ଜାତୀୟ

ଜେଲରୁ ମୁକୁଳିବା ପରେ ପୁଣି ଦାୟିତ୍ୱ ନେବେ ସିସୋଡିଆ, ସତ୍ୟେନ୍ଦ୍ର: ଆତିଶୀ

ନୂଆଦିଲ୍ଲୀ,୯।୩: ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ଦିଲ୍ଲୀର ଏଲଜି ହାଉସରେ ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ନର ଭି.କେ ସକ୍ସେନା ଉଭୟଙ୍କୁ ଶପଥପାଠ କରାଇଥିଲେ। ଏହାପରେ…

ସିସୋଡିଆ ଗିରଫ ହେବା ପରେ ସାମ୍ନାକୁ ଆସିଲା କେଜ୍‌ରିଓ୍ବାଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୯।୩: ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗୁରୁବାର ଇଡି ଗିରଫ କରିଛି। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ନିଜର ପ୍ରତିକ୍ରିୟା…

ସିସୋଡିଆଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିସୋଡିଆଙ୍କୁ ପ୍ରାୟ ୮ଘଣ୍ଟା ଧରି ପଚରାଉଚରା କରିବା ପରେ ଗୁରୁବାର ଗିରଫ କରିଛି। ଦିଲ୍ଲୀର ଅବକାରୀ ନୀତି ମାମଲା…

ଏଣିକି ଭାରତୀୟ ଡିଗ୍ରୀକୁ ମିଳିବ ଅଷ୍ଟ୍ରେଲିଆର ମାନ୍ୟତା

ଅହମ୍ମଦାବାଦ,୯।୩: ବର୍ତ୍ତମାନ ଅଷ୍ଟ୍ରେଲିଆରେ ଭାରତୀୟ ଡିଗ୍ରୀକୁ ମାନ୍ୟତା ଦିଆଯିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆ ଏବଂ ଭାରତ ସରକାର ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଯୋଗ୍ୟତା ମାନ୍ୟତା ମେକାନିଜିମ୍‌କୁ ଚୂଡାନ୍ତ କରିଛନ୍ତି। ଯାହା ମାଧ୍ୟମରେ ଭାରତୀୟ…

ଆନ୍ଧ୍ରପ୍ରଦେଶରେ ଜଗନ ମୋହନଙ୍କ ୧୭୫ ମିଶନ

ଅମରାବତୀ,୯।୩: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର କଂଗ୍ରେସର ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ନିକଟରେ ସେ ପ୍ରାୟ ୧୫୦ ଜୋନାଲ ଇନ୍‌ଚାର୍ଜ ନିଯୁକ୍ତ କରିଛନ୍ତି। ସୂଚନା ମୁତାବକ, ୨୦୨୪ରେ ହେବାକୁ…

ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର: କହିଲେ, ସମ୍ମାନିତ ଅନୁଭବ କରୁଛି

ନୂଆଦିଲ୍ଲୀ,୯।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଙ୍କୁ ଭାରତୀୟ ନୌସେନା ପକ୍ଷରୁ ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି। ଏଥିସହ ସେ ଆଇଏନ୍‌ଏସ୍‌ ବିକ୍ରାନ୍ତର କକ୍‌ପିଟ୍‌ରେ ବସିଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ନବନିଯୁକ୍ତ, ଭାରତୀୟ…

ସିସୋଡିଆଙ୍କୁ ଗିରଫ କରିପାରେ ଇଡି

ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଗିରଫ କରିପାରେ। ଏନେଇ ଆମ ଆଦମୀ ପାର୍ଟି (ଏଏପି)ର ଏକ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି…

ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ବଢ଼ିଲା ଅଙ୍ଗନୱାଡି କର୍ମୀଙ୍କ ଦରମା

ମୁମ୍ବାଇ,୯।୩: ମହାରାଷ୍ଟ୍ର ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୁରୁବାର ବିଧାନସଭାରେ ରାଜ୍ୟର ବାର୍ଷିକ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି। ବଜେଟରେ ସରକାର କେତେକ ବଡ଼ ଘୋଷଣା କରିଛନ୍ତି। ବଜେଟରେ କୃଷକ, ମହିଳା, ଆଦିବାସୀ, ଓବିସି, ଭିତ୍ତିଭୂମି ବିକାଶ,…

ମୁମ୍ବାଇ ପହଞ୍ଚିଲା ସତିଶଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଜମିଲା ସେଲିବ୍ରିଟିଙ୍କ ଭିଡ

ମୁମ୍ବାଇ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପାର୍ଥିବ ଶରୀର ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିଛି। ଆଉ କିଛି ସମୟ ପରେ ଅଭିନେତାଙ୍କ ପାର୍ଥିବ ଶରୀରକୁ ଆମ୍ବୁଲାନ୍ସରେ ତାଙ୍କ ବାସଭବନକୁ ନିଆଯିବ। ଅନ୍ୟପଟେ ସତିଶଙ୍କ ଅନ୍ତିମ…

କେନ୍ଦ୍ର ମନ୍ତ୍ରୀଙ୍କ ଅଜବ ମନ୍ତବ୍ୟ: କଂଗ୍ରେସ ଶାସନ କାଳରେ ଠିକ୍‌ ବିଦ୍ୟୁତ ଯୋଗାଯାଇ ନ ଥିବାରୁ ବଢିଛି ଜନସଂଖ୍ୟା

ବେଙ୍ଗାଲୁରୁ,୯।୩: କର୍ନାଟକ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ’ ମାସରେ ଶେଷ ହେବ। ଖୁବ୍‌ଶୀଘ୍ର ରାଜ୍ୟରେ ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡିକ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଗୁରୁବାର କେନ୍ଦ୍ରମନ୍ତ୍ରୀ…

ନିରୀହ ଝିଅପୁଅଙ୍କ ଜୀବନ ନେଲେ ନୃଶଂସ ବାପା

ରାଜକୋଟ,୯।୩: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ବୀଭତ୍ସ କାଣ୍ଡ ଘଟାଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ରାଜକୋଟରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନେପାଳୀ ଓ୍ବାଚ୍‌ମ୍ୟାନ୍‌ ନିଜର ପତ୍ନୀ, ପୁଅ ଏବଂ ଝିଅଙ୍କୁ ଅତି ନିର୍ମମ…

ଶପଥ ନେଲେ ଆତିଶୀ, ସୌରଭ

ନୂଆଦିଲ୍ଲୀ, ୯।୩: ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ଗୁରୁବାର ଦିଲ୍ଲୀର ଏଲଜି ହାଉସରେ ଅରବିନ୍ଦ କେଜ୍‌ରିୱାଲ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ନ ଭି.କେ ସକ୍ସେନା ଉଭୟଙ୍କୁ ଶପଥପାଠ କରାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?