ଜାତୀୟ

ଉତ୍ତେଜିତ ଭାଷଣ ମାମଲା: ବୟାନ ରେକର୍ଡ ପାଇଁ କୋର୍ଟରେ ପହଞ୍ଚିଲେନି ଆଜମ ଖାନ୍‌

ଲକ୍ଷ୍ନୌ,୧୩।୧: ଏସ୍‌ପି ନେତା ଆଜମ ଖାନ୍‌ଙ୍କ ସହ ଜଡିତ ୩ଟି ମାମଲାରେ ଶୁକ୍ରବାର ଉତ୍ତରପ୍ରଦେଶ ରାମପୁରର ଏମ୍‌ପି- ଏମ୍‌ଏଲ୍‌ଏ କୋର୍ଟରେ ଶୁଣାଣି ହେବାର ଥିଲା। ଯେଉଁଥିରେ ଉତ୍ତେଜିତ ଭାଷଣ ମାମଲାରେ ଆଜମ ଖାନ୍‌ଙ୍କୁ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରିବାର…

କଥା ରଖିଲା କଂଗ୍ରେସ, ହିମାଚଳ ପ୍ରଦେଶର ପ୍ରଥମ କ୍ୟାବିନେଟ ବୈଠକରେ ଲାଗୁ ହେଲା ପୁରୁଣା ପେନସନ ଯୋଜନା

ଶିମଲା,୧୩ ।୧: ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାର ଓଲଡ ପେନସନ ସ୍କିମ ଲାଗୁ କରିଛନ୍ତି । ହିମାଚଳ ପ୍ରଦେଶ କ୍ୟାବିନେଟର ପ୍ରଥମ ବୈଠକରେ କଂଗ୍ରେସ ସରକାର ପୁରୁଣା ପେନସନ ସ୍କିମକୁ ପୁଣିଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…

ଦୁର୍ଘଟଣା ପରେ ପ୍ରଥମ ଥର ଗୋଡ଼ରେ ଛିଡ଼ା ହେଲେ ରିଷଭ ପନ୍ତ

ମୁମ୍ବାଇ,୧୩।୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଭାରତୀୟ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ…

ଚିଠି ଲେଖି ଭାରତ ଯୋଡୋ ଯାତ୍ରାର ଅଭିଜ୍ଞତା ବଖାଣିଲେ ରାହୁଲ

ନୂଆଦିଲ୍ଲୀ,୧୩।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ପ୍ରାୟ ୩୫୦୦ କିଲୋମିଟର ଅତିକ୍ରମ କରିସାରିଛି। ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ପହଞ୍ଚିଛିି। ଏହି ଅବସରରେ ରାହୁଲ ଗାନ୍ଧୀ ଏକ ଚିଠି ଲେଖି ନିଜର ଭାରତ ଯୋଡୋ ଯାତ୍ରାର…

ଶିଜାନଙ୍କ ଜାମିନ ଆବେଦନ ଖାରଜ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପ୍ରେମିକ ତଥା ‘ଅଲି ବାବା ଦାସ୍ତାନ ଏ କାବୁଲ’ର ମୁଖ୍ୟ ଅଭିନେତା ଶିଜାନ ଖାଁ ନ୍ୟାୟିକ ହେପାଜତରେ ଅଛନ୍ତି। ପୋଲିସ ଏହି ପ୍ରସଙ୍ଗରେ ତାଙ୍କୁ ବାରମ୍ବାର ପଚରାଉଚରା କରୁଛି। ଏସବୁ ମଧ୍ୟରେ ସେ…

ରୁଷିଆରେ ଫସିଥିବା ଭାରତୀୟ ବୁଡ଼ାଜାହାଜ ଆଣିବାକୁ ନୌସେନାର ଯୋଜନା

ନୂଆଦିଲ୍ଲୀ, ୧୩।୧: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ନେଇ ପାଶ୍ଚାତ୍ୟ ରାଷ୍ଟ୍ର ଏହା ଉପରେ କଟକଣା ଲଗାଇଥିବା ବେଳେ ଏହାର ପରିଣାମ ଏବେ ଭାରତକୁ ଭୋଗିବାକୁ ପଡ଼ିଛି। ମରାମତି ସକାଶେ…

କାଞ୍ଝାଓ୍ବାଲା ମାମଲାରେ ୧୧ ପୋଲିସ ନିଲମ୍ବିତ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର କାଞ୍ଝାଓ୍ବାଲା ମାମଲାରେ ୧୧ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ପୋଲିସ କର୍ମଚାରୀ ଡ୍ୟୁଟିରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଯେଉଁ ରାସ୍ତାରେ ହୋଇଥିଲା ସେଠାରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରପଞ୍ଚ ନିର୍ବାଚନ ପୂର୍ବରୁ ଟିଏମ୍‌ସି କର୍ମୀଙ୍କୁ ଗୁଳିକରି ହତ୍ୟା

କୋଲକାତା, ୧୩।୧: ପଶ୍ଚିମବଙ୍ଗ ପୁରବର ବର୍ଦ୍ଧମାନରେ ତୃଣମୂଳ କଂଗ୍ରେସ (ଟିଏ୍‌ମ୍‌ସି) କର୍ମୀ ଦୁଲାଲ ଶେଖଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଲାଲ ସ୍ଥାନୀୟ ବଜାରରେ ଚା’ ପିଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପଶ୍ଚିମବଙ୍ଗରେ ଆଗାମୀ…

ଦିଲ୍ଲୀରେ ଶୂନ, ଗୁରୁଗ୍ରାମ୍‌ରେ ମାଇନସ୍‌ରେ ପହଞ୍ଚିଲା ତାପମାତ୍ରା: ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧୩।୧: ରାଜଧାନୀ ଦିଲ୍ଲୀରେ କିଛି ଦିନରୁ ଶୀତ ଲହରୀରୁ ଟିକେ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ପୁଣି ଥରେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ପାଇଁ ଆଲର୍ଟ ଜାରି କରାଯାଇଛି। ଆସନ୍ତ ୪୮ଘଣ୍ଟା ମଧ୍ୟରେ ଦିଲ୍ଲୀ ସମେତ ପଶ୍ଚିମ ଓ ଉତ୍ତର…

ଶରଦ ଯାଦବଙ୍କଠାରୁ ରାଜନୀତି ଶିଖିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧: ଜନତା ଦଳର ୟୁନାଇଟେଡ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ ଘଟିଛି। କଂଗ୍ରେସ ନେତା ରାହୁତଙ୍କ ଗାନ୍ଧୀ ଶୁକ୍ରବାର ଶରଦ ଯାଦବଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଦେହାନ୍ତରେ ରାହୁଲ…

ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ । ଚଳିତ ବର୍ଷ ମୋଟ୍‌ ୨୭ଟି କାର୍ଯ୍ୟ ଦିବସ ରହିଛି। ଏନେଇ ଶୁକ୍ରବାର ସଂସଦୀୟ ବ୍ୟାପାର ମନ୍ତ୍ରୀ…

ଦେଶରେ ଆଜି ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?