ଜାତୀୟ

ଦିଲ୍ଲୀରେ ଅସୁରକ୍ଷିତ ମହିଳା: ସିସିଟିଭି-ମାର୍ଶଲ ସୁରକ୍ଷା ଦେବାକୁ ଅସମର୍ଥ…

ନୂଆଦିଲ୍ଲୀ,୮।୧ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଦାବି କରିଥିଲେ ଯେ ଦିଲ୍ଲୀର କ୍ଷମତା ଗ୍ରହଣ କରିବା ପରେ ସେ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବେ। ପ୍ରାୟ ଏକ ବର୍ଷ ପୂର୍ବେ…

ମୁମ୍ବାଇରେ ୧୯୯୩ ଭଳି ବିସ୍ଫୋରଣ କରିବାକୁ ଧମକ ଭରା ଫୋନ କଲ୍‌, ପୋଲିସ ସତର୍କ…

ମୁମ୍ବାଇ,୮।୧ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିସ୍ଫୋରଣ ହେବା ନେଇ ଏକ ଧମକ ଭରା ଫୋନ କଲ୍‌ ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ଅଜଣା ବ୍ୟକ୍ତି ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଫୋନ କରି ସହରର…

ଜନସଂଖ୍ୟା ନେଇ ନୀତୀଶଙ୍କ ବିବାଦୀୟ ମନ୍ତବ୍ୟ, ପୁରୁଷ ଦାୟିତ୍ୱହୀନ-ମହିଳା ଅଶିକ୍ଷିତ …

ପାଟନା,୮।୧ : ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବିହାରର ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ କାରଣ ରାଜ୍ୟରେ ମହିଳାମାନେ ଅଶିକ୍ଷିତ ଥିବାବେଳେ ପୁରୁଷମାନେ ଦାୟିତ୍ୱହୀନ। ସେମାନେ ଦାୟିତ୍ୱ ଗ୍ରହଣ କରିବେ ନାହିଁ।…

ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ଆସନ୍ତା ମାସରୁ…

ନୂଆଦିଲ୍ଲୀ,୮।୧ : ଭାରତ ଏବଂ ବାଂଲାଦେଶର ଉଚ୍ଚାଭିଳାଷୀ ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ପ୍ରକଳ୍ପ (ଆଇବିଏଫପିଏଲ) ଆସନ୍ତା ମାସରୁ ଆରମ୍ଭ ହେବ। ଏହି ପାଇପଲାଇନର କାର୍ଯ୍ୟ ଆରମ୍ଭ ଉଭୟ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ। ଆଇବିଏଫପିଏଲ ପ୍ରକଳ୍ପର ମୂଲ୍ୟ…

ବିଦ୍ୟୁତ କମ୍ପାନୀଗୁଡ଼ିକର ବକେୟା ହ୍ରାସ ପାଇ ଜାନୁୟାରୀରେ ୬୨,୬୮୧.୬୮ କୋଟିରେ ପହଞ୍ଚିଲା….

ନୂଆଦିଲ୍ଲୀ,୮।୧ : ଜାନୁଆରୀରେ ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ଦେୟ ପ୍ରାୟ ଅଧାକୁ ଖସି ଆସିଛି। ଜାନୁଆରୀ ପୂର୍ବରୁ ଏହା ୧,୨୧,୦୩୦ କୋଟି ଟଙ୍କା ଥିଲା। ଯାହା ବର୍ତ୍ତମାନ ୬୨,୬୮୧.୬୮ କୋଟି ଟଙ୍କାକୁ ଖସି ଆସିଛି। ବିଶେଷଜ୍ଞମାନେ କହିଛନ୍ତି…

ରାମ ମନ୍ଦିର ନିର୍ମାଣ ସମୟ ସହିତ ନିଯୁକ୍ତି ସମୟର ସୀମା ଧାର୍ଯ୍ୟ କରନ୍ତୁ ଶାହା: ପ୍ରିୟାଙ୍କ ଖାର୍ଗେ…

ବେଙ୍ଗାଲୁରୁ,୮।୧ : ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା ପରେ ଏବେ ସେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ତାଙ୍କ ପୁଅ ତଥା…

ନାଗା ଶାନ୍ତି ବୁଝାମଣା ସମାଧାନ ବିଧାନସଭା ନିର୍ବାଚନ ପୂର୍ବରୁ ହେଉ: ଜେଡିୟୁ ଏମ୍‌ପିଙ୍କ ଦାବି…

କୋହିମା,୮।୧ : ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଜ୍ୟ ସଭା ଏମ୍‌ପି ଅନିଲ ପ୍ରସାଦ ହେଗଡେ ନାଗା ଶାନ୍ତି ବୁଝାମଣା ସମଧାନ ପରେ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ଦଶନ୍ଧି ପୁରୁଣା ସମସ୍ୟାର…

ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗ: ପିଏମଓରେ ଉଚ୍ଚସ୍ତରୀୟ ବୈଠକ…

ନୂଆଦିଲ୍ଲୀ,୮।୧ : ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିବେ। ଏହି ବୈଠକରେ କ୍ୟାବିନେଟ ସଚିବ, କେନ୍ଦ୍ର…

କେଶରୀ ନାଥ ତ୍ରିପାଠୀଙ୍କ ରାଜନୈତିକ ଜୀବନର କେତେକ ରୋଚକ କାହାଣୀ…

ପ୍ରୟାଗରାଜ,୮।୧ : ଭାଜପାର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କର ରବିବାର ଦେହାନ୍ତ ହୋଇଛି। ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କେଶରୀ ନାଥ ତ୍ରିପାଠୀ ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ପ୍ରୟାଗରାଜସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ମାସେ ପରେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ କ୍ୟାବିନେଟ ସମ୍ପ୍ରସାରଣ…

ଶିମଲା,୮।୧ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ କ୍ୟାବିନେଟ ରବିବାର ସମ୍ପ୍ରସାରିତ ହୋଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ୭ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ, ସୋଲାନର ସର୍ବ ପୁରାତନ…

ସୁସ୍ଥତା ହାର ୯୮.୮୦ ପ୍ରତିଶତ, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

ବାଘ ସଂରକ୍ଷଣ ପାଇଁ ସୃଷ୍ଟି ହେବ ଅଧିକ ଟାଇଗର କରିଡୋର…

ନୂଆଦିଲ୍ଲୀ,୮।୧ : ଦେଶରେ ବାଘଙ୍କର ସଂରକ୍ଷଣ ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟମାନଙ୍କ ସହିତ ଅଧିକ ଟାଇଗର କରିଡର ସୃଷ୍ଟି କରିବେ। ଗତ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri