ଜାତୀୟ

୧ରେ ଆସିପାରେ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୩ା୧:ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ ତାରିଖରେ ଆରମ୍ଭ ହୋଇପାରେ, ଯାହା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବା ଯୋଜନା ଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସୂଚନାନୁଯାୟୀ, ଅଧିବେଶନର ପ୍ରଥମ…

ନିୟମ ଅନୁପାଳନ ହୋଇନାହିଁ

ନୂଆଦିଲ୍ଲୀ,୩ା୧ (ସ୍ବ.ପ୍ର.):ଓଡ଼ିଶାକୁ ପରିଭ୍ରମଣରେ ଆସିଥିବା ୨ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ଆଣ୍ଟୋଭ ପାଭେଲ (୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭ(୬୧)ଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହେଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ୟୁକ୍ରେନ୍‌ ଆକ୍ରମଣକୁ…

ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ: ପ୍ରଧାନମନ୍ତ୍ରୀଙ୍କ ଶୋକ

ବେଙ୍ଗାଲୁରୁ,୩।୧: କର୍ନାଟକର ବିଜୟପୁର ଜିଲାରେ ଅବସ୍ଥିତ ଜନ୍ନାୟୋଗାଶ୍ରାମର ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ ଘଟିଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ଦିନ ହେବ ବୟସ ସମ୍ବନ୍ଧୀୟ ରୋଗ ସହ ଲଢୁଥିଲେ। ତାଙ୍କ ମୃତ୍ୟୁ ବିଷୟରେ ସୂଚନା…

ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୧୧ ବଗି ଲାଇନଚ୍ୟୁତ

ନୂଆଦିଲ୍ଲୀ,୩।୧: ମୁମ୍ବାଇ-ଯୋଧପୁର ମଧ୍ୟରେ ଚଳାଚଳ କରୁଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ସୋମବାର ଭୋର ସମୟରେ ଯୋଧପୁର ଡିଭିଜନ୍‌ର ରାଜକିଆଓ୍ବାସ-ବୋମଦ୍ରା ସେକ୍ସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ…

ନୋଟ୍‌ବନ୍ଦୀ ନିଷ୍ପତ୍ତି କାଏମ ରହିଛି କହିବା ଠିକ୍‌ ନୁହେଁ: କଂଗ୍ରେସ

ନୂଆଦିଲ୍ଲୀ,୩।୧: ବିମୁଦ୍ରୀକରଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି କହିବା ବିଭ୍ରାନ୍ତିକର ଓ ଭୁଲ୍‌ ବୋଲି କଂଗ୍ରେସ କହିଛି। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ସୀମିତ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କ ସଂଖ୍ୟାଗରିଷ୍ଠ ରାୟ ପ୍ରକାଶ ପାଇଥିବା ବିରୋଧୀ ଦଳ ମତ ଦେଇଛି। ବିମୁଦ୍ରୀକରଣ ଲକ୍ଷ୍ୟ…

ଆତଙ୍କବାଦୀ ଆକ୍ରମଣ: ୨ ଶିଶୁ ମୃତ

ରାଜୌରୀ/ଜମ୍ମୁ,୩।୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ଅନ୍ତର୍ଗତ ଡାଙ୍ଗ୍ରୀ ଗ୍ରାମରେ ଆତଙ୍କବାଦୀମାନେ ୧୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଆକ୍ରମଣ କରିଛନ୍ତି। ଏଥିରେ ଦୁଇ ନାବାଳକ ଭାଇଭଉଣୀ ପ୍ରାଣ ହରାଇବା ସହ ୬ ଜଣ ଆହତ ହୋଇଛନ୍ତି। ଦୁଇଟି ଆକ୍ରମଣରେ ମୋଟ ୬ ଜଣଙ୍କ…

‘ମୋ ଝିଅକୁ ନ୍ୟାୟ ଦିଅ’

ନୂଆଦିଲ୍ଲୀ,୩।୧: ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟାକାଣ୍ଡ ପରେ ଦିଲ୍ଲୀରେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉତ୍ତର-ପୂର୍ବ ଦିଲ୍ଲୀର ସୁଲତାନପୁରି ଅଞ୍ଚଳରେ ରବିବାର ଭୋର ସମୟରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ କାର୍‌ ଧକ୍କା ଦେଇ ୧୩ କିଲୋମିଟର ଘୋଷାଡ଼ି…

କାଞ୍ଝାଓ୍ବାଲା ଘଟଣାରେ ଦିଲ୍ଲୀ ପୋଲିସକୁ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୧: ଦିଲ୍ଲୀର କାଞ୍ଝାଓ୍ବାଲା ଯୁବତୀଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତର ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାକୁୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ ତୁରନ୍ତ ରିପୋର୍ଟ ଦେବାକୁ…

ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରୁ ମିଳିଲା ଅଫୁଟା ବୋମା

ଚଣ୍ଡିଗଡ,୨।୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ହେଲିପ୍ୟାଡ ନିକଟରୁ ଏକ ଅଫୁଟା ବୋମା ସେଲ୍‌ ମିଳିଛି। ସୋମବାର ମାନଙ୍କ ଆମ୍ବ ବଗିଚା ନିକଟରେ ଏହା ପଡିଥିବାର ଦେଖିବାକୁ ମିଳିଛି। ଚଣ୍ଡିଗଡର ପଞ୍ଜାବ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ କିଛି ଦୂରରେ ଏହାକୁ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନାହିଁ ରାକେଶ ଟିକାୟତ

ନୂଆଦିଲ୍ଲୀ,୨।୧: ଚାଷୀ ନେତା ରାକେଶ ଟିକାୟତ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ। ସୋମବାର ଚାଷୀ ନେତା କହିଛନ୍ତି, ସେ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଉନାହାନ୍ତି। ଭାରତୀୟ କିଷାନ ୟୁନିୟନ କର୍ମୀମାନେ ଅଂଶଗ୍ରହଣ କରିପାରିବେ। କିନ୍ତୁ…

‘ଏକ ହେଲେ ରାମ-ବାମ’

କୋଲକାତା,୨ା୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ସୋମବାର କୋଲକାତାର ନଜରୁଲ ମଞ୍ଚଠାରେ ଏକ ଖବରଦାତା ସମ୍ମିଳନୀରେ ଦଳର ନୂତନ ଅଭିଯାନ ‘ଦିଦିର୍‌ ସୁରକ୍ଷା କବଚ’ର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ମମତା କହିଛନ୍ତି,…

ନିମନ୍ତ୍ରଣ ପାଇ ରାହୁଲଙ୍କୁ କୃତଜ୍ଞତା ଜଣାଇଲେ ମାୟାବତୀ

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଜାନୁୟାରୀ ୩ ଅର୍ଥାତ୍‌ ମଙ୍ଗଳବାର ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏହି ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ବିଏସ୍‌ପିକୁ ନିମନ୍ତ୍ରଣ କରିଥିଲା। ତେବେ ବିଏସ୍‌ପି ମୁଖ୍ୟ ମାୟାବତୀ ବର୍ତ୍ତମାନ ଏହି ନିମନ୍ତ୍ରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?