ମଙ୍ଗଳବାର ସିବିଆଇ କୋର୍ଟରେ ହାଜର ହେବେ ଉପମୁଖ୍ୟମନ୍ତ୍ରୀ
ପାଟନା,୧୭।୧୦: ରେଲଓ୍ବେ ନିଯୁକ୍ତି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। ଉକ୍ତ ମାମଲାରେ ତେଜସ୍ବୀ ଏବେ ଜାମିନରେ ଅଛନ୍ତି। ତାଙ୍କ ଜାମିନ ଖାରଜ ଲାଗି କୋର୍ଟରେ…
ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇଏଏସ୍ ଅଫିସର ନିଲମ୍ବିତ
ନୂଆଦିଲ୍ଲୀ,୧୭।୧୦: ଏକ ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇଏଏସ୍ ଅଫିସର ତଥା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ନିଲମ୍ବନ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶୁତୋଷ ଅଗ୍ନିହୋତ୍ରୀ ସୂଚନା…
ଭାରତରେ ଓମିକ୍ରନ୍ର ନୂଆ ଭାରିଆଣ୍ଟ ଚିହ୍ନଟ: ବିଶେଷଜ୍ଞ ଦେଲେ ଚେତାବନୀ
ନୂଆଦିଲ୍ଲୀ,୧୭।୧୦: ଦେଶରେ କୋଭିଡ୍ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଅଧିକାଂଶ ସ୍ଥାନରେ ଅନେକ କଟକଣାକୁ କୋହଳ କରାଯାଇଛି। ଇତିମଧ୍ୟରେ ଭାରତରେ ଓମିକ୍ରନ୍ର ଆଉ ଏକ ନୂଆ ସବ୍ଭାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଦୀପାବଳି ବେଳକୁ…
ଭାଜପା ଫୋକସରେ ସୀମାନ୍ତବର୍ତ୍ତୀ ୪୬ ଆସନ
ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ କ୍ଷମତାରେ ଥିବା ଭାଜପା ଏଥର ତ୍ରିମୁଖୀ ଲଢ଼େଇର ସମ୍ମୁଖୀନ ହେବାକୁ ଯାଉଛି। ରାଜ୍ୟରେ ପ୍ରଥମ ଥର ନିର୍ବାଚନ ଲଢ଼ିବାକୁ ଯାଉଥିବା ଆମ୍ ଆଦ୍ମୀ ପାର୍ଟି (ଏଏପି)ଠାରୁ…
ମା’ଙ୍କ ନାଁରେ ଏମିତି ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ୩ ବର୍ଷର ବାଳକ
ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ବୁରହାନପୁରରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ତିନି ବର୍ଷର ବାଳକ ତାଙ୍କ ମା’ଙ୍କ ନାଁରେ ଅଭିଯୋଗ ନେଇ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସେ ପୋଲିସ ଆଗରେ ତାଙ୍କ ମା’ଙ୍କ ନକେ ଅଭିଯୋଗ ଆଣିଥିଲେ। କୁନି ବାଳକ ଜଣଙ୍କ…
ଗଙ୍ଗାରେ ବିସର୍ଜନ ହେଲା ମୁଲାୟମଙ୍କ ଅସ୍ଥି
ଲକ୍ଷ୍ନୌ,୧୭।୧୦: ସମାଜବାଦି ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଅସ୍ଥି ଚାନ୍ଦି ଘାଟରେ ଅବସ୍ଥିତ ନୀଳଧରାରେ ବିସର୍ଜନ କରାଯାଇଛି। ରୀତିନୀତି ଅନୁସାରେ ତାଙ୍କ ପୁଅ ଅଖିଳେଶ ଯାଦବ ଅସ୍ଥିକୁ ଗଙ୍ଗାରେ ବୁଡ଼ାଇ ଦେଇଥିଲେ। ଅସ୍ଥି ବିସର୍ଜନ ପରେ ସେ ଗଙ୍ଗାରେ ବୁଡ଼…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଶେଷ: ୯୦ ପ୍ରତିଶତ ମତଦାନ
ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବାର ପ୍ରକ୍ରିୟା ଶେଷ ହୋଇଛି। ପ୍ରାୟ ୯୦% ମତଦାନ ହୋଇଛି। ବର୍ତ୍ତମାନ ଭୋଟ ଗଣନା ଅକ୍ଟୋବର ୧୯ରେ ହେବ। ୨୨ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଅଧ୍ୟକ୍ଷ ନିର୍ବାଚନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ…
ହିମାଚଳପ୍ରଦେଶ ନିର୍ବାଚନ: ୬୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ
ଶିମଲା,୧୭।୧୦: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୨ରେ ଅନୁଷ୍ଠିତ ହେବା ନେଇ ତାରିଖ ଘୋଷଣା ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ସମସ୍ତ ୬୮ ଆସନ ଲାଗି ସୋମବାର ପ୍ରାର୍ଥୀ ଘୋଷଣା କରିବ। ଦଳର ନେତ୍ରୀ ଅଳକା ଲାମ୍ବା ଏହି ସୂଚନା ଦେଇଛନ୍ତି।…
ମୋଦିଙ୍କୁ ଅପିଲ କଲେ ମମତା: ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନ ଲଢିବାକୁ ଦିଆଯାଉ ଅନୁମତି
କୋଲକତା,୧୭।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏକ ବିଶେଷ ନିବେଦନ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା…
ବ୍ୟାଙ୍କ ଋଣ ଦୁର୍ନୀତି: ଆରବିଆଇ ଅଧିକାରୀଙ୍କ ସିବିଆଇ ଯାଞ୍ଚ ଆବେଦନର ବିଚାର କରିବେ ଏସସି…
ନୂଆଦିଲ୍ଲୀ,୧୭।୧୦ : ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆରବିଆଇ ଅଧିକାରୀଙ୍କ ଭୂମିକାର ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ(ଏସସି) କରିବେ। ଏନେଇ ଶୀର୍ଷକୋର୍ଟ କେନ୍ଦ୍ର, ସିବିଆଇ, ଆରବିଆଇକୁ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀ ସୁବ୍ରମଣ୍ୟମ ସ୍ବାମୀଙ୍କ…
ନିର୍ବିରୋଧରେ ବିଜୟୀ ହୋଇପାରନ୍ତି ଋତୁଜା: ଭାଜପାର ପ୍ରାର୍ଥୀ ପ୍ରତ୍ୟାହାର ଘୋଷଣା…
ମୁମ୍ବାଇ,୧୭।୧୦ : ମୁମ୍ବାଇରା ଅନ୍ଧେରୀ ପୂର୍ବ ବିଧାନସଭା ଆସନରୁ ଭାଜପା ସୋମବାର ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହା ସହିତ ଉଦ୍ଧବ ବାଲାସାହେବ ଠାକରେ ଦଳର ରିତୁଜା ଲଟକେଙ୍କର ବିଧାୟକ ଭାବରେ ନିର୍ବିରୋଧ ନିର୍ବାଚିତ ହେବା ପାଇଁ ରାସ୍ତା ସଫା…
କୃଷକଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦୁଇଦିନିଆ କିଷାନ ସମ୍ମାନ ସମ୍ମିଳନୀ-୨୦୨୨ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୋଦି ପିଏମ କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତିରେ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ୱାରା ୧୨ କୋଟି…
Archives


