ଜାତୀୟ

ଆମେ ଅଟକିବୁନି, ଏଣିକି ୧୫୦ ସ୍ପିଡ୍‌ରେ କାମ ହେବ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧।୩: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରର ଦୁଇ ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ବିଧାୟକଙ୍କ…

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ ଧର୍ମର ସୁରକ୍ଷା ଲାଗି ନିର୍ମାଣ ହେବ ୩,୦୦୦ ମନ୍ଦିର

ହାଇଦ୍ରାବାଦ,୧।୩: ଆନ୍ଧ୍ରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପ୍ରତିଟି ଜିଲାରେ ମନ୍ଦିର ଥିବା ନିଶ୍ଚିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ରାଜ୍ୟରେ ୩ ହଜାର ମନ୍ଦିର ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମ…

ଫେବୃଆରୀରେ ଜିଏସ୍‌ଟି ସଂଗ୍ରହ ବଢିଛି ୧୨ ପ୍ରତିଶତ

ନୂଆଦିଲ୍ଲୀ,୧।୩: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବୁଧବାର ଫେବୃଆରୀ ପାଇଁ ଜିଏସ୍‌ଟି ତଥ୍ୟ ପ୍ରକାଶ କରିଛି। ଫେବୃଆରୀରେ ଜିଏସ୍‌ଟି ସଂଗ୍ରହ ୧,୪୯,୫୭୭ କୋଟିରେ ପହଞ୍ଚିଛି, ଯାହାକି ୧୨ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥ ମନ୍ତ୍ରଣାଳୟ ବିବୃତ୍ତିରେ କହିଛି, ଏହା ୧୨ ମାସ ମଧ୍ୟରେ…

ଶହୀଦ ପିତାଙ୍କ ଗିରଫ ଘଟଣାକୁ ନେଇ ନୀତୀଶଙ୍କ ସହ କଥା ହେଲେ ରାଜନାଥ

ନୂଆଦିଲ୍ଲୀ,୧ ।୩: ଗଲୱାନ ଘାଟି ଘଟଣାରେ ଶହୀଦ ହୋଇଥିବା ସେନାଙ୍କ ପିତାଙ୍କ ସହ ହୋଇଥିବା ମାରପିଟ ମାମଲା ଏବେ ରାଜନୈତିକ ମୋଡ ନେବାଭଳି ଦୃଶ୍ୟ ହେଉଛି । ଶହୀଦଙ୍କ ଭାଇ କହିଛନ୍ତି, ତାଙ୍କ ପିତା ରାଜ କପୁର ସିଂହଙ୍କ ଉପରେ ଏସସି/ଏସଟି…

ବିବିସି ଡକ୍‌ୟୁମେଣ୍ଟାରୀ ନେଇ ବ୍ରିଟିଶ ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର…

ନୂଆଦିଲ୍ଲୀ,୧।୩ : ଗତ ମାସରେ ବିସିସିଆଇର ଭାରତ କାର୍ଯ୍ୟାଳୟରେ ଆୟକର ଉପରେ କଟକଣା ଲାଗୁ ହୋଇଥିବା ନେଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭରଲି ବୁଧବାର ଦିଲ୍ଲୀରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସାକ୍ଷାତ ସମୟରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଗଣମାଧ୍ୟମ…

ଦୋଷୀଙ୍କୁ ଦିନରେ ୫ ଥର ନମାଜ ପାଠ କରିବାକୁ ଦଣ୍ଡାଦେଶ କଲେ କୋର୍ଟ…

ମୁମ୍ବାଇ,୧।୩ : ମହାରାଷ୍ଟ୍ରର ନାଶିକ ଜିଲା କୋର୍ଟର ଏକ ନିଆରା ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଜେଲକୁ ପଠାଇବା ପରିବର୍ତ୍ତେ କୋର୍ଟ ଏକ ନିଆରା ଦଣ୍ଡାଦେଶ କରିଛନ୍ତି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ହାତୀଙ୍କୁ ନିଜ ପାଖରେ ରଖି ପାରିବେନି ବ୍ୟକ୍ତି ବିଶେଷ-ଧାର୍ମିକ ଅନୁଷ୍ଠାନ: ମାଈ ହାତୀ ଜୟମାଲା ମାମଲାରେ କହିଲେ ହାଇକୋର୍ଟ…

ଚେନ୍ନାଇ,୧।୩ : ହାତୀ ସଂରକ୍ଷଣକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ବ୍ୟକ୍ତି ବିଶେଷ ଏବଂ ଧାର୍ମିକ ଅନୁଷ୍ଠାନ ତାମିଲନାଡୁରେ ହାତୀଙ୍କୁ ନିଜ ପାଖରେ ରଖି ପାରିବେ ନାହିଁ। କୋର୍ଟ ଏହାକୁ…

ହିମନ୍ତ-ସାଙ୍ଗମା ଭେଟ: ମେଘାଳୟ ସରକାରରେ ଭାଜପା ସାମିଲ ହେବା ନେଇ ଚର୍ଚ୍ଚା…

ଗୁଆହାଟୀ,୧।୩ : ମେଘାଳୟର ରାଜନୀତିରୁ ବଡ ଖବର ଆସିଛି। ମଙ୍ଗଳବାର ରାତିରେ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତୃତ୍ୱାଧୀନ ଉତ୍ତର ପୂର୍ବ ବିକାଶ ମହାସଂଘର ମୁଖ୍ୟ ହିମନ୍ତ ବିଶ୍ୱ ଶର୍ମା ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କୋନରାଡ ସାଙ୍ଗମାଙ୍କୁ…

କେଜ୍‌ରିଓ୍ବାଲଙ୍କ ଇସ୍ତଫା ଦାବି କରି ଦିଲ୍ଲୀରେ ଭାଜପା-କଂଗ୍ରେସର ବିକ୍ଷୋପ ପଦର୍ଶନ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ଦେଖାଯାଇଛି। ବୁଧବାର ଭାଜପା-କଂଗ୍ରେସ ଏଏପିକୁ ଟାର୍ଗେଟ୍‌ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଇସ୍ତଫା ଦାବି କରିଛନ୍ତି। ଏନେଇ ଜାତୀୟ ରାଜଧାନୀ ସମେତ…

ଗେହଲଟ-ରାଜକୁମାରଙ୍କୁ ମିଳିଲା ସିସୋଡିଆଙ୍କ ବିଭାଗ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଏବଂ ରାଜକୁମାର ଆନନ୍ଦଙ୍କୁ ନୂଆ ବିଭାଗର ଦାୟିତ୍ୱ ମିଳିଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପ୍ରସ୍ତାବକୁ ଉପରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ମନୀଷ ସିସୋଡିଆ ନିଜ…

ଆଗାମୀ ୧୦ମିନିଟ୍‌ ଭିତରେ ଓ୍ବେଷ୍ଟ କୁର୍ଲାରେ ହେବ ବ୍ଲାଷ୍ଟ

ମୁମ୍ବାଇ,୧।୩: ଗତ କିଛି ଦିନରୁ ଆସୁଥିବା ଅଜ୍ଞାତ ଫୋନ୍‌ କଲ୍‌ ମୁମ୍ବାଇ ପୋଲିସର ନିଦ ହଜାଇ ଦେଇଛି। କିଛି ଏଭଳି ଘଟଣା ଘଟିଛି ମଙ୍ଗଳବାର ରାତିରେ। ପ୍ରାୟ ରାତି୧୧ଟାରେ ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି…

ନୀତୀଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପାଟନା,୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ୭୨ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏହି ଅବସରରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କର ଦୀର୍ଘାୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?