏସର ନେବ ସହାୟତା…

ନୂଆଦିଲ୍ଲୀ,୨।୧ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର (ଇଡ଼ି)ର କାର୍ଯ୍ୟ ପ୍ରଣାଳୀ ତ୍ୱରାନ୍ବିତ ହେବାକୁ ଯାଉଛି। ରିପୋର୍ଟ ହୋଇଛି ଯେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏକ ସ୍ବତନ୍ତ୍ର ସଫ୍ଟୱେୟାରରେ କାମ କରୁଛି, ଯାହା ସାହାଯ୍ୟରେ ଏହା ଅନ୍ୟ ଏଜେନ୍ସିର ତଥ୍ୟ ମଧ୍ୟ ପାଇପାରିବ। ସେଣ୍ଟ୍ରାଲ…

ପ୍ରାଣୀଙ୍କ ପାଇଁ ଆରମ୍ଭ ହେଲା ଦେଶର ପ୍ରଥମ ମୋବାଇଲ ଆଇଭିଏଫ ଭ୍ୟାନ

ଆମରେଲି,୨ ।୧: ଦେଶରେ ପ୍ରାଣୀଙ୍କ ପାଇଁ ଇନ ଭିଟ୍ରୋ ଫର୍ଟିଲାଇଜେଶନ ଆଇଭିଏଫ ପାଇଁ ପ୍ରଥମ ଚାଳିତ ଲ୍ୟାବର ଲୋକାର୍ପଣ ଗୁଜରାଟର ଆମରେଲିରେ ସନ୍ଥ ମୁରାର ବାପୁ ଓ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କରିଛନ୍ତି । ଏହା ମାଧ୍ୟମରେ ସର୍ବୋତ୍ତମ ପ୍ରଜାତିର ସାହିୱାଲ…

ଏବେ ଥରିଲା ମେଘାଳୟ

ଶିଲଂ,୨ ।୧: ନୂଆ ବର୍ଷର ପ୍ରଥମ ଦିନରେ ଦେଶରେ ତିନୋଟି ଭୂକମ୍ପ ଅନୁଭୁତ ହୋଇଥିବା ବେଳେ ବିଳମ୍ବିତ ରାତିରେ ଆଉ ଏକ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏଥର ଦୋହଲିଛି ମେଘାଳୟ । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନସିଏସ)ପକ୍ଷରୁ କୁହାଯାଇଛି…

୨୦୨୨ରେ ୩୧ ହଜାର ମହିଳା ବିରୋଧୀ ଅପରାଧ

ନୂଆଦିଲ୍ଲୀ,୨।୧(ପି.ଟି.): ୨୦୨୨ରେ ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ)କୁ ପାଖାପାଖି ୩୧,୦୦୦ ମହିଳା ବିରୋଧୀ ଅପରାଧ ଅଭିଯୋଗ ମିଳିଛି। ୨୦୧୪ରୁ ଏପର୍ଯ୍ୟନ୍ତ ଏହା ସର୍ବାଧିକ ହିଂସା ଅଭିଯୋଗ। ୨୦୨୧ରେ ମହିଳା ବିରୋଧୀ ହିଂସା ଅଭିଯୋଗ ସଂଖ୍ୟା ୩୦,୮୬୪ ଥିବାବେଳେ ୨୦୨୨ରେ ୩୦,୯୫୭ ଅଭିଯୋଗ ଦାଏର…

ଏମ୍‌ପି ଭାଜପା ନେତୃତ୍ୱକୁ ଉମା ଭାରତୀଙ୍କ ବିରୋଧ

ଭୋପାଳ,୨।୧ : ମଧ୍ୟପ୍ରଦେଶରେ ଭାଜପା ନେତୃତ୍ୱକୁ ଦଳର ବରିଷ୍ଠ ନେତ୍ରୀ ଉମା ଭାରତୀ କିଛିଦିନ ହେଲା ଖୋଲାଖୋଲି ବିରୋଧ କରୁଥିବା ଦେଖାଯାଇଛି। ଏପରିକି ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ବିଜୟୀ ହେବ ବୋଲି ସେ କହିଛନ୍ତି। ୨୦୧୯ରେ ସେ ଲୋକ ସଭା…

ଆଜି ବିମୁଦ୍ରୀକରଣ ରାୟ

ନୂଆଦିଲ୍ଲୀ,୨।୧(ପି.ଟି.): ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ୫୮ଟି ପିଟିଶନ ଉପରେ ସୋମବାର ରାୟ ଘୋଷଣା କରାଯିବ। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଚଳିତ ୧୦୦୦ ଓ ୫୦୦ ଟଙ୍କିଆ…

ମୁକ୍ତି ପ୍ରତୀକ୍ଷାରେ ୪ ମାସ : କାତାର ଜେଲରେ ୮ ନୌସେନା ଭେଟେରାନ୍‌

ନୂଆଦିଲ୍ଲୀ,୨ା୧: ଦେଶ ପାଇଁ ସେବା ପ୍ରଦାନରେ ନିଷ୍କଳଙ୍କ କ୍ୟାରିୟର, ସର୍ଭିସ ରେକର୍ଡରେ ଟିକିଏ ବି ଦାଗ ନାହିଁ। ତଥାପି ଭାରତୀୟ ନୌସେନାର ୮ ଜଣ ଅବସରପ୍ରାପ୍ତ ଅଧିକାରୀ କାତାରସ୍ଥିତ ଦୋହା ଜେଲରେ ୪ ମାସ ହେଲା ବନ୍ଦୀ ଅଛନ୍ତି। ସେମାନଙ୍କୁ ଯଥାଶୀଘ୍ର…

ସହରାଞ୍ଚଳରେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ,୨ା୧ : ୨୦୨୨ ନଭେମ୍ବରରେ ଦେଶରେ ବେକାରି ହାର ୮% ଥିବାବେଳେ ଡିସେମ୍ବର ମାସରେ ଏହା ୮.୩୦%କୁ ବୃଦ୍ଧି ପାଇଛି। ବେରୋଜଗାରୀ ବୃଦ୍ଧିରେ ଏହା ଗତ ୧୬ ମାସରେ ସର୍ବାଧିକ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ତଥ୍ୟରୁ…

୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଡ୍ରଗ୍ସ ଜବତ: ଆଫ୍ରିକୀୟ ମହିଳାଙ୍କ ସମେତ ୩ ଗିରଫ

ମୁମ୍ବାଇ,୨।୧:ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲର ଘାଟକୋପର ୟୁନିଟ ମହିମ ଏବଂ ବିରାର ଅଞ୍ଚଳରୁ ୬୧୦ ଗ୍ରାମ ଏମଡି ଡ୍ରଗ୍ସ ଜବତ କରିଛି। ଏହି ମାମଲାରେ ଆଫ୍ରିକୀୟ ମହିଳାଙ୍କ ସମେତ ୩ଜଣଙ୍କୁ ପୋଲିସ ଗିରଫ କରିଛି। ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ…

ବଡ଼ ଟ୍ରେନ୍‌ ଦୁର୍ଘଟଣା: ୧୧ ବଗି ଲାଇନଚ୍ୟୁତ

ଜୟପୁର,୨।୧: ରାଜସ୍ଥାନରେ ସୋମବାର ଭୋରରୁ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଛି। ବାନ୍ଦ୍ରା ଟର୍ମିନାସ-ଯୋଧପୁର ସୁର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଭୋର ପ୍ରାୟ ୩.୨୭ରେ ଏହି ଦୁର୍ଘଟଣା ଘଟିଛି। ଉତ୍ତର ପଶ୍ଚିମ ରେଳବାଇର ସିପିଆରଓ କହିଛନ୍ତି, ଯୋଧପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?