ଜାତୀୟ

ରାହୁଲଙ୍କ ସୁରକ୍ଷାକୁ ନେଇ ବିବାଦ, ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇପାରନ୍ତି ମେହେବୁବା, ପ୍ରିୟଙ୍କା

ଜମ୍ମୁ-କଶ୍ମୀର,୨୮ ।୧: ଏବେ ଜମ୍ମୁ-କଶ୍ମୀରରେ ଚାଲିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଶନିବାର ଏହି ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇ ପାରନ୍ତି ବୋଲି ଜଣାପଡିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ବିକାର ରସୁଲୱାନି କହିଛନ୍ତି, କଂଗ୍ରେସ ମହାସଚିବ ପ୍ରିୟଙ୍କା…

ହିଣ୍ଡେନ୍‌ବର୍ଗ ଖୋଲିଲା ଆଦାନୀ ପେଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୮।୧: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଦେଶର ଏହି ଅଗ୍ରଣୀ କମ୍ପାନୀ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ବ୍ୟାପକ ହେରଫେର କରିଥିବା ନେଇ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ…

ଦିଲ୍ଲୀରେ ପୁଣି ହିଟ୍‌ ଆଣ୍ଡ ରନ୍‌ର ଆଉ ଏକ ଘଟଣା: ସ୍କୁଟିକୁ ଧକ୍କା ଦେଇ ୩୦୦ ମିଟର ଘୋଷାଡି ନେଲା କାର୍‌, ଜଣେ ମୃତ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ କାଞ୍ଜଓ୍ବାଲା ଭଳି ହିଟ୍‌, ରନ୍‌ ଏବଂ ଡ୍ରାଗ୍‌ର ଏକ ନୂଆ ମାମଲା ସାମ୍ନାକୁ ଆସିଛି। କେଶବ ପୁରମ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟିରେ ଥିବା ଜଣେ…

ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୨୪ ଛାତ୍ର ଅଟକ, ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜେଏନ୍‌ୟୁ, ଜାମିଆ ପରେ ଏବେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ହଙ୍ଗାମା ହୋଇଛି। ଶୁକ୍ରବାର ବିଶ୍ୱବିଦ୍ୟାଳୟର କଳା ବିଭାଗ…

ଗୋ ଏୟାର ଉପରେ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୨୭।୧: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଏୟାର ବିମାନ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଜାନୁଆରୀ ୯ରେ ବେଙ୍ଗାଲୁରୁ-ଦିଲ୍ଲୀ ଯାଉଥିବା ଗୋ ଏୟାର ବିମାନ ୫୫ଜଣ ଯାତ୍ରୀଙ୍କୁ ବେଙ୍ଗାଲୁରୁରେ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏହାପରେ…

ରାଜନୀତି ଛାଡିବେ ଅମରିନ୍ଦର ସିଂ!

ନୂଆଦିଲ୍ଲୀ,୨୭ ।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟିର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ଏକ ବଡ ଭୂମିକାରେ ନଜର ଆସିପାରନ୍ତି ।…

ଯାତ୍ରା ରଦ୍ଦ ପରେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିବା ପରେ ସେଠାରେ ଯାତ୍ରାକୁ ଅଟକାଇ ଦିଆଯାଇଛି। ସୁୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ ଅଟକାଇବାକୁ ପଡ଼ିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି…

ଭାଜପାରେ କିଏ ହେବେ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ: ସର୍ଭେ

ନୂଆଦିଲ୍ଲୀ,୨୭ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବେଶ ପରିଚିତ । କେବଳ ଦେଶ କାହିଁକି ବିଦେଶରେ ବି ମୋଦିଙ୍କ ଲୋକପ୍ରିୟତା ଖୁବ୍ ରହିଛି । ଏବେ ତ ପ୍ରଧାନମନ୍ତ୍ରୀ ମୋଦି ଅବସର ନେବାର କୌଣସି ସୂଚନା ଜଣାପଡୁନାହିଁ…

ବନିହାଲରେ ଅଟକିଲା ଭାରତ ଯୋଡୋ ଯାତ୍ରା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିିଛି। ସେଠାରେ ପହଞ୍ଚିବା ପରେ ଏହି ଯାତ୍ରାକୁ ଅଟକାଇ ଦିଆଯାଇଛି। ଅନ୍ୟପଟେ କଂଗ୍ରେସ ଅଭିଯୋଗ କରିଛି ଯେ, ସୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ ଅଟକାଇବାକୁ…

ଭଗତ ସିଂ କୋଶିୟାରିଙ୍କ ପରେ କିଏ ହେବ ମହାରାଷ୍ଟ୍ର ରାଜ୍ୟପାଳ? ଚର୍ଚ୍ଚାରେ ଏହି ଦୁଇ ନାଁ…

ମୁମ୍ବାଇ,୨୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଦୁଇ ଜଣଙ୍କ ନାଁ ସାମ୍ନାକୁ…

ମୋର୍‌ବୀ ସେତୁ ଭୁଶୁଡ଼ିବା ମାମଲା: ଚାର୍ଜଶିଟ୍‌ ଦାଖଲ କଲା ପୋଲିସ

ମୋର୍‌ବୀ,୨୭ା୧: ଗୁଜରାଟର ମୋର୍‌ବୀ ସେତୁ ଦୁର୍ଘଟଣା ମାମଲାରେ ଶୁକ୍ରବାର ପୋଲିସ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିlରେ ମୁଖ୍ୟ ଅଭିଯୁକ୍ତ ଭାବେ ‘ଓରେଭା ଗ୍ରୁପ’ର ମୁଖ୍ୟ ଜୟସୁଖ ପଟେଲ ବୋଲି ଉଲ୍ଲେଖ କରାଯାଇଥିବା ରିପୋର୍ଟରୁ ପ୍ରକାଶ। ଏହି ଦୁର୍ଘଟଣାରେ ୧୩୫ ଜଣଙ୍କର ମୃତ୍ୟୁ…

କଶ୍ମୀରରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଶୁକ୍ରବାର ବନିହାଲରୁ ଆରମ୍ଭ ହୋଇ କଶ୍ମୀର ଅଭିମୂଖେ ଏହି ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବନିହାଲର ନ୍ୟାଶନାଲ କନ୍‌ଫରେନ୍ସର ନେତା ତଥା ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?