ଦେଶରେ ଆଜି ୧୩୪ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୩।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀକୁ ଫେରିଆସିଲା ବିମାନ
ନୂଆଦିଲ୍ଲୀ,୩।୧: ରାଜଧାନୀ ଦିଲ୍ଲୀରୁ ଥାଇଲ୍ୟାଣ୍ଡର ଫୁକେଟକୁ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁଣି ଦିଲ୍ଲୀକୁ ଫେରିଆସିଛି। ଏହାପରେ ବିମାନକୁ ଜରୁରୀକାଳୀନ ଘୋଷଣା କରାଯାଇଥିଲା। ସୂଚନାନୁଯାୟୀ, ଇଣ୍ଡିଗୋ ବିମାନ ୬ଇ-୧୭୬୩ ସକାଳ ୬.୪୧ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ…
ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ରହିପାରିବେ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩।୧:ଅଭିବ୍ୟକ୍ତିର ସ୍ବାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୌଣସି ମନ୍ତ୍ରୀ, ଏମ୍ପି କିମ୍ବା ବିଧାୟକଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ରହିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, କୌଣସି ରାଜ୍ୟ କିମ୍ବା…
ପୁଣି ରାହୁଲଙ୍କୁ ମିଳିଲା ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ଧମକ: ପଞ୍ଜାବର କାନ୍ଥରେ ଲେଖାଗଲା ସ୍ଲୋଗାନ୍
ଚଣ୍ଡିଗଡ଼,୩।୧: ପଞ୍ଜାବରେ ଖଲିସ୍ତାନ ସମର୍ଥନରେ ପୁଣି ଥରେ ସ୍ବର ଉଠିଛି। ସହରର କାନ୍ଥରେ ଖଲିସ୍ତାନଙ୍କ ସମର୍ଥନରେ ଏକ ସ୍ଲୋଗାନ୍ ଲେଖାହୋଇଛି। ମୁକ୍ତସର ସାହିବର ଏସ୍ଏସ୍ପି କାର୍ଯ୍ୟାଳୟର କାନ୍ଥରେ ଏହି ସ୍ଲୋଗାନ୍ ଲେଖାଯାଇଥିବା ଦେଖିବାକୁ ମିଳିଛି। ଲଗାତର ପଞ୍ଜାବର ମାହୋଲକୁ ଖରାପ୍ କରିବାକୁ…
ବୈଜ୍ଞାନିକ ଆଭିମୁଖ୍ୟ ନେଇ ଆଗକୁ ବଢୁଛି ଭାରତ: ମୋଦି
ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ଯେଉଁ ଉଚ୍ଚତାରେ ରହିବ ସେଥିରେ ଭାରତର ବୈଜ୍ଞାନିକ ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଯେବେ ଦେଶ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ଚାଲିଗଲା ୫ ଜୀବନ
ଚେନ୍ନାଇ,୩।୧: ତାମିଲନାଡୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳେ ତ୍ରିଚି-ଚେନ୍ନାଇ ଜାତୀୟ ରାଜପଥରେ ୬ଟି ଗାଡି ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। କୁଡାଲୋର ଜିଲାର ଭେପୁର ନିକଟ…
ଦେଶର ଗୋଟିଏ ବି ଜିଲାରେ ନାହିଁ କରୋନାର ୟେଲୋ ଆଲର୍ଟ
ନୂଆଦିଲ୍ଲୀ,୩ ।୧: ଦେଶର କୌଣସି ଗୋଟିଏ ବି ଜିଲାରେ କରୋନାର ୟେଲୋ ଆଲର୍ଟ ନାହିଁ । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାପ୍ତାହିକ ସମିକ୍ଷା ରିପୋର୍ଟରୁ ଜଣାପଡିଛି କି ସମସ୍ତ ଜିଲାରେ କରୋନା ସଂକ୍ରମଣ ୫ ପ୍ରତିଶତରୁ କମ ରହିଛି ।…
ଆଦି ଶଙ୍କରାଚାର୍ଯ୍ୟଙ୍କୁ ନେଇ କେରଳ ମନ୍ତ୍ରୀଙ୍କ ବିବାଦୀୟ ବୟାନ
ଥିରୁଭାନନ୍ତପୁରମ,୩ ।୧: ଦେଶରେ ବେଳକୁ ବେଳ ବିବାଦୀୟ ବୟାନର ଟ୍ରେଣ୍ଡ ଯେମିତି ବଢି ଚାଲିଛି । ଏବେ କେରଳର ମନ୍ତ୍ରୀ ତଥା ବାମଦଳ ନେତା ଏମବି ରାଜେଶ ବୈଦିକ ଦର୍ଶନର ମୁଖ୍ୟ ତଥା ମହାନ ଦାର୍ଶନିକ ଆଦି ଶଙ୍କରାଚାର୍ଯ୍ୟଙ୍କୁ ନେଇ ଏକ…
ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନିଲ
ନୂଆଦିଲ୍ଲୀ,୩।୧: ବରିଷ୍ଠ ରେଳ ପ୍ରଶାସନିକ ଅଧିକାରୀ ଅନିଲ କୁମାର ଲାହୋଟି ନିକଟରେ ଭାରତୀୟ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଲାହୋଟି ରେଲଓ୍ବେ ବୋର୍ଡର (ଭିତ୍ତିଭୂମି) ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।…
ବ୍ରେକ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡୋ ଯାତ୍ରା
ଲକ୍ଷ୍ନୌ,୩ ।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ଉତ୍ତର ପ୍ରଦେଶରୁ ଆରମ୍ଭ ହେଉଛି । ପ୍ରାୟ ଗୋଟିଏ ସପ୍ତାହର ବ୍ରେକ ପରେ ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରା ଦିଲ୍ଲୀରୁ ବାହାରି…
୨୦୨୩ରେ କରୋନା ପରେ ସବୁଠାରୁ ବଡ ବିପଦ ହେବ ସୁପରବଗ, ପ୍ରତିବର୍ଷ ୧ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ
ନୂଆଦିଲ୍ଲୀ,୩ ।୧: ପ୍ରାୟ ୨ ବର୍ଷ ହେବ କରୋନା ମାହାମାରୀ ଲୋଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରି ଦେଇଥିବା ବେଳେ ଏବେ ଏହାର ନୂଆ ନୂଆ ଭାରିଏଣ୍ଟକୁ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି । ଅନ୍ୟପଟେ ଆମେରିକାରେ…
୧ରେ ଆସିପାରେ କେନ୍ଦ୍ର ବଜେଟ
ନୂଆଦିଲ୍ଲୀ,୩ା୧:ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ ତାରିଖରେ ଆରମ୍ଭ ହୋଇପାରେ, ଯାହା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ଯୋଜନା ଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସୂଚନାନୁଯାୟୀ, ଅଧିବେଶନର ପ୍ରଥମ…
Archives


