Posted inଜାତୀୟ

ବିବିସି ଡକ୍ୟୁମଣ୍ଟାରି ନେଇ ସରକାରଙ୍କୁ କଂଗ୍ରେସର ସମର୍ଥନ: ଏକେ ଆଣ୍ଟୋନୀଙ୍କ ପୁଅ କହିଲେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଛନ୍ତି। ମଙ୍ଗଳବାର ଅନିଲ ଆଣ୍ଟୋନୀ କହିଛନ୍ତି ଯେ ବ୍ରିଟିଶ ପ୍ରସାରଣକାରୀ ବିବିସିର ଭାରତୀୟ ଅନୁଷ୍ଠାନକୁ ଅଗ୍ରାଧିକାର ଦେବା ଆମ ଦେଶର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ। ଏହା ଦୋ ଲାଗି ବିପଦ ସୃଷ୍ଟି କରିବ। ତାଙ୍କର ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ କେରଳ କଂଗ୍ରେସର ବିଭିନ୍ନ ୟୁନିଟ ଗୁଜରାଟ ଦଙ୍ଗା ଉପରେ ବିବାଦୀୟ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ପାଇଁ ଘୋଷଣା କରିଛନ୍ତି।

କଂଗ୍ରେସ ଦଳର କେରଳ ୟୁନିଟର ଡିଜିଟାଲ ଯୋଗାଯୋଗକୁ ଅନିଲ ଆଣ୍ଟୋନୀ ପରିଚାଳନା କରୁଛନ୍ତି। ସେ ଏକ ଟୁଇଟରେ କହିଛନ୍ତି ଯେ ଯେଉଁମାନେ ବିବିସି ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜ୍ୟାକ ଷ୍ଟ୍ରୋଙ୍କ ଚିନ୍ତାଧାରାକୁ ସମର୍ଥନ କରୁଛନ୍ତି ଏବଂ ଗ୍ରହଣ କରୁଛନ୍ତି ସେମାନେ ଭାରତୀୟ ଅନୁଷ୍ଠାନ ଉପରେ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରୁଛନ୍ତି। କାରଣ ୨୦୦୩ ଇରାକ ଯୁଦ୍ଧ ପଛରେ ଜ୍ୟାକ ଷ୍ଟ୍ରୋଙ୍କ ହାତ ଥିଲା। ଭାଜପା ସହିତ ପ୍ରମୁଖ ମତଭେଦ ସତ୍ତ୍ୱେ ମୁଁ ଅନୁଭବ କରୁଛି ଯେ, ଏହା ଆମର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରିବା ପାଇଁ ଆମ ପାଖରେ ସମୟ ନାହିଁ: ପୋଲିସ

ଲଖିମପୁର ଖେରି (ୟୁପି),୫।୧୦: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଲଖିମପୁର ଖେରି ଜିଲାରେ ହତ୍ୟା ମାମଲା ରୁଜୁ ହୋଇଛି। ଏଫ୍‌ଆଇଆରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ନାମ...

ପୂର୍ବତନ ପୋଲିସ କମିଶନରଙ୍କ ଘରେ ଲାଗିଲା ନୋଟିସ

ମୁମ୍ବାଇ,୨୩।୧୧: ବେଆଇନ ଅର୍ଥ ଆଦାୟ ମାମଲାରେ ସ୍ଥାନୀୟ ଅଦାଲତ ମଙ୍ଗଳବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିଛନ୍ତି। ଏପରି କି...

ଏସ୍‌ପି-ଆର୍‌ଏଲ୍‌ଡି ମଧ୍ୟରେ ଖୁବ ଶୀଘ୍ର ହେବ ଆସନ ଭାଗବଣ୍ଟା

ଲକ୍ଷ୍ନୌ,୨୩।୧୧: ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମଧ୍ୟରେ...

ବିହାରରେ ଏକ୍‌ଜିଟ୍‌ ପୋଲ ଉପରେ କଟକଣା

ନୂଆଦିଲ୍ଲୀ, ୧୫ା୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଏକ୍‌ଜିଟ୍‌ ପୋଲ୍‌ ଉପରେ କଟକଣା ଲଗାଯାଇଛି। ଅକ୍ଟୋବର ୨୮ ସକାଳ...

ଆଜି ଭାରତ ଆସିବେ ଗୁଟେରସ୍‌

ନୂଆଦିଲ୍ଳୀ,୧୮।୧୦: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ ମଙ୍ଗଳବାର ଭାରତ ଆସିବେ। ଦ୍ୱିତୀୟଥର ପାଇଁ ଜାତିସଂଘର ମହାସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଟେରସ୍‌ଙ୍କ ଏହା ପ୍ରଥମ...

ହସ୍ପିଟାଲରୁ ଶିଶୁପୁତ୍ରକୁ ଚୋରି କରି ନେଇଥିଲେ ଚୋର, ମା’ଙ୍କ ଅବସ୍ଥା ଦେଖି ରାସ୍ତାରେ ଶୁଆଇ ଚାଲିଗଲେ

ଜୟପୁର,୧୦ା୭: ରାଜସ୍ଥାନର ବାଡମେର ଜିଲା ହସ୍ପିଟାଲରୁ ଏକ ଶିଶୁପୁତ୍ର ଚୋରି ହୋଇଥିଲା। ତେବେ ତିନିଦିନ ପରେ ଏହି ଶିଶୁପୁତ୍ର ମିଳିଛି। ହସ୍ପିଟାଲରୁ ପୁଅକୁ କେହି ଚୋରି...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୩ଟା ସୁଦ୍ଧା ୫୧ ପ୍ରତିଶତ ମତଦାନ

ଅହମ୍ମଦାବାଦ,୫।୧୨: ଗୁଜୁରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସୋମବାର ଶେଷ ହୋଇଛି। ଯେଉଁମାନେ ଭୋଟିଂ ଲାଇନରେ ଅଛନ୍ତି ସେମାନେ ସନ୍ଧ୍ୟା ୫ଟା ପରେ ମଧ୍ୟ ଭୋଟ ଦେଇପାରିବେ।...

ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା...

Advertisement
Archives

Model This Week