ଜାତୀୟ

କେନ୍ଦ୍ର ସରକାର ଏଜେନ୍ସିର: ମମତା

କୋଲକାତା,୨୬।୧୧: ଯାହାଙ୍କୁ ମୁଁ ଭାଇ ଭଳି ଦେଖେ ସେ ମୋତେ କହୁଛନ୍ତି, ପଶ୍ଚିମବଙ୍ଗ ସରକାର ଏବେ ପାର୍ଟି ପାଇଁ, ପାର୍ଟି ଦ୍ୱାରା ଏବଂ ପାର୍ଟିର ହୋଇଯାଇଛି। ତେବେ କେନ୍ଦ୍ର ସରକାର ଏଜେନ୍ସିର, ଏଜେନ୍ସି ଦ୍ୱାରା ଏବଂ ଏଜେନ୍ସି ପାଇଁ ବୋଲି ମୁଁ…

‘କେଜ୍‌ରିଓ୍ବାଲଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର କରୁଛି ଭାଜପା’

ନୂଆଦିଲ୍ଲୀ,୨୬।୧୧(ପି.ଟି.): ଗୁଜରାଟ ବିଧାନସଭା ଏବଂ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ ପରାଜୟ ଭୟରେ ଭାଜପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗୁରୁବାର ଅଭିଯୋଗ କରିଥିଲେ। ଏନେଇ ନିର୍ବାଚନ କମିଶନଙ୍କ…

ଇସ୍ରୋ ଲଞ୍ଚ କରିବ ୮ ନାନୋ ସାଟେଲାଇଟ ଓ ଓଶନସାଟ-୩

ତିରୁପତି,୨୬ ।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନିକଟରେ ସ୍ୱଦେଶୀ ମିଶନକୁ ଲଞ୍ଚ କରି ଇତିହାସ ରଚିବା ପରେ ଏହାର ପରବର୍ତ୍ତି ମିଶନ ପିଏସଏଲଭି-ସି୫୪/ଇଓଏସ-୦୬ ପାଇଁ ପ୍ରସ୍ତୁତ ହୋଇସାରିଛି । ଏହାର କାଉଣ୍ଟଡାଉନ ଏବେ ଆରମ୍ଭ ହୋଇଯାଇଛି । ଏହି ମିଶନ…

ସୁଡ଼ଙ୍ଗ ଖୋଳି ଟ୍ରେନ୍‌ ଇଞ୍ଜିନ ଚୋରି

ମୁଜାଫରପୁର,୨୬।୧୧: ଗତ ଏପ୍ରିଲ-ମେ’ ମାସରେ ବିହାରର ରୋହତାସ, ଜାହାନାବାଦ ଏବଂ ବାଙ୍କା ଜିଲାରୁ ୩ଟି ଲୁହା ବ୍ରିଜ୍‌କୁ ଚୋରମାନେ ଗ୍ୟାସ୍‌ କଟରରେ କାଟି ଚୋରି କରି ନେଇଥିଲେ। ଏବେ ବିହାର ବେଗୁସରାଇ ଜିଲାରେ ଚୋରମାନେ ସୁଡ଼ଙ୍ଗ ଖୋଳି ସମ୍ପୂର୍ଣ୍ଣ ଡିଜେଲ୍‌ ଟ୍ରେନ୍‌…

ଅଷ୍ଟ୍ରେଲିଆରେ ମହିଳାଙ୍କୁ ହତ୍ୟା କରିଥିବା ଭାରତୀୟ ବଂଶୋଦ୍ଭବ ଗିରଫ

ନୂଆଦିଲ୍ଲୀ,୨୬।୧୧(ପି.ଟି.): ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ଜଣେ ମହିଳାଙ୍କୁ ୪ ବର୍ଷ ପୂର୍ବେ ହତ୍ୟା କରିଥିବା ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲୀୟ ନାଗରିକ ରାଜଓ୍ବିନ୍ଦର ସିଂଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ତାଙ୍କୁ ଗିରଫ କଲେ ୧ ନିୟୁତ ଅଷ୍ଟ୍ରେଲୀୟ ଡଲାର ପୁରସ୍କାର ଦିଆଯିବ…

ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଛି ଚାଇନା

ମୁମ୍ବାଇ/ନୂଆଦିଲ୍ଲୀ,୨୬।୧୧(ପି.ଟି.): ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଓ ପରିଚାଳକମାନଙ୍କୁ ଦଣ୍ଡ ଦେବା ଲାଗି ଭାରତ ଉଦ୍ୟମ ଜାରି ରଖିଥିଲେ ହେଁ ଚାଇନା କ୍ରମାଗତ ଭାବେ ଏହାକୁ ରୋକୁଥିବା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ୍‌…

ସମଲିଙ୍ଗୀ ବିବାହ ପାଇଁ ସୁପ୍ରିମକୋର୍ଟରେ ପିଟିଶନ: କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ,୨୬।୧୧: ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟଲିଙ୍ଗୀ, ତୃତୀୟଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ସମ୍ପ୍ରଦାୟକୁ ବିବାହ ସମ୍ପର୍କିତ ଅଧିକାର ପ୍ରଦାନ ପାଇଁ ସୁପ୍ରିମକୋର୍ଟରେ ୨ଟି ପିଟିଶନ ଦାଖଲ ହୋଇଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହା ଉପରେ କେନ୍ଦ୍ର…

ଶୀତ ଅଧିବେଶନ ଲାଗି ୬ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୨୬।୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହା ପୂର୍ବରୁ କେନ୍ଦ୍ର ସରକାର ୬ ତାରିଖ ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦ ଭବନର ଲାଇବ୍ରେରି ବିଲ୍ଡିଂରେ ଉକ୍ତ ବୈଠକ…

୭୩ ବର୍ଷର ହେଲା ଭାରତୀୟ ସମ୍ବିଧାନ

ନୂଆଦିଲ୍ଲୀ,୨୬ ।୧୧: ଦେଶ ସ୍ୱାଧିନ ହେବା ପରେ ଗଣତନ୍ତ୍ରର ପଥକୁ ବାଛି ନେଇ ନିଜର ସମ୍ବିଧାନ ଗଠନ କଲା ଭାରତ । ୧୯୪୯ରେ ଦେଶର ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା । ସେହି ବର୍ଷ ହିଁ ଏହାକୁ ଗ୍ରହଣ କରାଯାଇଥିଲା । ଏବେ…

୨୦୨୩ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଇଜିପ୍ଟ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧୧: ୨୦୨୩ ଗଣତନ୍ତ୍ର ଦିବସ ପରେଡ ସମାରୋହ ଲାଗି ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି ଭାରତ। ୨୦୧୪ରୁ ଏଲ୍‌-ସିସି ଇଜିପ୍ଟର ରାଷ୍ଟ୍ରପତି ଅଛନ୍ତି। ଏହାପୂର୍ବରୁ ସେ ୨୦୧୬ରେ ଭାରତ ଗସ୍ତ କରିଥିଲେ। କହିରଖୁଛୁ,…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଦାଖଲ କଲା ଚାର୍ଜସିଟ, ମନିଷ ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ,୨୫ ।୧୧: ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ଶୁକ୍ରବାର ଅର୍ଥାତ୍ ୨୫ ଡିସେମ୍ବର ୨୦୨୨ରେ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟ ପ୍ରାୟ ୭ ଜଣଙ୍କ ବିରୋଧରେ ଦାଖଲ କରାଯାଇଛି । ସିବିଆଇ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ…

ଗଡକରିଙ୍କ ବଡ ଘୋଷଣା- ୧୫ ବର୍ଷ ପରେ ସଡ଼କରେ ଦୌଡିବ ନାହିଁ ସରକାରୀ ଯାନ

ନୂଆଦିଲ୍ଲୀ,୨୫ ।୧୧: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରି ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ସଡ଼କରେ ଦୌଡୁଥିବା ୧୫ ବର୍ଷ ପୁରୁଣା ସରକାରୀ ଯାନକୁ ସ୍କ୍ରାପରେ ପରିବର୍ତ୍ତନ କରି ଦିଆଯିବ । ସରକାର ଖୁବଶୀଘ୍ର ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri