୩ ପରିବାର ଉପରକୁ ଆତଙ୍କବାଦୀ ଆକ୍ରମଣ: ୩ ମୃତ, ୭ ଆହତ
ଶ୍ରୀନଗର,୨।୧: ଜମ୍ମୁ କଶ୍ମୀରର ରାଜୌରିସ୍ଥିତ ଡାଙ୍ଗ୍ରି ଗ୍ରାମରେ ୩ ପରିବାର ଉପରକୁ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୩ ଜଣଙ୍କର ମୃତ୍ୟୁ ହେବା ସହିତ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଉପର…
କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି
ନାସିକ୍,୧।୧: ମହାରାଷ୍ଟ୍ରର ନାସିକ୍ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ମହିଳାଙ୍କ ସହ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ…
ତେଜୁଛି ଆନ୍ଦୋଳନ: ଇଣ୍ଡିଆ ଗେଟ୍ ଆଗରେ ବିଶାଳ ବିକ୍ଷୋଭ
ନୂଆଦିଲ୍ଲୀ,୧।୧: ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ସାମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳ ଘୋଷଣା ପରେ ଏହା ବିରୋଧରେ ଜୈନ ସମ୍ପ୍ରଦାୟର ସଦସ୍ୟମାନେ ବିଭିନ୍ନ ସହରରେ ବିକ୍ଷୋଭ କରିଆସୁଛନ୍ତି। ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଆଗରେ ଜୈନ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ…
ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଦଳାଚକଟା
ହାଇଦ୍ରାବାଦ୍,୧।୧: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଥରେ ରବିବାର ଦଳାଚକଡା ହୋଇଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଚାରି ଦିନ ମଧ୍ୟରେ ଦ୍ୱିତୀୟ ଥର ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟା ଘଟିଛି। ଗତ ବୁଧବାର ରାଜ୍ୟର ନେଲୋର…
ଯବାନଙ୍କଠାରୁ ବନ୍ଧୁକ ଛଡ଼ାଇନେଲେ ଆତଙ୍କବାଦୀ
ଶ୍ରୀନଗର,୧।୧ : ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମାରେ ଆତଙ୍କବାଦୀମାନେ ପାଟ୍ରୋଲିଂ ଟିମ୍ର ଜଣେ ଅଫିସରଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଛନ୍ତି। ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ପୋଲିସ, ସେନା ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ତଲାସି ଅଭିଯାନ ଜାରି ରହିଛି। ପୁଲ୍ଓ୍ବାମା ଜିଲାର ବିଲୋ ଅଞ୍ଚଳରେ ସିଆର୍ପିଏଫ୍…
ଅଯୋଧ୍ୟା ଯିବା ପାଇଁ ଏବେଠୁ ଟିକେଟ୍ ବୁକିଂ କରିଦିଅନ୍ତୁ: ଅମିତ ଶାହା
ବେଙ୍ଗାଲୁରୁ,୧।୧: କର୍ନାଟକରେ ଏକ କାର୍ଯ୍ୟକ୍ରମ ସମୟରେ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଯୋଧ୍ୟା ଯିବାକୁ ଆଗୁଆ ଟିକେଟ ବୁକିଂ କରିଦେବାକୁ କହିଛନ୍ତି। କାରଣ ୨୦୨୪, ଜାନୁଆରୀ ୧ରେ ଭଗବାନ ରାମଙ୍କ ଈଶ୍ୱରୀୟ ଭବ୍ୟ ମନ୍ଦିର ପ୍ରସ୍ତୁତ ହୋଇଯିବ। ଏହାପୂର୍ବରୁ କର୍ନାଟକବାସୀ…
ରାଜୌରିରେ ଆତଙ୍କବାଦୀ ଆକ୍ରମଣ, ଟାର୍ଗେଟରେ ୪ ସାଧାରଣ ନାଗରିକ
ରଜୌରି,୧ ।୧: ଜମ୍ମୁ-କଶ୍ମୀରର ରାଜୌରିରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ବର୍ଷର ପ୍ରଥମ ଦିନରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ୪ ଜଣ ସାଧାରଣ ନାଗରିକଙ୍କୁ ଗୁଳି କରିବାରୁ ସେମାନେ ଆହତ ହୋଇଛନ୍ତି…
ଭାରତରେ ୪୮,୬୨୪ ଟୁଇଟର୍ ଆକାଉଣ୍ଟକୁ ବ୍ୟାନ୍
ନୂଆଦିଲ୍ଲୀ,୧।୧: ଏଲନ ମସ୍କଙ୍କ ଦ୍ୱାରା ପରିଚାଳିତ ଟୁଇଟର ଅକ୍ଟୋବର ୨୬ ରୁ ନଭେମ୍ବର ୨୫ ମଧ୍ୟରେ ଭାରତରେ ଶିଶୁ ଯୌନ ଶୋଷଣ ଏବଂ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଥିବା ୪୫,୫୮୯ ଆକାଉଣ୍ଟକୁ ବ୍ୟାନ୍ କରିଛି। ଏଥି ସହିତ, ଟୁଇଟର୍ ମଧ୍ୟ ଦେଶରେ ଏହାର…
ନୂଆବର୍ଷର ପ୍ରଥମ ଦିନରେ ଭାରତରେ ତୃତୀୟ ଭୂକମ୍ପ
ନୂଆଦିଲ୍ଲୀ,୧ ।୧: ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ଭୂକମ୍ପ ସମ୍ପର୍କରେ ସୂଚନା ଦିଆଯାଇଛି…
ପରମାଣୁ ବେସର ଲିଷ୍ଟ ଶେୟାର କଲେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ/ଇସଲାମାବାଦ,୧ ।୧: ନୂଆବର୍ଷ ଅବସରରେ ଏସିଆ ମହାଦେଶର ଦୁଇଟି ଚୀର ପ୍ରତିଦ୍ୱନ୍ଦି ରାଷ୍ଟ୍ର ପରସ୍ପର ମଧ୍ୟରେ ପରମାଣୁ ବେସର ଲିଷ୍ଟ ଶେୟାର କରିଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭାରତ ଅନ୍ୟଟି ହେଉଛି ପାକିସ୍ତାନ । ଏହା ପୂର୍ବରୁ ଏହି…
ବଏଲର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ଜଣେ ମୃତ, ୧୪ ଆହତ
ନାସିକ୍,୧।୧: ମହାରାଷ୍ଟ୍ରର ନାସିକ୍ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୫ ଜୀବନ
ଜୟପୁର,୧।୧: ରାଜସ୍ଥାନର ହନୁମାଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କାର ଏବଂ ଟ୍ରଲି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀମାନଙ୍କ ସୂଚନା ଉପରେ ପାଲୁ…

