ଜାତୀୟ

ଏବେବି ବ୍ରିଟିଶ ଅଧୀନରେ ‘ଶକୁନ୍ତଳା ରେଲ୍‌ଓ୍ବେ’

ମୁମ୍ବାଇ, ୧୨। ୩: ଦେଶରେ ରେଳ ଯାତ୍ରାକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି। ନୂଆ ଜ୍ଞାନ କୌଶଳରେ ନିର୍ମିତ ଟ୍ରେନ୍‌ ମଧ୍ୟ ଦେଶର ବହୁ ପ୍ରାନ୍ତରେ ଚାଲିବା ଆରମ୍ଭ ହେଲାଣି। ଏପରି କି…

କିନ୍ନରଙ୍କ ପାଇଁ ରୋଜଗାର: ଗୁଆହାଟୀ ଷ୍ଟେଶନରେ ଖୋଲିଲା ପ୍ରଥମ ‘ଟ୍ରାନ୍ସ ଚା ଷ୍ଟଲ’…

ଗୁଆହାଟୀ , ୧୨/୩: ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ଭାରତୀୟ ରେଳବାଇ ଗୁଆହାଟୀ ଷ୍ଟେଶନରେ ପ୍ରଥମ ଥର ପାଇଁ ‘ଟ୍ରାନ୍ସ ଚା ଷ୍ଟଲ’ ଲଞ୍ଚ କରିଛି। ଯାହା କିନ୍ନରଙ୍‌ଙ୍କ ଦ୍ୱାରା ସମ୍ପୁର୍ଣ୍ଣ ଭାବରେ ପରିଚାଳିତ ହେବ। ଉତ୍ତର ପୂର୍ବାଞ୍ଚଳ ରେଳବାଇ…

ସିକିମରେ ତୁଷାରପାତ: ଅଟକି ରହିଛନ୍ତି ୯୦୦ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି…

ଗାଙ୍ଗଟକ,୧୨।୩ : ସିକିମରେ ପ୍ରବଳ ତୁଷାରପାତ ଯୋଗୁ ପ୍ରାୟ ୯୦୦ ପର୍ଯ୍ୟଟକ ରାସ୍ତାରେ ଅଟକି ରହିଛନ୍ତି। ସେମାନେ ୮୯ଟି ଗାଡିରେ ଶନିବାର ସନ୍ଧ୍ୟାରେ ନାଥୁ ଲା ଏବଂ ସୋମଗୋ ହ୍ରଦଠାରୁ ଗାଙ୍ଗଟକକୁ ଫେରୁଥିଲେ। ସେନା ସହିତ ପୋଲିସ ମିଳିତ ଭାବେ ଉଦ୍ଧାର…

ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ରହିବ ଜାରି : ଶାହା…

ହାଇଦ୍ରାବାଦ,୧୨।୩ : ହାଇଦ୍ରାବାଦରେ ସିଆଇଏସଏଫର ୫୪ ତମ ସ୍ଥାପନା ଦିବସ ପରେଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ଦେଶରେ ଆତଙ୍କବାଦ, ମାଓବାଦ ଏବଂ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଜାରି ରହିବ ବୋଲି ରବିବାର ସୂଚନା ଦେଇଛନ୍ତି।…

ଶ୍ରୀଲଙ୍କାର ୪୦ ଲକ୍ଷ ପିଲାଙ୍କୁ ଭାରତ ଦେଇଛି ପାଠ୍ୟ ପୁସ୍ତକ…

ନୂଆଦିଲ୍ଲୀ,୧୨।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଭାରତ ଦେଇଥିବା ଆର୍ଥିକ ସାହାଯ୍ୟରେ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ହାଇ କମିଶନର ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ…

ପଶ୍ଚିମବଙ୍ଗରେ ପୁଣି ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ

କୋଲକାତା,୧୨ ।୩: ପଶ୍ଚିମବଙ୍ଗରେ ପୁଣିଥରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ ହୋଇଛି । ଘଟଣା ରବିବାରର ହୋଇଥିବା ବେଳେ ଟ୍ରେନଟି ହାୱଡା ଯାଇଥିଲା । ଏହି ସମୟରେ ଫରକ୍କା ନିକଟରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ ହେବାରୁ ଏହାର…

ଆଜିର ଦିନରେ ହିଁ ହୋଇଥିଲା ମୁମ୍ବାଇରେ ସିରିଏଲ ବ୍ଲାଷ୍ଟ, ଡନ ଦାଉଦ ଇବ୍ରାହିମ ଥିଲେ ସାମିଲ, ଫସିଯାଇଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ,୧୨ ।୩: ମାର୍ଚ୍ଚ ୧୨, ୧୯୯୩ ମୁମ୍ବାଇ ପାଇଁ ଥିଲା କଳା ଶୁକ୍ରବାର ବା ବ୍ଲାକ ଫ୍ରାଇଡେ । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରତିଦିନ ଭଳି ସାଧାରଣ ଭାବେ କାମ ଚାଲିଥିଲା, ହେଲେ ଦିନ ପ୍ରାୟ ୧ଟା ୩୦ରେ ଏକ୍ସଚେଞ୍ଜର ୨୮…

କିନ୍ନର-ସମଲିଙ୍ଗୀ-ଯୌନକର୍ମୀ କରି ପାରିବେନି ରକ୍ତଦାନ…

ନୂଆଦିଲ୍ଲୀ,୧୧।୩ : ରକ୍ତଦାନ ନେଇ ଥିବା ବୈଜ୍ଞାନିକ ପ୍ରାମାଣିକ ତଥ୍ୟ ଆଧାରରେ ନ୍ୟାଶନାଲ ବ୍ଲଡ ଟ୍ରାନ୍ସଫ୍ୟୁଜନ କାଉନସିଲ(ଏନବିଟିସି) ଦ୍ୱାରା ଏକ ନିୟାମକ ଧାର୍ଯ୍ୟ ହୋଇଛି। ରକ୍ତଦାନ ପାଇଁ ଥିବା ମାର୍ଗଦର୍ଶିକାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ପିଟିଶନ ନେଇ ସ୍ବାସ୍ଥ୍ୟ…

ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ ତାଙ୍କୁ ଟାର୍ଗେଟ…

ଆମେ ମିଶି ଯିବାରୁ ପୁଣି ୫ ବର୍ଷ ପରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ : ନୀତୀଶ…

ପାଟନା,୧୧।୩ : ଚାକିରି ପାଇଁ ଜମି ମାମଲାରେ ସିବିଆଇ ଶନିବାର ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଛି। ଏହି ମାମଲାରେ ସମଗ୍ର ଲାଲୁ ପରିବାର ସିବିଆଇ ସ୍କାନରରେ ଅଛନ୍ତି। ସିବିଆଇ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ…

ଘରେ ବସି ଭୋଟ ଦେଇପାରିବେ ୮୦ ବର୍ଷ ବୟସ୍କ ବ୍ୟକ୍ତି : ଇସି ଆରମ୍ଭ କଲେ ‘ଭୋଟ ଫର୍ମ ହୋମ୍‌’ ପ୍ରକ୍ରିୟା…

ବେଙ୍ଗାଲୁରୁ,୧୧।୩ : ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ ଦେବା ଲାଗି ‘ଭୋଟ ଫର୍ମ ହୋମ୍‌’ ସୁବିଧା ଆରମ୍ଭ…

କରୋନା ମହାମାରୀ ସମୟରେ ମିଛ ଖବର ପ୍ରସାର ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି: ଅନୁରାଗ ଠାକୁର…

ପୁଣେ,୧୧।୩ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କରୋନା ମହାମାରୀ ସମୟରେ ପ୍ରଦାନ କରାଯାଇଥିବା ଭୁଲ ତଥ୍ୟ ଏବଂ ମିଥ୍ୟା ପ୍ରଚାର ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ପୁଣେ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?