Posted inଜାତୀୟ

ମେଘାଳୟ ପାଇଁ ଟିଏମ୍‌ସିର ୧୦ ପ୍ରତିଶ୍ରୁତି…

ଶିଲଂ,୨୪।୧ : ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଟିଏମ୍‌ସି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ରାଜଧାନୀ ଶିଲଂରେ ଦଳୀୟ ଘୋଷଣା ପତ୍ର ପ୍ରକାଶ କରିଛନ୍ତି। ଏଥିରେ ୧୦ଟି ପ୍ରତିଶୃତି ଦିଆଯାଇଛି ।

୨୧ ରୁ ୪୦ ବର୍ଷ ବୟସର ବେକାର ଯୁବକ ଏବଂ ମହିଳାଙ୍କୁ ମାସକୁ ୧୦୦୦ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି। ଏହା ସହିତ ଏକ ବର୍ଷରେ ୫ ଲକ୍ଷ ଯୁବବର୍ଗଙ୍କୁ ରୋଜଗାର ଯୋଗାଇଦେବାକୁ କୁହାଯାଇଛି। ଏହି ଅବସରରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଟିଏମ୍‌ସି ରକ୍ତର ଶେଷ ବୁନ୍ଦା ପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରେ। ସେ କହିଛନ୍ତି, ଏହା ଏକ ପୁସ୍ତକ ନୁହେଁ ଯେଉଁଥିରେ ୧୦ ଟି ପଏଣ୍ଟ ଲେଖାଯାଇଛି। ଏହା ଆମର ପ୍ରତିବଦ୍ଧତା। ଯଦି ଟିଏମ୍‌ସି ସରକାର ଗଠନ ହୁଏ, ତେବେ ଏହା ମେଘାଳୟର ଲୋକଙ୍କ ପାଇଁ କାମ କରିବ। ରାଜ୍ୟରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ସହିତ ମହିଳା ସଶକ୍ତିକରଣ ହେଉଛି ମୁଖ୍ୟ ଲକ୍ଷ୍ୟ। ସୂଚନାଯୋଗ୍ୟ,ପୂର୍ବରୁ ମେଘାଳୟ ପାଇଁ ଟିଏମ୍‌ସି ଦଳୀୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର କଣ୍ଡିସନର ପିପିଇ କିଟ୍‌ ପ୍ରସ୍ତୁତ କଲେ ଏହି ଯୁବକ, ୫-୬ ଘଣ୍ଟା ରହିବ ଥଣ୍ଡା

କରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍‌ ପିନ୍ଧିବା ଏତେ ସହଜ କଥା ନୁହେଁ। ଏହାକୁ ପିନ୍ଧିବା ପରେ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ। ଅନେକ ଥର...

ଅକାରଣେ ମାସେ ଜେଲ

ମୁମ୍ବାଇ/ନୂଆଦିଲ୍ଲୀ,୨୮ା୫: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ନାଟକୀୟ ଗିରଫଦାରି ଆରମ୍ଭରୁ ଚର୍ଚ୍ଚିତ ଥିଲା। ଏହି ମାମଲାରେ...

ଲୁଡ଼ୁ ନିଶାରେ ରେଣୁ ସର୍ବସ୍ବାନ୍ତ

ଲକ୍ଷ୍ନୌ,୭ା୧୨: ଜୁଆ ଖେଳିଲେ ସର୍ବସ୍ବାନ୍ତ ହେବା ଥୟ ବୋଲି ମହାଭାରତ ଆମକୁ ଶିଖାଇଛି। ଏଭଳି ଅନେକ ଦୃଷ୍ଟାନ୍ତ ଥାଇ ମଧ୍ୟ ସଚେତନ ନ ହେବାର ମାନେ...

ଝିଅ ଜନ୍ମ ହେବାରୁ ମାଗଣାରେ ସେବା ଯୋଗାଇଲେ ସଲମାନ୍‌

ଆମ ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଅନେକ ଭେଦଭାବ ରହିଛି। ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ କେବଳ ପୁତ୍ର ସନ୍ତାନ ହେଉ ବୋଲି...

୧୧ ନକଲି ସାଧୁ ଗିରଫ, ୭୦ ହଜାର ଟଙ୍କା ଜବତ…

ଇଟାନଗର, ୨୦।୯ : ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଜିଲାରୁ ୧୧ ଜଣ ନକଲି ସାଧୁଙ୍କୁ ପୋଲିସ ଗିରଫ କରିଛି। ପଶ୍ଚିମବଙ୍ଗର ମାଲଦାଠାରେ ଆଶ୍ରମ ନିର୍ମାଣ...

ମୋ କଥା କାନିରେ ଗଣ୍ଠି ପକାଇ ରଖନ୍ତୁ, ସରକାର ଫେରାଇ ନେବାକୁ ପଡିବ କୃଷି ଆଇନ: ରାହୁଲ ଗାନ୍ଧୀ

ଚେନ୍ନାଇ,୧୪।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ତାମିଲନାଡୁର ମଦୁରାଇ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଜାଲିକାଟୁ ଆୟୋଜନ ଉପଭୋଗ କରିଥିଲେ। ପରେ...

ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ମାଗଣା ରାଶନ, ଯୋଗୀ ସରକାରଙ୍କ ଯୋଜନା…

ଲକ୍ଷ୍ନୌ, ୧୬।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟରେ ଆନନ୍ଦିତ ଭାଜପା ସରକାର ରାଜ୍ୟର ୧୫ କୋଟି ଗରିବ ଲୋକଙ୍କୁ ଖୁସି ଖବର ଦେବାକୁ ପ୍ରସ୍ତୁତ...

କେଜରିୱାଲଙ୍କ ଦାବି ୫ ବର୍ଷରେ ପୂରଣ କରିବେ ୨୦ ଲକ୍ଷ ରୋଜଗାର ଦେବାର ଲକ୍ଷ୍ୟ

ନୂଆଦିଲ୍ଲୀ,୯ ।୪: ଦିଲ୍ଲୀ ସରକାର ରୋଜଗାର ବଜେଟକୁ କାର୍ଯ୍ୟକାରୀ କରିବାକୁ ଏବେ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ବଜେଟରେ...

Advertisement
Archives

Model This Week