ଜାତୀୟ

ଟଙ୍କା ଯାଉ ପଛେ ନାକ ନ କଟୁ: ସୀମା ବିବାଦ ପାଲଟିଛି ସମ୍ମାନର ପ୍ରଶ୍ନ, ଦିନକୁ ନ୍ୟାୟିକ ଟିମ୍‌ଙ୍କୁ ୬୦ ଲକ୍ଷ ଫି ଦେବେ ବୋମ୍ମାଇ ସରକାର…

ବେଙ୍ଗାଲୁରୁ,୨୪।୧ : ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସହ ସୀମା ବିବାଦ ସହ ଜଡିତ ମାମଲାର ମୁକାବିଲା ପାଇଁ କର୍ନାଟକ ସରକାର ଜୋରସୋର ଉଦ୍ୟମ କରୁଛନ୍ତି। ସୀମା ବିବାଦ ପାଲଟିଛି ସମ୍ମାନର ପ୍ରଶ୍ନ ପାଲଟିଛି। ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଚିନ୍ତା କରୁଛନ୍ତି ଯେ, ଟଙ୍କା…

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ୬ହଜାରରୁ ଉର୍ଦ୍ଧ୍ୱ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ: ଅଫତାବ କହିଲେ…

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ୬ହଜାର ୬୨୯ ପୃଷ୍ଠାର ଏକ ଚାର୍ଜଶିଟ୍‌ ଦାଖଲ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ୭୫ଦିନ ପରେ ଏହି ଚାର୍ଜଶିଟ୍‌ ଦାଖଲ କରିଥିବା…

ସୀମା ବିବାଦ ମାଧ୍ୟମରେ ଭାରତର ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛନ୍ତି ଜୟରାମ ରମେଶ: ମହେଶ ଜେଠାମାଲାନି…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ ଆଇନଜୀବୀ ମହେଶ ଜେଠାମାଲାନି କଂଗ୍ରେସ ନେତା ଜୟରାମ ରମେଶଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଚାଇନା ସମର୍ଥକ ଭାବରେ ରମେଶଙ୍କୁ ସମ୍ବୋଧିତ କରିଛନ୍ତି। ଜେଠାମାଲାନି କହିଛନ୍ତି, ସେ ଚାଇନା ପଟେ ଥିବା ସ୍ପଷ୍ଟ ହୋଇଛି। ମୁଁ ଏକ…

ଏୟାର ଇଣ୍ଡିଆକୁ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୨୪।୧: ପ୍ୟାରିସ୍‌ରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିବା ଘଟଣାରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଆଭିଏସନ(ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୧୦ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଗତ ଡିସେମ୍ବର ୬ରେ ଘଟିଥିବା ଏହି…

ମତେ ଜେଲ ପଠାଇବାକୁ ଚାହୁଁଥିଲେ ଉଦ୍ଧବ ସରକାର: ଫଡ଼ନାଭିସ…

ମୁମ୍ବାଇ,୨୪।୧ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଉଦ୍ଧବ ଠାକରେ ସରକାର ତାଙ୍କୁ ଜେଲ ପଠାଇବାକୁ ଚାହୁଁଥିଲେ। ଏହି ଦାୟିତ୍ୱ ପ ୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଦିଆଯାଇଥିଲା। କୌଣସି ପ୍ରକାରେ ମୋତେ ଜଡିତ କରିବା ଏବଂ…

ଗଣତନ୍ତ୍ର ଦିବସରେ ସାମିଲ ହେବ ମଣିଷକୁ ନେଇ ଉଡୁଥିବା ଡ୍ରୋନ୍‌

ନୂଆଦିଲ୍ଲୀ,୨୪ ।୧: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଏମିତି ଦିନ ଥିଲା ଯେତେବେଳେ ଆମେ ମିଶାଇଲ ଓ ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଓ ଫ୍ରାନ୍ସ ଉପରେ ନିର୍ଭର କରୁଥିଲେ, ହେଲେ ଆଜି ଆମ ଦେଶରେ ବଡ…

ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ,୨୪ ।୧: ଦିଲ୍ଲୀ ଏନ୍‌ସିଆର ସହ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି । ଉତ୍ତରାଖଣ୍ଡର ଜୋଷୀମଠ ଓ ରାମନଗରରେ ଭୂକମ୍ପ ଆସିଥିବା ବେଳେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବି ଭୂକମ୍ପର ଝଟ୍‌କା ଅନୁଭୁତ ହୋଇଛି ।…

ଗୁଲାମନବୀଙ୍କୁ କ୍ଷମା ମାଗିଲେ ରାହୁଲ

ଶ୍ରୀନଗର,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ପହଞ୍ଚିଛି। ଇତିମଧ୍ୟରେ ରାହୁଲ ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଯଦି କେବେ ବି ମୁଁ ଗୁଲାମ…

ମୃତ୍ୟୁ ହାର ହ୍ରାସ ପାଇ ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୨୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଚାଇନାରେ ଆତଙ୍କ…

ଠାକ୍‌ରେ-ଆମ୍ବେଡକରଙ୍କ ମେଣ୍ଟର କୌଣସି ପ୍ରଭାବ ପଡ଼ିବ ନାହିଁ: କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ,୨୪।୧:ମୁମ୍ବାଇ ସମେତ ମହାରାଷ୍ଟ୍ରର କେତେକ ସହରରେ ମହାନଗର ନିଗମ ଓ ପୌର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ(ୟୁବିଟି) ପ୍ରକାଶ ଆମ୍ବେଡକରଙ୍କ ବଞ୍ଚତ୍ତ ବହୁଜନ ଅଘାଡ଼ି (ବିଭିଏ) ସହ ମେଣ୍ଟ କରିଛି। ପ୍ରକାଶ ହେଉଛନ୍ତି ସମ୍ବିଧାନ…

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ପ୍ରମାଣ ଦେବା ଆବଶ୍ୟକତା ନାହିଁ: ରାହୁଲ

ଶ୍ରୀନଗର,୨୪।୧: ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ପୁଲଓ୍ବାମା ଆକ୍ରମଣ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଦେଇଥିବା ବୟାନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ଦୂରେଇ ରଖିଛନ୍ତି। ଏଥିସହ ରାହୁଲ କହିଛନ୍ତି, ଦିଗ୍‌ବିଜୟ ସିଂହ ଯାହା କହିଛନ୍ତି ସେଥିରେ ସହମତ ନୁହଁନ୍ତି।…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ

ଜମ୍ମୁ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର ସାମିଲ ହୋଇଛନ୍ତି। ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ସକାଳେ ଜମ୍ମୁର ନାଗ୍‌ରୋଟା ସହରରୁ ଆରମ୍ଭ ହୋଇଥିଲା। ଉର୍ମିଲା ମାତୋଣ୍ଡକର କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?