ଜାତୀୟ

ଘରେ ପଶି ମା’-ପୁଅଙ୍କ ଉପରେ ଏସିଡ୍‌ ଆକ୍ରମଣ, ସିସିଟିଭିରେ କଏଦ ହେଲେ ସନ୍ଦିଗ୍ଧ

ଲକ୍ଷ୍ନୌ,୨୯।୧: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘରେ ପଶି ମା’-ପୁଅଙ୍କ ଉପରେ ଏସିଡ୍‌ ଆକ୍ରମଣ କରାଯାଇଛି। ଏଥିରେ ଉଭୟ ଗୁରୁତର ହୋଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଚିକିତ୍ସା ଲାଗି ଆହତଙ୍କୁ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିସିଟିଭିରେ ଘଟଣା କଏଦ ହୋଇଥିବା…

ଗୁଜରାଟରେ ପେପର୍‌ ଲିକ୍‌ ମାମଲା: ୧୫ ଗିରଫ

ଗାନ୍ଧୀନଗର,୨୯।୧: ଗୁଜରାଟରେ ପୁଣି ଥରେ ପେପର୍‌ ଲିକ୍‌ ହେବା ଖବର ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୨୯ ଅର୍ଥାତ ରବିବାର ହେବାକୁ ଥିବା ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ବାତିଲ କରାଯାଇଛି। ଏହି ମାମଲାରେ ଗୁଜରାଟ ଏଟିଏସ୍‌ର ତଦନ୍ତ…

ଜମ୍ମୁ-କଶ୍ମୀରର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇଲେ ରାହୁଲ

ଶ୍ରୀନଗର,୨୯।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ ଏବେ ଅନ୍ତିମ ଚରଣରେ ପହଞ୍ଚିଛି। ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପହଞ୍ଚିଛି। ରାହୁଲ ରବିବାର ଏଠାର ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା…

୩୦ ହଜାର ଲୋକଙ୍କଠାରୁ ୨୦୦ କୋଟି ଠକେଇ

ନୂଆଦିଲ୍ଲୀ,୨୯।୧: ଘରେ ରହି ବୃହତ୍‌ ଇ-କମର୍ସ ସାଇଟ୍‌ରେ କାମ କରିବାର ପ୍ରଲୋଭନ ଦେଖାଇ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କଠାରୁ ୨୦୦ କୋଟି ଟଙ୍କା ଠକିନେଇଛନ୍ତି ଅନ୍ତର୍ଜାତୀୟ ଠକ ରାକେଟ୍‌। ପୋଲିସ ୩ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ସେମାନେ ବ୍ୟବହାର…

ବାରଣ ସତ୍ତ୍ୱେ ଟିସ୍‌ ଛାତ୍ରୀଛାତ୍ର ଦେଖିଲେ ବିବିସି ଡକୁମେଣ୍ଟାରି

ମୁମ୍ବାଇ: ୨୯।୧: ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି) ପକ୍ଷରୁ ପ୍ରସ୍ତୁତ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ୨୦୦୨ ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ନେଇ ତିଆରି ହୋଇଥିବା ‘ଇଣ୍ଡିଆ: ଦ ମୋଦି କ୍ୱୋଶ୍ଚିନ୍‌’କୁ ନେଇ ବିଭିନ୍ନ…

କୁକୁରକୁ ମାରିବା ନେଇ ୨ ଯୁବକଙ୍କ ନାଁରେ ମାମଲା

ଉଡୁପି, ୨୯ା୧: କୁକୁରକୁ ନିର୍ମମ ଭାବେ ହତ୍ୟା କରିବା ନେଇ ଶନିବାର କର୍ନାଟକ ଉଡୁପି ପୋଲିସ ଦୁଇ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବଣ୍ଟାକାଲସ୍ଥିତ ଶ୍ରୀ ମାଧଓ୍ବା ଭଡିରାଜା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କଲେଜ ପରିସରରେ କୁକୁରକୁ…

ଗୁଜରାଟରେ ପୁଣି ପେପର ଲିକ୍‌, ଜୁନିୟର କ୍ଲର୍କ ଭର୍ତ୍ତି ପରୀକ୍ଷା ରଦ୍ଦ

ଗାନ୍ଧୀନଗର,୨୯ ।୧: ଗୁଜରାଟରେ ପୁଣିଥରେ ପେପର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ୨୯ ଜାନୁୟାରୀ ଅର୍ଥାତ୍ ରବିବାର ହେବାକୁ ଥିବା ଜୁନିୟର କ୍ଲର୍କ ଭର୍ତ୍ତି ପରୀକ୍ଷାକୁ ରଦ୍ଦ କରିବାକୁ ପଡିଛି । ଗୁଜରାଟ ପଞ୍ଚାୟତ…

ତ୍ରିପୁରାରେ ଭାଜପା ୫୫, ସହଯୋଗୀ ଆଇପିଏଫଟି ୫ ଆସନରେ ଲଢିବେ ନିର୍ବାଚନ, ପ୍ରାର୍ଥିପତ୍ର ଦାଖଲ ପାଇଁ ରହିଛି ମାତ୍ର ଦୁଇଦିନ

ଅଗରତାଲା,୨୯ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିପୁରାରେ ଅଗାମୀ ୧୬ ଫେବୃୟାରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ପୁରୁଣା ସହଯୋଗୀ ଇଣ୍ଡିଜେନସ ଫିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା(ଆଇପିଏଫଟି)ସହ ଆସନ ବୁଝାମଣାକୁ ଶେଷ ରୂପ ଦେଇ ସାରିଛି । ଭାଜପା ତା’ର…

ବିଟିଂ ଦ ରିଟ୍ରିଟରେ ହେବ ଦେଶର ସବୁଠାରୁ ବଡ ଡ୍ରୋନ ଶୋ, ୩ ସେନା ବଜାଇବେ ଶାସ୍ତ୍ରୀୟ ଧୁନ

ନୂଆଦିଲ୍ଲୀ,୨୯ ।୧: ଦେଶର ୭୪ ତମ ସାଧାରଣତନ୍ତ୍ର ଦିବସ ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୨୯ ଜାନୁୟାରୀରେ ‘ବିଟିଂ ଦ ରିଟ୍ରିଟ’ ସମାରୋହର ଆୟୋଜନ ହୋଇଥାଏ । ‘ବିଟିଂ ଦ ରିଟ୍ରିଟ’ ସହ…

ସାବାଳିକା ଝିଅ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ନ ହେଲେ ପିତା ଦେଇପାରିବେନି ଭରଣପୋଷଣ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୨୮।୧ : କେରଳ ହାଇକୋର୍ଟ ଦୋହରାଇଛନ୍ତି ଯେ ଜଣେ ସାବାଳିକା ଅବିବାହିତା ଝିଇ, ସିଆରପିସିର ଧାରା ୧୨୫(୧) ଅନୁଯାୟୀ ତାଙ୍କ ପିତାଙ୍କ ରକ୍ଷଣାବେକ୍ଷଣ ଦାବି କରିପାରିବେ ନାହିଁ। ସେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ନ ଥିବା ଦର୍ଶାଇ ଏଭଳି ଦାବି…

ଆଇନ ଅନୁଯାୟୀ ପ୍ରାସଙ୍ଗିକ ସମୟରେ ଧର୍ମ ଗୁରୁତ୍ୱପୂର୍ଣ୍ଣ, ଅନ୍ୟଥା ଭାରତ ଧର୍ମନିରପେକ୍ଷ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଆମ ଦେଶରେ ଧର୍ମ ଯେତେବେଳେ ଆଇନ ଅନୁଯାୟୀ ପ୍ରାସଙ୍ଗିକ ହୋଇଥାଏ ସେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ। ନଚେତ ଭାରତ ସବୁ ଉଦ୍ଦେଶ୍ୟରେ ଏକ ଧର୍ମନିରପେକ୍ଷ ଦେଶ। ଯେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ ସେତେବେଳେ ଧର୍ମକୁ ଆମେ ଗୁରୁତ୍ପ…

କ୍ଷୁଦ୍ର ବ୍ୟବସାୟୀଙ୍କ ନାଁରେ ୩୬୬ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ଲକ୍ଷ୍ନୌ,୨୮।୧ : ଉତ୍ତରପ୍ରଦେଶର ମୁଜାଫରନଗରରେ ରାସ୍ତା ପାର୍ଶ୍ୱରେ ବସି ପୋଷାକ ବିକ୍ରି କରୁଥିବା ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ନାଁରେ ୩୬୬ କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗ ହୋଇଛି। ଇଜାଜ ଅହମ୍ମଦ ନାମକ କ୍ଷୁଦ୍ର ବ୍ୟବସାୟୀ ଜଣକ ଏଥିରେ ଆଶ୍ଚର୍ଯ୍ୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?