ନୀତୀଶଙ୍କୁ ଉତ୍ତର ଦେଲେ ପିକେ, କହିଲେ ବୟସ ବଢ଼ିବା ଯୋଗୁ କିଛି କହିବାକୁ ଚାହିଁ ଅନ୍ୟ କଥା କହୁଛନ୍ତି…
ପାଟନା,୯।୧୦ : ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଆଣିଥିବା ଗୁରୁତର ଅଭିଯୋଗକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଉତ୍ତର ଦେଇଛନ୍ତି। ନୀତୀଶଙ୍କ ଏକ ଅଭିଯୋଗ ଉପରେ ସେ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କିଶୋର କହିଛନ୍ତି…
ଭାଜପାର ବଡ଼ ଘୋଷଣା, ମିଜୋରାମର ସମସ୍ତ ୪୦ ବିଧାନସଭା ଆସନରେ ଲଢ଼ିବ…
ନୂଆଦିଲ୍ଲୀ,୯।୧୦ : ମିଜୋରାମରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଦଳ ସମସ୍ତ ୪୦ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି। ମିଜୋରାମ ଭାଜପା ଅଧ୍ୟକ୍ଷ ଭାନଲାଲମୁଆକା…
ଷ୍ଟାଲିନ୍ ପୁଣି ଡିଏମକେ ଅଧ୍ୟକ୍ଷ…
ଚେନ୍ନାଇ,୯।୧୦ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦ୍ୱିତୀୟ ଥର ପାଇଁ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ରବିବାର ଦଳର ସାଧାରଣ ପରିଷଦ ବୈଠକରେ ସେ ନିର୍ବିରୋଧ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହା…
ସଂକ୍ରମଣ ହାର ୧.୧୫ ପ୍ରତିଶତ…
ନୂଆଦିଲ୍ଲୀ, ୯।୧୦: କିଛି ଦିନ ହ୍ରାସ ପରେ ଦେଶରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨୭୫୬ଟି ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ସଂକ୍ରମଣ ହାର ୧.୧୫…
ଶିବସେନା ଓ ଧନୁ-ତୀରକୁ ନେଇ ଇସିଙ୍କ ନିଷ୍ପତ୍ତିକୁ ‘ଅନ୍ୟାୟ’ ବୋଲି କହିଲେ ଠାକରେ ସେନା
ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରୁପ ନିର୍ବାଚନ କମିଶନଙ୍କ ଦୁଇଟି ଦଳର ନାମ ଓ ନିର୍ବାଚନ ଚିହ୍ନ ‘ଧନୁ-ତୀର’ର ବ୍ୟବହାର ଉପରେ ରୋକ ଲାଗାଇବା ନିଷ୍ପତ୍ତିକୁ ‘ଅନ୍ୟାୟ’ ବୋଲି କହିଛନ୍ତି । ଜୁନରେ ଶିବସେନା ଦୁଇଭାଗ ହେବାପରେ ଠାକରେ…
କଂଗ୍ରେସ ବିଧାୟକ ଅନନ୍ତ ପଟେଲଙ୍କ ଉପରେ ଆକ୍ରମଣ
ଅହମଦାବାଦ,୯ ।୧୦: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । କଂଗ୍ରେସ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ଖୁବ୍ ପ୍ରଚାର କଲାଣି । ଏହାସହ ଉଭୟ ଦଳ ପରସ୍ପରକୁ ଟାର୍ଗେଟ କରିବାକୁ ବି ଭୁଲୁ…
ତିନି ଦିନିଆ ଗୁଜରାଟ ଗସ୍ତରେ ମୋଦି, ବିଧାନସଭା ନିର୍ବାଚନ ପୂର୍ବରୁ ଦେବେ ବିକାଶର ‘ବୁଷ୍ଟର ଡୋଜ’
ନୂଆଦିଲ୍ଲୀ,୯ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ୩ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହାପରେ ସେ ୧୧ ଅକ୍ଟୋବରକୁ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ରବିବାର ସେ ତାଙ୍କ ଗସ୍ତ ମୋହସାଣାର ମୋଦେରାରୁ ଆରମ୍ଭ…
ଉତ୍ତର ପ୍ରଦେଶ ବନ୍ୟାରେ ବିଗିଡିଲା ସ୍ଥିତି ୬୦୦ ଗାଁ ପ୍ରଭାବିତ, ୭ ମୃତ
ଲକ୍ଷ୍ନୌ,୯ ।୧୦: ଲଗାଣ ବର୍ଷା ଯୋଗୁ ଉତ୍ତର ପ୍ରଦେଶରେ ବନ୍ୟା ପରିସ୍ଥିତି ଜଟିଳ ହୋଇ ପଡିଛି । ରାପ୍ତି ନଦୀରେ ଆସିଥିବା ବନ୍ୟା ଫଳରେ ଶ୍ରାବସ୍ତି ଓ ବଳରାମପୁର ଜିଲା ପ୍ରଭାବିତ ହୋଇଛି । ଏପଟେ ସରଜୁ ନଦୀରେ ଆସିଥିବା ବନ୍ୟାରେ…
୪୦ ରାଲି ୧୪୪ ଆସନ, ଭାଜପାର ସ୍ବତନ୍ତ୍ର ମିଶନ…
ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ମର୍ମରେ ୨୦୧୯ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଭାଜପା ପରାଜିତ ହୋଇଥିଲା ସେସବୁ ଆସନ ଉପରେ ଦଳ ପକ୍ଷରୁ ସ୍ବତନ୍ତ୍ର ଯୋଜନା…
ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ, ଶତାବ୍ଦୀ ଟ୍ରେନକୁ ଯାତ୍ରୀ ହେଲେ ସ୍ଥାନାନ୍ତରଣ…
ନୂଆଦିଲ୍ଲୀ,୮।୧୦ : ଦିଲ୍ଲୀରୁ ବାରାଣସୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ ହୋଇଛି। ଶନିବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଚକା ଜାମ ହେବାରୁ ଏକ୍ସପ୍ରେସ୍କୁ ରୋକାଯାଇଥିଲା। ଯାତ୍ରୀଙ୍କୁ ଶତାବ୍ଦୀ ଟ୍ରେନକୁ ସ୍ଥାନାନ୍ତରଣ କରାଯାଇଛି। ଶତାବ୍ଦୀ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ଅଭିମୁଖେ…
ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ରୋକ…
ମୁମ୍ବାଇ,୮।୧୦ : ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେ ଏବଂ ଉଦ୍ଧବ ଠାକ୍ରେଙ୍କ ମଧ୍ୟରେ କିଏ ଅସଲି ଶିବସେନା ନେଇ ବିବାଦ ଲାଗି ରହିଛି। ଏପରିସ୍ଥଳେ ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ନିର୍ବାଚନ ଆୟୋଗ ରୋକ ଲଗାଇଛନ୍ତି। ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି…
୧୦ କୋଟି ହିନ୍ଦୁଙ୍କୁ ବୌଦ୍ଧ କରିବା ଟାର୍ଗେଟ, ଏଏପି ମନ୍ତ୍ରୀଙ୍କ ଭିଡ଼ିଓ ଶେୟାର କଲା ଭାଜପା…
ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ଦିଲ୍ଲୀର ଏଏପି ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ହିନ୍ଦୁ ଦେବଦେବୀଙ୍କ ଅପମାନ କରିଥିବା ନେଇ ଅଭିଯୋଗ ଅଣାଯାଇଛି। ରାଜଧାନୀ ଦିଲ୍ଲୀରେ ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମର ଭିଡ଼ିଓ ଶେୟାର କରି ଭାଜପା…
Archives


