ଜାତୀୟ

‘ହାଇ କମାଣ୍ଡ’ ଶବ୍ଦ ଏଠାରୁ ଅଦୃଶ୍ୟ, ୧୫୬ ଆସନ ପାଇଁ ଗେହଲୋଟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଜୟପୁର,୨୭ ।୧: ରାଜସ୍ଥାନରେ ଚଳିତ ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏଥର ମଜଭୁତ ଭାବେ ଅଡି ବସିଛନ୍ତି । ତାଙ୍କୁ ଲାଗୁଛି କି ପୁଣିଥରେ ତାଙ୍କ ସରକାର ଫେରିବ । ସେ ସାଧାରଣତନ୍ତ୍ର ଦିବସରେ…

ବିବିସି ବିବାଦୀୟ ଡକ୍ୟୁମେଣ୍ଟାରୀ ବେଳାଭୂମିରେ ପ୍ରଦର୍ଶିତ କଲା କଂଗ୍ରେସ

ଥିରୁଭାନନନ୍ତପୁରମ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି କ୍ୱେଶ୍ଚିନ’ ଉପରେ ବିବାଦ ବଢିବାରେ ଲାଗିଛି। ଏହି ଡକ୍ୟୁମେଣ୍ଟାରୀକୁ ରାଜଧାନୀ ଥିରୁଭାନନନ୍ତପୁରମର ଶାଙ୍ଗଗୁମୁଗମ ବେଳାଭୂମିରେ କେରଳ କଂଗ୍ରେସ ପକ୍ଷରୁ ପ୍ରଦର୍ଶିତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଭାରତକୁ ୧୦୦ରୁ ଅଧିକ ଚିତା ଦେବ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୨୭ ।୧: ଦକ୍ଷିଣ ଏସିଆ ଦେଶରୁ ଚିତାକୁ ପୁଣିଥରେ ଆଣିବାର ମହତ୍ୱାକାଂକ୍ଷି ପରିଯୋଜନା ଆଧାରରେ ଦକ୍ଷିଣ ଆଫ୍ରିକା ଭାରତକୁ ୧୦୦ରୁ ଅଧିକ ଚିତା ଦେବାର ଏକ ଚୁକ୍ତି ସ୍ୱାକ୍ଷର କରିଛି । ଗତବର୍ଷ ସେପ୍ଟେମ୍ବରରେ ନାମିବିୟାରୁ ୮ଟି ଚିତା ଆସିବା ପରେ…

ଶୁକ୍ରବାର ବୈଠକ ଡକାଇଲେ ରାଜ୍ୟପାଳ: କେଜ୍‌ରିଓ୍ବାଲ କହିଲେ, ପଞ୍ଜାବ ଯାଉଛି…

ନୂଆଦିଲ୍ଲୀ,୨୬।୧: ଉପରାଜ୍ୟପାଳ ବିନୟ ସାକ୍ସେନା ବୈଠକ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଉପରାଜ୍ୟପାଳଙ୍କ ନିମନ୍ତ୍ରଣର ଉତ୍ତର ରଖିବାକୁ ଯାଇ କେଜ୍‌ରିଓ୍ବାଲ କହିଛନ୍ତି, ଶୁକ୍ରବାର ସେ ପଞ୍ଜାବ ଯାଉଛନ୍ତି। ତେଣୁ ସେ ଏଲ୍‌ଜିଙ୍କୁ ବୈଠକ ସମୟ ବଦଳାଇବାକୁ ଅନୁରୋଧ…

ମୁଲାୟମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଏସ୍‌ପି କହିଲା, ନେତାଙ୍କ ହୋଇଛି ଅପମାନ

ନୂଆଦିଲ୍ଲୀ,୨୬।୧: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟି (ଏସ୍‌ପି)ର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ…

ଘୋଷଣା ହେଲା ବଦ୍ରିନାଥ ଦ୍ୱାର ଖୋଲିବାର ତାରିଖ

ଚାମୋଲି,୨୬।୧: ଉତ୍ତରାଖଣ୍ଡ ଚାମୋଲିରେ ଥିବା ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି। ଚଳିତ ବର୍ଷ ଏପ୍ରିଲ ୨୭ରେ ସକାଳ ୭ଟା ୧୦ରୁ ଭକ୍ତମାନଙ୍କ ପାଇଁ ଧାମର କବାଟ ଖୋଲାଯିବ। ଗୁରୁବାର ମନ୍ଦିର କମିଟିରୁ ଏନେଇ ସୂଚନା ଦିଆଯାଇଛି। ବସନ୍ତ…

ବଜେଟ ପୂର୍ବରୁ ‘ହଲାଓ୍ବା ସେରିମନୀ’ ଆୟୋଜିତ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୬।୧: କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ‘ହଲୱା ସେରିମନୀ’ ଆୟୋଜିତ ହୋଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ଡ. ଭାଗବତ କିଶନରାଓ କରାଡଙ୍କ…

କ୍ୟାବିନେଟ୍‌ ସହ ଉପରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ବିବାଦ ମଧ୍ୟରେ ସାକ୍ସେନା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଅପରାହ୍ନ ୪ଟାରେ ଭେଟିବାକୁ ସମୟ ଦେଇଛନ୍ତି। ଉପରାଜ୍ୟପାଳ କହିଛନ୍ତି, ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍‌ ମନ୍ତ୍ରୀ କିମ୍ବା ୧୦ ଜଣ ବିଧାୟକଙ୍କୁ ନେଇ…

ସାଧାରଣତନ୍ତ୍ର ଦିବସରେ କରିଥାନ୍ତେ ଆକରିଂ: ହଠାତ୍‌ ଚାଲିଗଲା ଜୀବନ

ଇନ୍ଦୋର,୨୬।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଘଟଣ ଘଟିଛି। ଅନ୍ନପୂର୍ଣ୍ଣା ଅଞ୍ଚଳ ସ୍ଥିତ ଏକ ସ୍କୁଲରେ ଜଣେ ଛାତ୍ରୀ ଖେଳୁ ଖେଳୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ…

ସାଧାରଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ/ନୂଆଦିଲ୍ଲୀ,୨୬।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସରେ ଭାରତକୁ ଅନେକ ଶୁଭେଚ୍ଛା। ଅର୍ଥନୈତିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସଫଳତା ବିଷୟରେ…

ବେକାରୀ ଯୁବତୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା

ରାୟପୁର,୨୬।୧: ରାଜ୍ୟରେ ବେକାରୀ ଯୁବତୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା। ଚଳିତ ବର୍ଷ ହେବାକୁ ଥିବା ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁବାର ଏହି ବଡ଼ ଘୋଷଣା କରିଛନ୍ତି। ଲାଲବାଗ ପରେଡ୍‌ ପଡିଆରେ…

ଲଞ୍ଚ ହେଲା ଭାରତର ପ୍ରଥମ ନାଜାଲ ଭାକ୍ସିନ: ଜାଣନ୍ତୁ କେତେ ରହିଛି ଏହାର ଦାମ୍‌

ନୂଆଦିଲ୍ଲୀ,୨୬।୧: କରୋନା ସହ ମୁକାବିଲା ପାଇଁ ଭାରତ ଆଉ ଗୋଟିଏ ପାଦ ଆଗକୁ ବଢ଼େଇଛି। ଜାନୁଆରୀ ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତରେ ତିଆରି ହୋଇଥିବା ପ୍ରଥମ ନାଜାଲ କୋଭିଡ ଭାକ୍ସିନ ଲଞ୍ଚ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?