ଜାତୀୟ

ପୂର୍ବତନ ପ୍ରେମିକଙ୍କୁ ଏସିଡ୍‌ ମାଡ଼ କରି ଯୁବତୀ ଗିରଫ

ଜଗଦଲପୁର,୨୪।୪: ଛତିଶଗଡ଼ ବସ୍ତର ଜିଲାରେ ପୂର୍ବତନ ପ୍ରେମିକଙ୍କୁ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି। ୧୯ ତାରିଖରେ ଡମ୍ରୁଧର ବଘେଲ (୨୫) ଛୋଟେ ଅମାବାଲ ଗ୍ରାମର ଜଣେ ଯୁବତୀଙ୍କୁ ବାହାହେବାକୁ ଯାଉଥିଲେ। ସେ ସମୟରେ ଯୁବତୀ…

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ, ଦେଶର ମଙ୍ଗଳ ପାଇଁ କାମ କରିବା ମୋର ପ୍ରୟାସ: ନୀତୀଶ

ଲକ୍ଷ୍ନୌ,୨୪।୪: ବିରୋଧୀଙ୍କୁ ଏକଜୁଟ କରିବାର ଅଭିଯାନ ଆରମ୍ଭ ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ…

ଜିଏସଟିରେ ପରିବର୍ତ୍ତନ କରିବୁ…..କର୍ନାଟକରେ ଏମିତି କହିଲେ ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ,୨୪।୪: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ କଂଗ୍ରେସ ପୁଣି ରାଜ୍ୟରେ ଶାସନକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ କର୍ନାଟକ ଗସ୍ତରେ…

ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୪: ନ୍ୟୁୟର୍କ-ନୂଆଦିଲ୍ଲୀ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଜଣେ ଭାରତୀୟ ବ୍ୟକ୍ତି ରବିବାର ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଗିରଫ ହୋଇଛନ୍ତି। ମଦ୍ୟପାନ କରି ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବା ଜଣାପଡିଛି। ଆମେରିକୀୟ ଏୟାରଲାଇନ୍ସର ବିମାନ ଏଏ ୨୯୨ରେ ଏହି ଘଟଣା…

ଅତିକଙ୍କ କାର୍ଯ୍ୟାଳୟରେ ପଡିଛି ରକ୍ତ ଛିଟା, ଛୁରୀ, ପୋଲିସର ତଦନ୍ତ ଆରମ୍ଭ

ଲକ୍ଷ୍ନୌ,୨୪।୪: ପ୍ରୟାଗରାଜରେ ମାଫିଆ ଅତିକ ଅହମ୍ମଦଙ୍କ କାର୍ଯ୍ୟାଳୟରେ ପୋଲିସ ପହଞ୍ଚି ଯାଞ୍ଚ କରିଛି। ଯାଞ୍ଚ ବେଳେ ପୋଲିସ କାର୍ଯ୍ୟାଳୟର ସ୍ଥାନେ ସ୍ଥାନେ ରକ୍ତ ଛିଟା ଏବଂ ଛୁରୀ ପଡିଥିବା ଦେଖିବାକୁ ମିଳିଛି। ପ୍ରୟାଗରାଜର ଏସିପି ସତ୍ୟେନ୍ଦ୍ର ପ୍ରସାଦ ତିୱାରୀ କହିଛନ୍ତି, ଅତିକଙ୍କ…

ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ସୋମବାର ପରଲୋକ ଘଟିଛି। ସେ ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାରିକ ଫତେହଙ୍କ ଝିଅ ନତାଶା ଫତେହ ଟୁଇଟ କରି ଏହି ସୂଚନା…

ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ: ମମତାଙ୍କ ପରେ ଅଖିଳେଶଙ୍କୁ ଭେଟିଲେ ନୀତୀଶ

ଲକ୍ଷ୍ନୌ,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ବୈଠକରେ ବିରୋଧୀଙ୍କ ଏକଜୁଟ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ଏହାପୂର୍ବରୁ ପୂର୍ବରୁ ନୀତୀଶ ପଶ୍ଚିମବଙ୍ଗର…

କର୍ନାଟକ ବିଧାନସଭା ନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୨୪।୪: ତାମିଲନାଡୁର ବିରୋଧୀ ଦଳ ନେତା କେ ପାଲାନିସ୍ବାମୀ ନେତୃତ୍ୱାଧୀନ ଦଳ ଏଆଇଏଡିଏମ୍‌କେ ସୋମବାର କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଦଳର ଏକମାତ୍ର ପ୍ରାର୍ଥୀପତ୍ରକୁ ପ୍ରତ୍ୟାହାର କରିନେଇଛି। ଭାଜପାର ବରିଷ୍ଠ ନେତା ଦିଲ୍ଲୀରୁ ଫୋନ ଯୋଗେ ପାଲାନିସ୍ବାମୀଙ୍କ ସହ କଥା ହୋଇଥିଲେ।…

କୋଚିରେ ପହଞ୍ଚି ପଦଯାତ୍ରା କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ,୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କେରଳରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କେରଳର ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବରିଷ୍ଠ ଧର୍ମଗୁରୁମାନଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀ କୋଚିରେ ପହଞ୍ଚିବା…

ଅତିଫ, ଅଶ୍ରଫ ହତ୍ୟା ଘଟଣାର ତଦନ୍ତ ପାଇଁ କମିଟି ଗଠନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୪:ଗ୍ୟାଙ୍ଗଷ୍ଟର ଅତିଫ ଏବଂ ଅଶ୍ରଫଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ ଯାଞ୍ଚ କମିଟି ଗଠନ ପାଇଁ ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ସହମତି ହୋଇଛନ୍ତି। ଏପ୍ରିଲ ୨୮ରେ ଏହି ସବୁ ମାମଲା…

ସ୍ତ୍ରୀଙ୍କ କ୍ୟାନସର ଅପରେଶନ ସଫଳ, ଟୁଇଟ୍‌ କରି ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ସିଦ୍ଧୁ

ଚଣ୍ଡିଗଡ,୨୪।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର ସିଦ୍ଧୁଙ୍କ ଅପରେଶନ ସଫଳ ହୋଇଛି। ସିଦ୍ଧୁ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ନବଜୋତ ସିଦ୍ଧୁ କହିଛନ୍ତି, ମୋର ସମସ୍ତ ଇଚ୍ଛା ଏବଂ ଆଶୀର୍ବାଦରେ ମୋ ସ୍ତ୍ରୀଙ୍କ…

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେଶନ କାବେରୀ’ ଆରମ୍ଭ

ନୂଆଦିଲ୍ଲୀ,୨୪।୪: ଆଫ୍ରିକୀୟ ଦେଶ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ବିବାଦରେ ଏ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତ ସମେତ ଅନେକ ଦେଶର ନାଗରିକ ସେଠାରେ ଫସି ରହିଛନ୍ତି। ଏହି ସମୟରେ, ସୁଦାନରୁ ଭାରତୀୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?