Posted inଜାତୀୟ

ମଧ୍ୟ ପ୍ରଦେଶର ପୈତୃକ ଗ୍ରାମରେ ହେବ ଶରଦଙ୍କ ଶେଷକୃତ୍ୟ, ଦିଲ୍ଲୀରେ ଶେଷ ଦର୍ଶନ

ନୂଆଦିଲ୍ଲୀ,୧୩ ।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ୧୪ ଜାନୁୟାରୀରେ ମଧ୍ୟ ପ୍ରଦେଶରେ ଥିବା ତାଙ୍କ ପୈତୃକ ଗ୍ରାମରେ ଅର୍ଥାତ୍ ହୋଶଙ୍ଗାବାଦରେ କରାଯିବ । ୧୩ ଜାନୁୟାରୀରେ ତାଙ୍କ ପାର୍ଥିକ ଶରୀର ସକାଳ ୧୦ଟାରୁ ଦିଲ୍ଲୀ ସ୍ଥିତ ତାଙ୍କର ଘର ୫ ଏ ୱେଷ୍ଟେଣ୍ଡ ଛତରପୁର ଫାର୍ମରେ ଶେଷ ଦର୍ଶନ ପାଇଁ ରଖାଯିବ । ଶରଦ ଯାଦବଙ୍କ ଝିଅ ଓ ଜ୍ୱାଇଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଲଗାତାର ୧୩ ବର୍ଷ ଜେଡିୟୁର ରାଷ୍ଟୀୟ ଅଧ୍ୟକ୍ଷ ରହିଥିଲେ । ଶରଦ ଯାଦବଙ୍କ ମୃତ୍ୟୁ ଗୁରୁବାର ଗୁରୁଗ୍ରାମର ଫୋର୍ଟିସ ହସ୍ପିଟାଲରେ ହୋଇଛି । ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି । ତାଙ୍କ ମୃତ୍ୟୁ ଖବର ପୁଅ ଓ ଝିଅ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ । ସେମାନେ ଲେଖିଥିଲେ, ବାପା ଆଉ ଏ ଦୁନିଆରେ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବସ୍‌ ମୁହାଁମୁହିଁ, ୫ ଜୀବନ୍ତ ଦଗ୍ଧ …

ଜୟପୁର,୧୦।୧୧: ରାଜସ୍ଥାନର ବାଡ଼ମେର୍‌-ଯୋଧପୁର ହାଇଓ୍ବେରେ ଭାଣ୍ଡିଆଓ୍ବାସ୍‌ ଗାଁ ନିକଟରେଏକ ଟ୍ରକ ଏବଂ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ୫ ଜଣ ଲୋକ...

ଅଭିନନ୍ଦନଙ୍କୁ ବୀର ଚକ୍ର…

ନୂଆଦିଲ୍ଲୀ,୨୨।୧୧: ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ରରେ ସମ୍ମାନୀତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ବାଲାକୋଟ...

ସାତ ଶହ କରୋନା ସଂକ୍ରମିତ ପ୍ରସୂତିଙ୍କ ପ୍ରସବ କରାଇ ରେକର୍ଡ କଲା ମୁମ୍ବାଇର ଏକ ହସ୍ପିଟାଲ

ମୁମ୍ବାଇ,୧୮ ।୧୦: କରୋନା ମହାମାରୀ ସମୟରେ ସୁରକ୍ଷିତ ପ୍ରସବ ଉଭୟ ପ୍ରସୂତି ଓ ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏଥିରେ ଉଭୟ ମା’...

ଅଢେଇ ବର୍ଷର ଶିଶୁକୁ ଝୁଣି ପକାଇଲା ବୁଲା କୁକୁର

ହାଇଦ୍ରାବାଦ୍‌,୨୮।୪: ହାଇଦ୍ରାବାଦର ଗୋଲକୋଣ୍ଡାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା କୁକୁରର ଶିକାରରେ ଅଢେଇ ବର୍ଷ ଶିଶୁଙ୍କର ମୃତ୍ୟୁ ହୋଇଛି। ଶିଶୁର ନାମ ଅନାସ।...

କଠିନ ପରିସ୍ଥିତିରେ ଉଡାଣ କରିବାର ସକ୍ଷମ ଏମ୍‌ଆଇ-୧୭ଭି୫: ଜାଣନ୍ତୁ ଏହି ହେଲିକପ୍ଟରର ଦକ୍ଷତା

କୁନ୍ନୁର,୮।୧୨: ତାମିଲନାଡୁର କୁନୁର ନିକଟରେ ଏକ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାୱତ ହେଲିକପ୍ଟରରେ ଥିଲେ। କୁହାଯାଉଛି...

ନ୍ୟାୟ ନ ମିଳିବାରୁ ୨ ସନ୍ତାନଙ୍କ ସହ ପାଣି ଟାଙ୍କିରେ ଚଢ଼ିଲେ ମହିଳା

ଲକ୍ଷ୍ନୌ, ୯।୯: ଉତ୍ତର ପ୍ରଦେଶର ଭଦୋହୀ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଜମିବାଡ଼ି ମାମଲାରେ ନ୍ୟାୟ ନ ମିଳିବାରୁ ଜଣେ...

ବଦଳିବ ସମୀକରଣ

ନୂଆଦିଲ୍ଲୀ,୨୭ା୨: ପ୍ରଚାର କେବେଠୁ ଆରମ୍ଭ ହୋଇସାରିଥିଲା। ବାକି ଥିଲା କେବଳ ନିର୍ବାଚନ ତାରିଖ। ଶୁକ୍ରବାର ସିଇସି ସୁନୀଲ ଆରୋରାଙ୍କ ଘୋଷଣା ସହ ୪ ରାଜ୍ୟ ଓ...

ଚାଇନା ମାଲ୍‌ ଚାହିଦା କମୁଛି

ନୂଆଦିଲ୍ଲୀ ,୧୯।୧୨ (ଆଇଏଏନ୍‌ଏସ୍‌) : ସାମ୍ପ୍ରତିକ ଭୂରାଜନୈତିକ ସ୍ଥିତିକୁ ନେଇ ଚଳିତ ବର୍ଷ ୫୮ ପ୍ରତିଶତ ଭାରତୀୟ ‘ମେକ୍‌ ଇନ୍‌ ଚାଇନା’ ସାମଗ୍ରୀ କିଣା ହ୍ରାସ...

Advertisement
Archives

Model This Week