ଜାତୀୟ

ଦୈନିକ ସଂକ୍ରମଣ ଶହେ ତଳେ, ସକ୍ରିୟ ମାମଲା ୨୦୦୦ରୁ କମ୍‌…

ନୂଆଦିଲ୍ଲୀ, ୨୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ ୨୪…

ବାୟୁସେନା ସୁଖୋଇ ୩୦-ମିରାଜ ୨୦୦୦ ବିମାନ ଦୁର୍ଘଟଣା, ଜଣେ ପାଇଲଟ ଶହୀଦ…

ଭୋପାଳ,୨୮।୧ : ମଧ୍ୟପ୍ରଦେଶର ମୋରେନାଠାରେ ଏକ ଭୟଙ୍କର ଦୁର୍ଘଟଣାରେ ଦୁଇଟି ବାୟୁସେନା ଯୁଦ୍ଧ ବିମାନ ସୁଖୋଇ ୩୦ ଏବଂ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଭୟ ବିମାନ ଗ୍ବାଲିଅର ଏୟାରବେସରୁ ଉଡ଼ାଣ କରିଥିବା ଅଭ୍ୟାସ ବିମାନ ଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ…

ଭାରତ ଆମର ସଂସ୍କୃତି-ସମ୍ଭାବନାର ଅଭିବ୍ୟକ୍ତି: ପ୍ରଧାନମନ୍ତ୍ରୀ…

ଜୟପୁର,୨୮।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଭିଲୱାରାସ୍ଥିତ ମାଲସେରୀ ଡୁଙ୍ଗରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭଗବାନ ଦେବନାରାୟଣଙ୍କର ୧୧୧୧ ତମ ଜନ୍ମ ବାର୍ଷିକୀ ଅବସରରେ ଜିଲାର ଆସିଣ୍ଡରେ ପହଞ୍ଚିଛନ୍ତି। ଭିଲୱାରାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ସେ…

ଗୋଟିଏ ସମୟରେ ୩ଟି ବିମାନ ଦୁର୍ଘଟଣାଗ୍ରସ୍ତ, ଭରତପୁରରେ ଚାଟାର୍ଡ ପ୍ଲେନ, ମୋରେନାରେ ସୁଖୋଇ-ମିରାଜ ହରାଇଲା ନିୟନ୍ତ୍ରଣ

ଭୋପାଳ/ଜୟପୁର,୨୮ ।୧: ମଧ୍ୟପ୍ରଦେଶର ମୋରେନା ଜିଲାରେ ଶନିବାର ସକାଳେ ସୁଖୋଇ-୩୦ ଓ ମିରାଜ ୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ରହିଛି । ଅନ୍ୟପଟେ ରାଜସ୍ଥାନର ଭରତପୁର ସହରରେ…

ହସ୍ପିଟାଲରେ ଅଗ୍ନିକାଣ୍ଡ: ଡାକ୍ତର ଦମ୍ପତିଙ୍କ ସମେତ ୫ ମୃତ

ରାଞ୍ଚି,୨୮।୧: ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଡାକ୍ତର ଦମ୍ପତିଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି। ଝାଡଖଣ୍ଡର ଧାନବାଡା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ପଞ୍ଜାବରେ ଖୁବଶୀଘ୍ର ଲାଗୁ ହେବ ପୁରୁଣା ପେନସନ ଯୋଜନା

ଚଣ୍ଡିଗଡ଼,୨୮ ।୧: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) ସରକାର ୫୦୦ ମୋହଲ୍ଲା କ୍ଲିନିକ ଆରମ୍ଭ କରି ରାଜ୍ୟକୁ ଏକ ବଡ ଉପହାର ଦେଇଛି । ଏବେ ମୁଖ୍ୟମନ୍ତ୍ରୀ ଭଗବତ ମାନ କର୍ମଚାରୀଙ୍କୁ ବି ଏକ ବଡ ଉପହାର ଦେବାକୁ ସ୍ଥିର କରି…

ବିବିସି ଡକ୍ୟୁମେଣ୍ଟାରି ବିବାଦ: ଡିୟୁରେ ୧୪୪ ଧାରା: ୨୪ ଅଟକ

ନୂଆଦିଲ୍ଲୀ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି ଦିଲ୍ଲୀ ୟୁନିଭର୍ସିଟି (ଡିୟୁ)ରେ ପ୍ରଦର୍ଶନ ଲାଗି ଯୋଜନା ହୋଇଥିବାବେଳେ ଏହା ପୂର୍ବରୁ ଶୁକ୍ରବାର କଳା ବିଭାଗରେ ୧୪୪ ଧାରା ଲାଗୁ କରାଯାଇଛି। ଅଧିକ ସଂଖ୍ୟାରେ ପିଲା ଏକାଠି ହେବା ଉପରେ…

ଭାରତ-ଇଜିପ୍ଟ ସାଂସ୍କୃତିକ ସହଯୋଗ ଏମ୍‌ଓୟୁ

ନୂଆଦିଲ୍ଲୀ,୨୮।୧(ପି.ଟି.): ଭାରତ ଓ ଇଜିପ୍ଟ ମଧ୍ୟରେ ସାଂସ୍କୃତିକ ସହଯୋଗ ଲାଗି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ଏମ୍‌ଓୟୁ ଅନୁଯାୟୀ ସଙ୍ଗୀତ, ନୃତ୍ୟ, ଥିଏଟର, ଲାଇବ୍ରେରି, ଗବେଷଣା ଓ ଡକ୍ୟୁମେଣ୍ଟେଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉଭୟ ଦେଶରେ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ…

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଲାଗି ରହିଛି ବିବାଦ, ଦିଲ୍ଲୀ-କୋଲକାତା ପରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରେ ହେବ ସ୍କ୍ରିନିଂ

ନୂଆଦିଲ୍ଲୀ,୨୮ ।୧: ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ବିବାଦ ଜାରି ରହିଛି । ଦିଲ୍ଲୀ ଓ କୋଲକାତାରେ ସ୍କ୍ରିନିଂର ଜିଦ ପରେ ଶନିବାର ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେଜ(ଟିଆଇଏସଏସ)ସେ ସ୍କିନିଂ ହେବାର ଘୋଷଣା କରାଯାଇଛି । ହେଲେ ଇନଷ୍ଟିଚ୍ୟୁଟ…

ପାର୍ଲାମେଣ୍ଟ ବଜେଟ ଅଧିବେଶନରେ ଚାଇନା ଉପରେ ଆଲୋଚନା ହେଉ: କଂଗ୍ରେସ

ନୂଆଦିଲ୍ଲୀ,୨୮।୧(ପି.ଟି.): ଡିଜିପି-ଆଇଜିପି ବାର୍ଷିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିବା ରିସର୍ଚ୍ଚ ପେପରକୁ ନେଇ କଂଗ୍ରେସ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଚାଇନା ପ୍ରତି ସରକାରଙ୍କ ଦୁର୍ବଳ ମନୋଭାବକୁ ରିସର୍ଚ ପେପର ପଦାରେ ପକାଇଥିବା କଂଗ୍ରେସ ଅଭିଯୋଗ କରିବା ସହ ଆଗାମୀ ବଜେଟ…

ଆଦାନୀଙ୍କ କ୍ଷତି ୨.୮୩ ଲକ୍ଷ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ରିପୋର୍ଟ ପ୍ରଘଟ ପରେ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ ତୃତୀୟରୁ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପିଟାଲାଇଜେଶନ୍‌…

ନିବେଶକ ହରାଇଲେ ୧୦.୭୩ ଲକ୍ଷ କୋଟି

ମୁମ୍ବାଇ,୨୮।୧: ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟରେ ହ୍ରାସ ଯୋଗୁ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁ ପୁଞ୍ଜିବଜାର ଲଗାତର ଦ୍ୱିତୀୟ ଦିନ ଧରି ନିମ୍ନଗାମୀ ହୋଇଛି। ଶୁକ୍ରବାର ସେନ୍‌ସେକ୍ସ ୮୭୪ ପଏଣ୍ଟ ହ୍ରାସ ପାଇ ୫୯,୩୩୧ରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?