ଜାତୀୟ

ଅଗ୍ନିବୀରଙ୍କୁ ବଡ଼ ଉପହାର: ମିଳିବ ୧୦ ପ୍ରତିଶତ ଆରକ୍ଷଣ

ନୂଆଦିଲ୍ଲୀ,୧୦।୩: ଅଗ୍ନିପଥ ଯୋଜନା ଅନ୍ତର୍ଗତ ନୂତନ ନିଯୁକ୍ତି ପ୍ରକ୍ରିୟାରେ ଭାରତୀୟ ସେନାରେ ଯୋଗଦେଉଥିବା ଅଗ୍ନିବୀରମାନଙ୍କୁ କେନ୍ଦ୍ର ସରକାର ହୋଲି ଉପରେ ଏକ ବଡ ଉପହାର ଦେଇଛନ୍ତି। ପୂର୍ବତନ-ଅଗ୍ନିବୀରଙ୍କ ପାଇଁ ବିଏସଏଫରେ ଖାଲିଥିବା ପଦବୀରେ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା…

ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆରଜେଡି ନେତା ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଛି। ବିହାର, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଇଡି ପକ୍ଷରୁ ଏହି ଚଢାଉ…

ରାଷ୍ଟ୍ରପତି ଭବନରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ: ଭାରତକୁ କଲେ ପ୍ରଶଂସା

ନୂଆଦିଲ୍ଲୀ,୧୦।୩: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍‌ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି। ଶୁକ୍ରବାର ସେ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହା ପରେ ଆଲବାନିସ୍‌ ଭାରତକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି,…

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ବେଙ୍ଗାଲୁରୁ,୧୦।୩: କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଏଠାରେ ବିଧାନ ପରିଷଦର ଚାରିଥର ସଦସ୍ୟ ଥିବା ଭେଟେରାନ ଭାଜପା ନେତା ପୁଟ୍ଟନା ଏହି ପଦବୀ ତଥା ଦଳରୁ ଇସ୍ତଫା…

ମାର୍ଚ୍ଚରେ ୫୪ ଡିଗ୍ରୀ ଟପିଲା ତାପମାତ୍ରା

ଥିରୁଭାନନ୍ତପୁରମ୍‌,୧୦।୨: ମାର୍ଚ୍ଚ ମାସ ବର୍ତ୍ତମାନ ଆରମ୍ଭ ହୋଇଛି, ତଥାପି ଲୋକମାନେ ପ୍ରବଳ ଖରାର ସମ୍ମୁଖୀନ ହେଉଛନ୍ତି। ଦେଶର ଅନେକ ରାଜ୍ୟରେ ପ୍ରବଳ ତାପମାତ୍ରା ଏହାର ପୁରୁଣା ରେକର୍ଡ ଭାଙ୍ଗୁଛି। ଖରା ଯୋଗୁ ଲୋକମାନେ ଘରୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। କେରଳରେ…

ରାଜେଶ ଟିକାଏତଙ୍କ ସମେତ ତାଙ୍କ ପରିବାରକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୧୦ ।୩: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାଜେଶ ଟିକାଏତ ଓ ତାଙ୍କ ପରିବାରକୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି । ବୁଧବାର ରାତିରେ ବିକେୟୁର ଅଧ୍ୟକ୍ଷ ନରେଶ ଟିକାଏତଙ୍କ ପୁଅ ଗୌରବ ଟିକାଏତଙ୍କ ଫୋନକୁ ଫୋନ…

ଟ୍ରୋପେକ୍ସ ଏକ୍ସର୍‌ସାଇଜ୍‌

ନୂଆଦିଲ୍ଲୀ,୧୦ା୩: ଭାରତୀୟ ନୌସେନାର ସର୍ବବୃହତ୍‌ ଦ୍ୱିବାର୍ଷିକ ଥିଏଟର୍‌ ଲେବେଲ୍‌ ଅପରେଶନାଲ ରେଡିନେସ୍‌ ଏକ୍ସର୍‌ସାଇଜ୍‌ (ଟ୍ରୋପେକ୍ସ)ରେ ପ୍ରାୟ ୭୦ ଜାହାଜ, ୬ ବୁଡ଼ାଜାହାଜ ଓ ୭୫ରୁ ଅଧିକ ଏୟାରକ୍ରାଫ୍ଟ ସାମିଲ ହୋଇଛି। ୨୧ ନିୟୁତ ନଟିକାଲ୍‌ ମାଇଲ ଜଳରାଶି ଉପରେ ଏହି ଡ୍ରିଲ୍‌…

ଷ୍ଟ୍ରୋକ୍‌ ଯୋଗୁ ପ୍ରତି ୪ ମିନିଟ୍‌ରେ ଜଣେ ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ, ୧୦। ୩:ଷ୍ଟ୍ରୋକ୍‌ ଯୋଗୁ ଭାରତରେ ପ୍ରତି ୪ ମିନିଟରେ ଜଣଙ୍କର ମୃତ୍ୟୁ ଘଟୁଛି। ବର୍ତ୍ତମାନ ଏହା ଦେଶରେ ଘଟୁଥିବା ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ପାଲଟିଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ)ର ନ୍ୟୁରୋଲୋଜିଷ୍ଟ (ମସ୍ତିଷ୍କ ରୋଗ…

ଫାଟିଲା ଫ୍ରିଜ୍‌: ପୋଲିସ ଅଧିକାରୀଙ୍କ ସମେତ ୨ ମୃତ

କୋଏମ୍ବାଟୁର,୧୦।୩: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଫ୍ରିଜ୍‌ ହଠାତ୍‌ ଫାଟିଯିବାରୁ ବ ଏକ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜିଲାର ପୋଲାଚି ନିକଟ ନାଲୁର ଗାଁର ଅଟେ।…

ଗୋଚାଲାଣକାରୀଙ୍କ ଉପରେ ଫୁଟିଲା ଗୁଳି

ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶରେ ଗୋରୁ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଫଳରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ହେଲେ ପ୍ରେମ୍‌ ସିଂ (୫୦)। ପ୍ରେମ୍‌ ଏକ ଟ୍ରକ୍‌ରେ ୧୩ଟି ଗାଈଙ୍କୁ ମୈନପୁରୀ ନେଉଥିବା ବେଳେ…

ଜମ୍ମୁ-କଶ୍ମୀରର ଡୋଡାରେ ଶହେ ଫୁଟ ଉଚ୍ଚରେ ତ୍ରିରଙ୍ଗା ଉତ୍ତୋଳନ କଲେ ଯବାନ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ପାର୍ବତ୍ୟ ଡୋଡା ଜିଲାରେ ଗୁରୁବାର ଭାରତୀୟ ସେନା ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏହି ଉଦ୍ୟମକୁ ଦେଶ ପାଇଁ ଜୀବନ ଦେଇଥିବା ଅଗଣିତ ସେନ୍ୟଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।…

ଜେଲରେ ଥାଇ ଚିଠି ଲେଖିଲେ ସିସୋଡିଆ

ନୂଆଦିଲ୍ଲ,୯।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆ ତିହାର ଜେଲରୁ ଦେଶକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଟୁଇଟରରେ ଶେୟାର କରିଛନ୍ତି। ତେବେ ଶେୟାର କରି କେଜ୍‌ରିଓ୍ବାଲ ଲେଖିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?