Posted inଜାତୀୟ

କଶ୍ମୀରରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଶୁକ୍ରବାର ବନିହାଲରୁ ଆରମ୍ଭ ହୋଇ କଶ୍ମୀର ଅଭିମୂଖେ ଏହି ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବନିହାଲର ନ୍ୟାଶନାଲ କନ୍‌ଫରେନ୍ସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ସାମିଲ ହୋଇଛନ୍ତି। ଏଥିସହ କଶ୍ମୀରର ବହୁ ସଂଖ୍ୟକ ଲୋକ ଏହି ଯାତ୍ରାରେ ଯୋଗ ଦେଇଥିଲେ। କଶ୍ମୀରର ପ୍ରବଳ ଥଣ୍ଡାରେ ମଧ୍ୟ ରାହୁଲ ଗାନ୍ଧୀ ଟି-ଶାର୍ଟ ଓ ନୀଳ ରଙ୍ଗର ଟୋପି ପିନ୍ଧିଥିବା ନଜର ଆସିଛନ୍ତି। ଏହି ଯାତ୍ରାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାହୁଲ ଗାନ୍ଧୀଙ୍କୁ ଏକ ଫିରାନ୍‌ ଭେଟି ଦିଆଯିବ। ଯାହାକୁ ସେ ଏହି ଯାତ୍ରା ସମୟରେ ପିନ୍ଧିବେ ବୋଲି ସୂଚନା ମିଳଇଛି। ଏହାପୂର୍ବରୁ ରାହୁଙ୍କ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀର ଅଞ୍ଚଳରେ ପ୍ରାୟ ୯୦ କିଲୋମିଟର ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ,୨୩।୪: ୨୦୦୨ ଗୁଜରାଟ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ...

ଛାତ୍ରୀଙ୍କୁ ଗଣବଳାତ୍କାର, ବୟଫ୍ରେଣ୍ଡଙ୍କୁ ଆକ୍ରମଣ

ମାହୀଶୂର,୨୫।୮ : ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ କର୍ନାଟକର ମାହୀଶୂରସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚାମୁଣ୍ଡି ପାହାଡ଼ରେ ବୁଲିବାକୁ ପହଞ୍ଚିଥିଲେ ଜଣେ ଛାତ୍ରୀ ଓ ତାଙ୍କ...

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଐତିହାସିକ ସୁଧାରରେ ପରିପୂର୍ଣ୍ଣ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋଟିଏ ବର୍ଷରେ ଏହି କାର୍ଯ୍ୟକାଳ...

ପଦୋନ୍ନତି ପାଇଲେ ଟିନା ଡାବି: ଟୁଇଟ କରି ଦେଲେ ସୂଚନା

ଜୟପୁର, ୨୭।୧୧-୨୦୧୫ ମସିହାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଟପ୍ପର ଟିନା ଡାବିଙ୍କୁ ମିଳିଛି ପଦୋନ୍ନତି। ରାଜସ୍ଥାନ ସରକାର ତାଙ୍କୁ ଫାଇନାନ୍ସ (ଟ୍ୟାକ୍ସ) ଯୁଗ୍ମ ସଚିବ...

ନୌସେନାରେ ମହିଳା କମାଣ୍ଡୋ: ଶୀଘ୍ର ହେବ ଘୋଷଣା…

ନୂଆଦିଲ୍ଲୀ,୧୨।୧୨ : ଭାରତୀୟ ନୌସେନା ଏହାର ସ୍ବତନ୍ତ୍ର ବାହିନୀରେ ମହିଳାମାନଙ୍କୁ ଉତ୍ସାହିତ କରିବା ଲାଗି ଏକ ଐତିହାସିକ ପଦକ୍ଷେପ ନେଇଛି। ପ୍ରଥମ ଥର ପାଇଁ ମହିଳାମାନଙ୍କୁ...

ନୌସେରାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଜାଣିଶୁଣି ଏଠାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ରାଜୌରୀ ଜିଲାର ନୌସେରା...

ଫେବୃୟାରୀରେ ବାୟୁସେନାକୁ ମିଳିବ ୪ ଚିନୁକ୍‌ ହେଲିକପ୍ଟର

ନୂଆଦିଲ୍ଲୀ,୯।୭: ଫେବୃୟାରୀରେ ଭାରତୀୟ ବାୟୁସେନାକୁ ୪ ଶକ୍ତିଶାଳୀ ସିଏଚ୍‌-୪୭ ଚିନୁକ୍‌ ହେଲିକପ୍ଟର ମିଳିବ। ଏନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ...

ବିହାର କୋର୍ଟରେ ଇମ୍ରାନ୍‌ଙ୍କ ବିରୋଧରେ ମାମଲା

ପାଟନା,୨୯ା୯ (ଆଇଏଏନ୍‌ଏସ୍‌): ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାତିସଂଘରେ ଇମ୍ରାନ ଭାରତକୁ...

Advertisement
Archives

Model This Week