ଗୁଜରାଟ ନିର୍ବାଚନରୁ ମତେ ଦୂରେଇ ରଖିବାକୁ ଚାହୁଁଛି ଭାଜପା, କହିଲେ ସିସୋଡିଆ…
ନୂଆଦିଲ୍ଲୀ,୧୭।୧୦ : ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏକ୍ସାଇଜ ପଲିସି ମାମଲାରେ ପଚରାଉଚରା କରିବାକୁ ଯାଉଛି। ଘରୁ ବାହାରିବା ପୂର୍ବରୁ ମନୀଷ ସିସୋଡିଆ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଥିଲେ। ଏହା ସହିତ ସିସୋଡିଆ ଟୁଇଟ କରି କହିଛନ୍ତି…
କର୍ମଚାରୀଙ୍କୁ ଦୀପାବଳିରେ କାର୍ ଉପହାର ଦେଲେ ଜୁଏଲର୍ସ ମାଲିକ
ଚେନ୍ନାଇ,୧୭।୧୦: ଚେନ୍ନାଇର ଏକ ଜୁଏଲର୍ସ ଦୋକାନର ମାଲିକ ଏହାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ଭାବରେ କାର ଏବଂ ବାଇକ ଦେଇଛନ୍ତି। ଚଲାନି ଜୁଏଲର୍ସ ଜୁଏଲର୍ସ ପକ୍ଷରୁ ଏହାର ୧୦ ଜଣ କର୍ମଚାରୀଙ୍କୁ କାର୍ ଏବଂ ୨୦ ଜଣ କର୍ମଚାରୀଙ୍କୁ ମୋଟର ସାଇକେଲ…
ଅନ୍ଧେରି ଉପ-ନିର୍ବାଚନରେ ନୂଆ ମୋଡ଼: ଉଦ୍ଧବଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ଶିନ୍ଦେ ବିଧାୟକଙ୍କ ଅପିଲ…
ମୁମ୍ବାଇ,୧୭।୧୦ : ମହାରାଷ୍ଟ୍ରର ଅନ୍ଧେରି ଉପ-ନିର୍ବାଚନରେ ନୂଆ ମୋଡ଼ ଆସିଛି। ନଭେମ୍ବର ୩ରେ ମୁମ୍ବାଇର ଉପକଣ୍ଠ ଅନ୍ଧେରିର ପୂର୍ବ ବିଧାନସଭା ଆସନରେ ଉପ-ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକରେଇ ଦଳ ପାଇଁ ଏହି…
ଦେଶର କରୋନା ଟିକାକରଣ ଅସମ୍ପୂର୍ଣ୍ଣ, ନୂଆ ଭାରିଆଣ୍ଟ ମୁକାବିଲା ନେଇ ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ,୧୭।୧୦ : ପୁଣିଥରେ, କରୋନାର ଓମିକ୍ରନ ଭାରିଆଣ୍ଟର ଏକ ନୂତନ ସବ ଭାରିଆଣ୍ଟ ପୃଥିବୀର ଅନେକ ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଦେଶରେ ଚାଲିଥିବା କରୋନା ଟିକାକରଣ ଅଭିଯାନକୁ ଜୋରଦାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସରକାରୀ…
୧୮ କୁକୁରଙ୍କୁ ଜହର ଦେଇ ହତ୍ୟା, ସାଧାରଣରେ ଉତ୍ତେଜନା ବୃଦ୍ଧି…
ହାଇଦ୍ରାବାଦ,୧୭।୧୦ : ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲାରେ ଏକାସାଙ୍ଗରେ ୧୮ କୁକୁରଙ୍କୁ ଜହର ଦେଇ ହତ୍ୟା କରାଯାଇଛି। ଏହା ପରେ ପୋଲିସ ଅଭିଯୁକ୍ତ ବୀରବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କହିଛି, ପଚରାଉଚରା ବେଳେ ବୀରବାବୁ କହିଛନ୍ତି ଯେ ତାଙ୍କୁ ଏପରି…
ସକ୍ରିୟ ମାମଲା ୨୭ ହଜାର ତଳେ…
ନୂଆଦିଲ୍ଲୀ, ୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪…
ପିତାଙ୍କୁ ସ୍ୱିଗିରେ କାମ ମିଳିବାରୁ ଖୁସିରେ ଆତ୍ମହରା ହେଲେ କୁନି ଝିଅ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ, ୧୭ ।୧୦: ସାରା ବିଶ୍ୱରେ ପିତା ପୁତ୍ରିର ସମ୍ପର୍କ ସବୁଠାରୁ ନିଆରା । ଏ ଦୁହେଁ ଭାବନାର ଏମିତି ଏକ ବନ୍ଧନରେ ବାନ୍ଧି ହୋଇଥାଆନ୍ତି ଯାହାକୁ ଆଉ କେହି ବୁଝିବା କଷ୍ଟ । ଝିଅର ଖୁସି ପାଇଁ ପିତା ସବୁକିଛି…
ଚର୍ଚ୍ଚାରେ ଅଖିଳେଶଙ୍କ ଟୁଇଟ
ଲକ୍ଷ୍ନୌ,୧୭ ।୧୦: ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ରହୁଛି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟୁଇଟ । ଅଖିଳେଶ ରବିବାର ବିଳମ୍ବିତ ରାତିରେ ମଧ୍ୟ ଏକ ଟୁଇଟ୍ କରିଛନ୍ତି ଯାହା ଏବେ ଚର୍ଚ୍ଚାକୁ…
ହିନ୍ଦୀ ଲଦିଦେବା ଗଣତାନ୍ତ୍ରିକ ନୀତି ବିରୋଧୀ
ନୂଆଦିଲ୍ଲୀ,୧୭।୧୦ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅଣହିନ୍ଦୁ ଭାଷାଭାଷୀ ଲୋକଙ୍କ ଉପରେ ହିନ୍ଦୀ ଲଦିଦେବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରିଛନ୍ତି। ଏହା ଅପ୍ରାସଙ୍ଗିକ, ବିଭାଜନକାରୀ ଏବଂ ଗଣତାନ୍ତ୍ରିକ ନୀତି…
ବାହାର ନେତାଙ୍କୁ ଦାୟିତ୍ୱ ଦେଲା ଭାଜପା
ନୂଆଦିଲ୍ଲୀ,୧୭।୧୦ : ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଡିସେମ୍ବର ୪ ସୁଦ୍ଧା ଭୋଟ ହୋଇପାରେ ବୋଲି କୁହାଯାଉଛି। ଦୀର୍ଘ ୨୭ ବର୍ଷ ଧରି ଏହି ରାଜ୍ୟରେ କ୍ଷମତାରେ ଥିବା ଭାଜପା ଏଥର…
ଗୃହମନ୍ତ୍ରୀମାନଙ୍କ ଚିନ୍ତନ ଶିବିର ଡାକିଲେ ଶାହା
ନୂଆଦିଲ୍ଲୀ,୧୭।୧୦ (ଆଇଏଏନ୍ଏସ୍): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସବୁ ରାଜ୍ୟର ଗୃହମନ୍ତ୍ରୀମାନଙ୍କର ଏକ ଚିନ୍ତନ ଶିବିର ଡାକିଛନ୍ତି। ହରିୟାଣାର ସୂରଜକୁଣ୍ଡଠାରେ ଅକ୍ଟୋବର ୨୭ ଓ ୨୮ରେ ଏହି ଶିବିର ଅନୁଷ୍ଠିତ ହେବ। ଗୃହ ମନ୍ତ୍ରଣାଳୟକୁ ନିଜ ଅଧୀନରେ ରଖିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
ଷ୍ଟେଶନରେ ଶୋଇଲେ ଲକ୍ଷାଧିକ ପରୀକ୍ଷାର୍ଥୀ
ଲକ୍ଷ୍ନୌ, ୧୭ା୧୦: ଉତ୍ତରପ୍ରଦେଶର ସବ୍ଅର୍ଡିନେଟ୍ ସର୍ଭିସ୍ ସିଲେକ୍ସନ କମିଶନର ପ୍ରିଲିମିନାରୀ ଏଲିଜିବିଟି ଟେଷ୍ଟ (ପିଇଟି) ଦେବା ପାଇଁ ଶୁକ୍ରବାର ଓ ଶନିବାର ବିଭିନ୍ନ ବସ୍ଷ୍ଟାଣ୍ଡ ଏବଂ ରେଳଷ୍ଟେଶନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ରବିବାର ଏହ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ପରୀକ୍ଷା…
Archives


