ଜାତୀୟ

ଉପେନ୍ଦ୍ର କୁଶଓ୍ବାହାଙ୍କୁ Y+ ସୁରକ୍ଷା

ପାଟନା,୯।୩: ଜେଡିୟୁରୁ ଇସ୍ତଫା ଦେଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ Y+ ସୁରକ୍ଷା ମିଳିଛି। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁଶୱାହାଙ୍କ ସୁରକ୍ଷା ବଢାଯାଇଛି। କୁଶୱାହା ଏବେ…

ଉପରମୁହାଁ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ୭୫ ବର୍ଷ ପୁରୁଣା…

ନୂଆଦିଲ୍ଲୀ,୯।୩ : ଗୁରୁବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସମୟ ବିତାଇଛନ୍ତି। ବନ୍ଧୁତାକୁ ପାଳନ କରିବା ପାଇଁ କ୍ରିକେଟ ମ୍ୟାଚ ଦେଖିବା…

ରାହୁଲ ଗାନ୍ଧୀ ଦେଶ ପାଇଁ ବିପଦ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ଦେଶର ଏକତା ପାଇଁ ରାହୁଲ ଗାନ୍ଧୀ ଅତ୍ୟନ୍ତ ବିପଜ୍ଜନକ। ସେ ଭାରତକୁ ବିଭାଜନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ରିଜିଜୁ ଟୁଇଟ୍‌ କରି ଲେଖିଛନ୍ତି, କଂଗ୍ରେସର ଆତ୍ମଘୋଷିତ ରାଜକୁମାର ସମସ୍ତ…

ଭିକ ମାଗିଲେ ଜେଲ୍‌

ନାଗପୁର,୯।୩: ଜି-୨୦ ଶିଖର ବୈଠକ ପୂର୍ବରୁ ମହାରାଷ୍ଟ୍ରର ନାଗପୁର ସହରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟି ପୋଲିସ ମୁଖ୍ୟ ଅମିତେଶ କୁମାର ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ସେ ଧାରା ୧୪୪ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି।…

କର୍ନେଲ ଗୀତା ରାଣା ରଚିଲେ ଇତିହାସ

ନୂଆଦିଲ୍ଲୀ,୯।୩: ଭାରତୀୟ ସେନାର କର୍ପସ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ମେକାନିକାଲ ଇଞ୍ଜିନିୟର୍ସର କର୍ନେଲ ଗୀତା ରାଣା ଇତିହାସ ସୃଷ୍ଟି କରିଛନ୍ତି। ପୂର୍ବ ଲଦାଖର ଫରଓ୍ବାର୍ଡ ତଥା ଦୁର୍ଗମ ଅଞ୍ଚଳରେ ଫିଲ୍ଡ ଓ୍ବାର୍କଶପ୍‌ର ଦାୟିତ୍ୱ ସମ୍ଭାଳିବାରେ କର୍ଣ୍ଣେଲ ଗୀତା ରାଣା ପ୍ରଥମ ମହିଳା…

କ୍ୟାଲେଣ୍ଡରଙ୍କ କମେଡ଼ି: ଦୁନିଆଠାରୁ ଲୁଚାଇ ରଖୁଥିଲେ ହୃଦୟର ବ୍ୟଥା…

ମୁମ୍ବାଇ,୯।୩ : ମୃତ୍ୟୁ ହେଉଛି ଏହି ଜଗତର ଶେଷ ସତ୍ୟ, ଅନୁପମ ଖେରଙ୍କ କଥା ଗୁରୁବାର ସକାଳେ ସାରା ଦେଶକୁ ଭାବୁକ କରି ଦେଇଥିଲା ଯେତେବେଳେ ସେ ଖବର ଦେଇଥିଲେ ଯେ ସତୀଶ କୌଶିକ ଆଉ ଆମ ସହିତ ନାହାଁନ୍ତି। ସମସ୍ତେ…

ଘର ମାଲିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ମୁମ୍ବାଇ ପୋଲିସ…

ମୁମ୍ବାଇ,୯।୩ : ଘର ମାଲିକଙ୍କଠାରୁ ଭଡ଼ାଟିଆଙ୍କ ବିବରଣୀ ମାଗିବା ପାଇଁ ମୁମ୍ବାଇ ପୋଲିସ ଏକ ମାର୍ଗଦର୍ଶିକା ଜାରି କରିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ନିର୍ଦ୍ଦେଶ ମୁମ୍ବାଇ ପୋଲିସ କମିଶନରଙ୍କ ଅଧୀନରେ କାର୍ଯ୍ୟକାରୀ ହୋଇଥିଲା। ଯାହାର ଉଦ୍ଦେଶ୍ୟ ହେଉଛି ଅପରାଧୀ ତଥା…

ବିନ୍ଦି ପିନ୍ଧି ନ ଥିବାରୁ ମହିଳାଙ୍କୁ ଗାଳିି କଲେ ଭାଜପା ଏମ୍‌ପି, ଏଭଳି ଘଟଣା ଭାଜପାର ସଂସ୍କୃତିକୁ ପ୍ରତିଫଳିତ କରୁଛି କହିଲା କଂଗ୍ରେସ …

ବେଙ୍ଗାଲୁରୁ,୯।୩ : କର୍ନାଟକର କୋଲାର ଜିଲାରେ ଅନ୍ତର୍ଜାତୀୟ ମହିଳା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଜପା ଏମ୍‌ପି ଏସ ମୁନିସ୍ବାମୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳା ଦିବସରେ ଜଣେ ସେ କପାଳରେ ବିନ୍ଦି…

ଇସ୍ରୋକୁ ନିସାର ଉପଗ୍ରହ ହସ୍ତାନ୍ତର କଲା ନାସା, ବିଶ୍ୱର ସୁରକ୍ଷା ପାଇଁ ଗ୍ରହଣ କରିବ ପ୍ରମୁଖ ଭୂମିକା…

ବେଙ୍ଗାଲୁରୁ,୯।୩ : ଇସ୍ରୋ-ନାସା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ନିସାର ଉପଗ୍ରହ ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚିଛି। ଚେନ୍ନାଇରେ ଥିବା ଆମେରିକାର କନସୁଲେଟ କହିଛି ଯେ ନାସା-ଇସ୍ରୋ ସିନ୍ଥେଟିକ ଆପର୍ଚର ରାଡାର’ (ନିସାର) ନେଇ ଆସିଥିବା ଆମେରିକାର ବାୟୁସେନା ସି-୧୭ ବିମାନ ବେଙ୍ଗାଲୁରୁରେ…

କ୍ଷୟକ୍ଷତି ପୂର୍ବରୁ ମିଳିବ ବିପଦର ଅପଡେଟ, ୨୦୨୪ରେ ଇସ୍ରୋ ଲଞ୍ଚ କରିବ ନିସାର ସାଟେଲାଇଟ

ବେଙ୍ଗାଲୁରୁ,୯ ।୩: ଆମେରିକା ବାୟୁସେନାର ସି-୧୭ ବିମାନ ବୁଧବାର ବେଙ୍ଗାଲୁରୁରେ ପହଞ୍ଚିଛି ଓ ନାସା-ଇସ୍ରୋ ସିନ୍ଥେଟିକ ଏପର୍ଚର ରାଡାର (NISAR) କୁ ଭାରତୀୟ ମହାକାଶ ଏଜେନ୍ସିକୁ ହସ୍ତାନ୍ତର କରିଛି । ଏହାକୁ ଆମେରିକା–ଭାରତ ସମ୍ପର୍କ ମଧ୍ୟରେ ଏକ ଦୃଢ ସେତୁ ବୋଲି…

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ ଟେଷ୍ଟ ମ୍ୟାଚ ଦେଖିବେ ମୋଦି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୯ ।୩: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଏହାର ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲିଆ ସମକକ୍ଷ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ କ୍ରିକେଟ ଦେଖିବେ । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?