ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା: ପୁରସ୍କାର ଘୋଷିତ ୫ ମାଓବାଦୀଙ୍କୁ ଏନକାଉଣ୍ଟର…

ଚତରା,୩।୪ : ଝାଡଖଣ୍ଡର ଚତରା ଜିଲାରେ ସୋମବାର ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ପାଞ୍ଚ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିବାବେଳେ ତିନିଜଣଙ୍କ ଉପରେ ପ୍ରତ୍ୟେକ ପାଞ୍ଚ ଲକ୍ଷ…

ବିଦେଶରେ ଥିବା ଗୁଣ୍ଡାଙ୍କ ପାଇଁ କଠୋର ହେଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ: ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ…

ନୂଆଦିଲ୍ଲୀ,୩।୪ : କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ଦ୍ୱାରା ଅନେକ ଗ୍ୟାଙ୍ଗଷ୍ଟର ସମ୍ବନ୍ଧୀୟ ମାମଲାର ଅନୁସନ୍ଧାନ ପରେ ୨୮ଗ୍ୟାଙ୍ଗଷ୍ଟରଙ୍କ ନାମ ଏବଂ ସେମାନଙ୍କ ବିରୋଧରେ ଥିବା ମାମଲାର ତାଲିକା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଦାଖଲ କରାଯାଇଛି। ଏହି ଗ୍ୟାଙ୍ଗଷ୍ଟରମାନଙ୍କର ପଞ୍ଜାବ, ଉତ୍ତରପ୍ରଦେଶ,…

ସୁରଟ କୋର୍ଟ ବାହାରିଲେ ରାହୁଲ ଗାନ୍ଧୀ, ଆଇନ ମନ୍ତ୍ରୀ କହିଲେ ଭିଡରେ କୋର୍ଟ ଯିବା ନାଟକ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦି ସରନେମ’ସହ ଜଡିତ ମାନହାନି ମାମଲାରେ ସୋମବାର ସୁରଟ କୋର୍ଟ ପହଞ୍ଚିବେ। ଏହି ମାମଲାରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିବା ବେଳେ ସୋମବାର ସେ ଏହାକୁ ଚ୍ୟାଲେଞ୍ଜ କରି ଅପିଲ କରିବେ। କୁହାଯାଉଛି…

ହସ୍ପିଟାଲରୁ ନବଜାତକଙ୍କୁ ଟାଣି ନେଇ ଝୁଣି ଖାଇଲା କୁକୁର…

ବେଙ୍ଗାଲୁରୁ,୩।୪ : କର୍ନାଟକର ଶିବମୋଗା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଜିଲା ସରକାରୀ ହସ୍ପିଟାଲରୁ ଜଣେ ନବ ଜାତକଙ୍କୁ କୁକୁର ଟାଣିନେଇ ବାହାରକୁ ନେଇ ଝୁଣି ଖାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ କୁକୁରଠାରୁ ନବଜାତକଙ୍କୁ ଆଣିବାକୁ…

ସାସାରାମରେ ଥମୁନି ହିଂସା, ପୁଣି ବୋମା ବିସ୍ଫୋରଣ

ସାସାରାମ,୩।୪: ବିହାର ରାଜ୍ୟ ଏବେ ହିଂସାର ନିଆଁରେ ଜଳୁଛି। ରାମ ନବମୀ ଦିନରେ ହୋଇଥିବା ହିଂସା ପରେ ଅନେକ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରବିବାର ସାସାରାମ ଥାନାର ଶେରଗଞ୍ଜ ଅଞ୍ଚଳରେ ଏକ ମସଜିଦ ନିକଟରେ ବୋମା ପ୍ରସ୍ତୁତି ସମୟରେ…

କରୋନା ଆତଙ୍କ: ସକ୍ରିୟ ମାମଲା ୨୦ ହଜାର ଟପିଲା…

ନୂଆଦିଲ୍ଲୀ, ୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…

ଭାଜପା ହାରିବା ଆଶଙ୍କା ଥିବା ଅଞ୍ଚଳରେ ହେଉଛି ଦଙ୍ଗା: ସଞ୍ଜୟ ରାଉତ…

ମୁମ୍ବାଇ,୩।୪ : ପଶ୍ଚିମବଙ୍ଗ, ବିହାର ଇତ୍ୟାଦି ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ହେବାର ଖବର ରହିଛି। ଏହାକୁ ନେଇ ଶିବସେନା ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଭାବରେ ଘଟୁଛି । ଏଭଳି…

ଆଇପିଏଲ ଦର୍ଶକଙ୍କୁ ଚେତାବନୀ: ଷ୍ଟାଡିୟମକୁ ସିଏଏ-ଏନଆରସି ବ୍ୟାନର ନେଲେ ହେବ ଦୃଢ଼କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୩।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ (ଆଇପିଏଲ ୨୦୨୩) ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏକ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି। ଏହା ଅନୁଯାୟୀ, ଦିଲ୍ଲୀ, ମୋହାଲି, ହାଇଦ୍ରାବାଦ ଏବଂ ଅହମଦାବାଦରେ ଆଇପିଏଲ ମ୍ୟାଚ ସମୟରେ ନାଗରିକତ୍ୱ ସଂଶୋଧନ…

ଭଉଣୀ ପ୍ରିୟଙ୍କା, ତିନି ମୁଖ୍ୟମନ୍ତ୍ରୀଙ୍କ ସହ ସୁରଟ କୋର୍ଟ ପହଞ୍ଚିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପରାଧିକ ମାନହାନି ମାମଲାରେ ୨ ବର୍ଷର ସଜାକୁ ନେଇ ଏହାର ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ତଳ କୋର୍ଟଙ୍କ ରାୟ ବିରୋଧରେ ସୋମବାର ରାହୁଲ ଗାନ୍ଧୀ ଅପିଲ କରିବାକୁ ଯାଉଛନ୍ତି। ସଜା ଉପରେ ରୋକ ଲାଗାଇବାକୁ…

ପ୍ରଧାନମନ୍ତ୍ରୀଙ୍କୁ କେଜରିୱାଲଙ୍କ ଚିଠି: ରେଳବାଇରେ ବରିଷ୍ଠ ନାଗରିକ କୋଟା ଜାରି କଲେ କେନ୍ଦ୍ର ହୋଇ ଯିବନି ଗରିବ…

ନୂଆଦିଲ୍ଲୀ,୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ଏକ ବଡ଼ ଆବେଦନ କରିଛନ୍ତି। ରେଲୱେରେ ଦିଆଯାଇଥିବା ବରିଷ୍ଠ ନାଗରିକ କୋଟାକୁ ପୁନଃସ୍ଥାପିତ କରିବାକୁ ସେ ଅନୁରୋଧ କରିଛନ୍ତି। କେଜରିୱାଲ ଏହି ଚିଠିକୁ…

ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଅଜ୍ଞାତ ବ୍ୟକ୍ତି, ୩ ମୃତ-୮ ଆହତ…

କୋଝିକୋଡେ,୩।୪ : କେରଳର କୋଝିକୋଡେ ଜିଲାର ଏଲାଥୁର ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ପଠାଇବାକୁ ଦାବି: ଶାହାଙ୍କୁ ଚିଠି ଲେଖିଲେ ଭାଜପା ବିଧାୟକ…

କୋଲକାତା,୩।୪ : ପଶ୍ଚିମବଙ୍ଗରେ ହିଂସା ଘଟଣା ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ ପାଇଁ ଦାବି ହୋଇଛି। ହୁଗୁଳି ଜିଲାର ପୁରସୁରା ବିଧାନସଭା ଆସନର ଭାଜପା ବିଧାୟକ ବିମାନ ଘୋଷ ରାଜ୍ୟପାଳ ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri