Posted inଜାତୀୟ

ବଡ଼ ଟ୍ରେନ୍‌ ଦୁର୍ଘଟଣା: ୧୧ ବଗି ଲାଇନଚ୍ୟୁତ

ଜୟପୁର,୨।୧: ରାଜସ୍ଥାନରେ ସୋମବାର ଭୋରରୁ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଛି। ବାନ୍ଦ୍ରା ଟର୍ମିନାସ-ଯୋଧପୁର ସୁର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଭୋର ପ୍ରାୟ ୩.୨୭ରେ ଏହି ଦୁର୍ଘଟଣା ଘଟିଛି। ଉତ୍ତର ପଶ୍ଚିମ ରେଳବାଇର ସିପିଆରଓ କହିଛନ୍ତି, ଯୋଧପୁର ଡିଭିଜନର ରାଜକିୱାସ-ବୋମାଡ୍ରା ସେକ୍ସନରେ ବଗିଗୁଡିକ ଖସିପଡିଛି। ତେବେ ଏହି ଦୁର୍ଘଟଣାରେ ଜୀବନହାନୀ ହେବାର କୌଣସି ସୂଚନା ନାହିଁ। ଉତ୍ତର ପଶ୍ଚିମ ରେଳବାଇର ଜେନେରାଲ ମ୍ୟାନେଜର ତଥା ଅନ୍ୟ ଉଚ୍ଚ ପଦାଧିକାରୀମାନେ ରେଳବାଇର ଜୟପୁର ମୁଖ୍ୟାଳୟରେ ଏହି ଘଟଣାର ତଦାରଖ କରୁଛନ୍ତି। ବହୁ ଉଚ୍ଚ ପଦାଧିକାରୀ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବେ।
ଏହା ସହିତ ରେଳବାଇ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଯାତ୍ରୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ କୌଣସି ସୂଚନା ପାଇଁ ୧୩୮ ଏବଂ ୧୦୭୨ରେ ଯୋଗାଯୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦ: ଓଡ଼ିଶା, ଛତିଶଗଡ଼କୁ ଦସ୍ତାବିଜ୍‌ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାକୁ ଜଳପ୍ରବାହରେ ବାଧା ସୃଷ୍ଟି କରିଥିବାବେଳେ ଏହି ମାମଲା ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ...

୧୧ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ରାଞ୍ଚି,୩ା୩: ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ମାମଲାରେ ରାଞ୍ଚିର ଏକ କୋର୍ଟ ୧୧ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଜିଲା ଜଜ୍‌...

ଥରିଲା ମୁମ୍ବାଇ

ମୁମ୍ବାଇ, ୧୭।୬: ମୁମ୍ବାଇରେ ବୁଧବାର ପୂର୍ବାହ୍ନ ୧୧ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିବା ଜାତୀୟ ଭୂକମ୍ପ ଗବେଷଣା...

କେନ୍ଦ୍ର ସରକାର ମମତାଙ୍କ ମଧ୍ୟରେ ବଢୁଛି ଦୂରତା

ନୂଆଦିଲ୍ଲୀ,୧୪ ।୧୨: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ସୋମବାର ରାଜ୍ୟର ପ୍ରମୁଖ ସଚିବ ଓ...

ପୁଣି ଥରେ ଭାଜପା ଏମ୍‌ପିଙ୍କ ଘରେ ଫୁଟିଲା ବୋମା

କୋଲକାତା, ୧୪।୯: ଭାଜପାର ପଶ୍ଚିମବଙ୍ଗ ଏମ୍‌ପି ଅର୍ଜୁନ ସିଂଙ୍କ ଘର ଆଗରେ ମଙ୍ଗଳବାର ସକାଳ ୯ଟାରେ ବୋମା ମାଡ଼ କରାଯାଇଛି। ତେବେ ଭାଜପା ଏମ୍‌ପିଙ୍କ ଘର...

ମହାରାଷ୍ଟ୍ରରୁ ପୀୟୂଷ, କର୍ନାଟକରୁ ନିର୍ମଳା ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ରବିବାର ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ରମନ୍ତ୍ରୀ...

ଜୁନ୍‌ ୨୬ରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୨୬-୨୮ରେ ବିଦେଶ ଗସ୍ତରେ ଯିବେ। ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ,...

ପୋଷା କୁକୁରର ପଞ୍ଜିକରଣ ନ କଲେ ଦେବାକୁ ପଡ଼ିବ ଜରିମାନା !

ଗାଜିଆବାଦ,୨।୩: ପୋଷା କୁକୁର ପଞ୍ଜିକରଣ ନ କଲେ ଏଣିକି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ଉତ୍ତରପ୍ରଦେଶର ଗାଜିଆବାଦରେ ପୋଷା କୁକୁର ପଞ୍ଜିକରଣ ମଡ଼େଲ ସଫଳ ରହିଛି।...

Advertisement
Archives

Model This Week